/odishatv-khabar/media/post_attachments/uploadimage/library/16_9/16_9_0/Panchang_1735183763.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଚନ୍ଦ୍ର-ତୁଳା ଅହୋରାତ୍ର,ତିଥି-୧୧ ଶୀ ରାତ୍ରି ୧୨.୪୪ ଗତେ ୧୨ ଶୀ ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ସନ୍ଧ୍ୟା ୦୬.୦୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୪୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ:
ପ୍ରାତଃ–୦୬.୨୨ ରୁ ୦୭.୪୯
ସନ୍ଧ୍ୟା- ୦୬.୦୪ ରୁ ୦୯.୩୫
ରାତ୍ରି- ୦୧.୨୬ ରୁ ୦୩.୪୫
ନିଶାନ୍ତ- ୦୪.୩୭ ରୁ ୦୬.୨୩
ଅଶୁଭସମୟ:
ରାହୁକାଳ- ଦିବା ୦୧.୦୮ ରୁ ୦୨.୨୯
କାଳବେଳା- ଦିବା ୦୨.୨୯ ରୁ ୦୩.୫୦
ବାରବେଳା-ଦିବା ୦୩.୫୦ ରୁ ୦୫.୧୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)