• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Raghubar Das

Raghubar Das visits Sundargarh
ଅନ୍ଧାରରେ ଗାଁ ବୁଲିଲେ, ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ

ରାତିର ଅନ୍ଧାରରେ ଗାଁ ବୁଲି ସମସ୍ୟା ବୁଝିଲେ। ପୁଣି ପ୍ରଶାସନକୁ ଆଇନା ଦେଖାଇଲେ ରାଜ୍ୟପାଳ। ଖୋଲିଗଲା ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ !

Raghubar Das visits Sundargarh
ଅନ୍ଧାର ରାତିରେ ଗାଁ ବୁଲିଲେ, ରାଜ୍ୟ ସରକାରଙ୍କୁ ପୁଣି ଆଇନା ଦେଖାଇଲେ ରାଜ୍ୟପାଳ

ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାରଙ୍କ ତମାମ ଢୋଲପିଟା ଯୋଜନା ସତ୍ତ୍ୱେ ଲୋକେ ପାଣି ପାଇଁ କେମିତି ଡହଳବିକଳ ହେଉଛନ୍ତି, ତାର ଚିତ୍ର ଖୋଦ୍ ନିଜ ଆଖିରେ ଦେଖିଲେ ରାଜ୍ୟପାଳ।

Governor
ବଜେଟ୍ ଅଧିବେଶନରୁ ବିରୋଧି କଂଗ୍ରେସର କକ୍ଷତ୍ୟାଗ

ରାଜ୍ୟପାଳ ରଘୁବର ଦାସଙ୍କ ବିଧାନସଭାରେ ପ୍ରଥମ ଅଭିଭାଷଣ । ଏକ ଘଣ୍ଟା ୫୫ ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଲେ। ଭୁରି ଭୁରି ପ୍ରଶଂସା ବି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ନୂଆ ଓ’ କାର୍ଯ୍ୟକ୍ରମ ଯାଏଁ ସବୁଥିରେ ରାଜ୍ୟ ବିକାଶ ଆଡ଼କୁ ବଢୁଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ।

Raghubar Das
ସରକାରୀ ଅଧିକାରୀଙ୍କୁ ତାଗିଦ୍ କଲେ ରାଜ୍ୟପାଳ ରଘୁବର ଦାସ

ନୀଳଗିରି ଗସ୍ତରେ ଥିବା ମହାମହିମ ରାଜ୍ୟପାଳ ଅଚାନକ ଏହି ଘରକୁ ପରିଦର୍ଶନରେ ଯାଇଥିଲେ । ଯାହା ଦେଖିଲେ ତାଜୁବ ହୋଇଗଲେ । ଜଣେ ଦୃଷ୍ଟି ବାଧିତ ବିଧବା ମହିଳା ଅତି ସାଙ୍ଘାତିକ ଅବସ୍ଥାରେ ରହୁଥିବା ଜାଣି ସାଙ୍ଗରେ ଥିବା ସରକାରୀ ଅଧିକାରୀଙ୍କୁ ତାଗିଦ କରିଥିଲେ ।

Republic Day celebration
ଫରଫର ଉଡ଼ିଲା ତ୍ରିରଙ୍ଗା; ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହେଲା ଗଣତନ୍ତ୍ର ଦିବସ

ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ITBP, CRPF, BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି ।

Governor Of Odisha
ରାଜ୍ୟ ସରକାରଙ୍କୁ ଆଇନା ଦେଖାଇଲେ ରାଜ୍ୟପାଳ; କହିଲେ, ରାଜ୍ୟରେ ଠିକ୍‌ ଭାବେ ହୋଇନି ଜଳସେଚନ ବ୍ୟବସ୍ଥା

୭୦% ଲୋକେ ଗାଁରେ ବସବାସ କରି ଚାଷ ଉପରେ ନିର୍ଭର କରନ୍ତି। ବଡ଼ ଡ୍ୟାମ୍ ବଦଳରେ ଛୋଟ ଜଳସେଚନ ବ୍ୟବସ୍ଥା କଲେ ସୁଫଳ ମିଳନ୍ତା ବୋଲି କହିଛନ୍ତି ରାଜ୍ୟପାଳ ।

Raghubar Das
ରାୟଗଡ଼ା ଗସ୍ତରେ ରାଜ୍ୟପାଳ; ଅସହାୟ ଲଳିତାଙ୍କୁ ଦେଲେ ୨୫ ହଜାର ଟଙ୍କା

ରାୟଗଡ଼ା ବ୍ଲକ୍ ହାଲୁଆରେ ଚାଷୀଙ୍କୁ ଭେଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ରାଜ୍ୟପାଳ । ଚାଷୀଙ୍କୁ ରାସାୟନିକ ସାର ବଦଳରେ ପ୍ରାକୃତିକ ପଦ୍ଧତିରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ ।

Raghubar Das
ରାଜ୍ୟ ବୁଲୁଛନ୍ତି ରାଜ୍ୟପାଳ; ଲୋକଙ୍କ ଦୁଃଖ ବୁଝୁଛନ୍ତି

ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ ।

Raghubar Das
ରାଜ୍ୟ ବୁଲୁଛନ୍ତି ରାଜ୍ୟପାଳ; ଲୋକଙ୍କ ଦୁଃଖ ବୁଝୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଉଛନ୍ତି..

ଜିଲ୍ଲା ବୁଲୁଛି ରାଜ୍ୟପାଳଙ୍କ ଦରବାର। ଲୋକଙ୍କଠୁ ଅଭିଯୋଗ ବି ସଂଗ୍ରହ ହେଉଛି ଓ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖାଯାଉଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ସଫଳ ରୂପାୟନ ନେଇ ଡିଣ୍ଡିମ ପିଟା ଉପରେ ଉଠିଛି ପ୍ରଶ୍ନ।

Congress Question over Governor Office
ନବୀନଙ୍କୁ ଭେଟିଲେ ରଘୁବର; କଂଗ୍ରେସ କହିଲା, ପ୍ରୋଟୋକଲ୍‌ ଭାଙ୍ଗିଛନ୍ତି ରାଜ୍ୟପାଳ

ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ ।

Raghubar Das
ରାଜଭବନରେ ନୂଆ ରାଜ୍ୟପାଳ

ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଦ୍ଧିବଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।

Raghubar Das
ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ; ରାଜଭବନକୁ ମିଳିଲା ନୂଆ ଅଧିପତି

ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।

Raghubar Das
BREAKING NEWS : ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଶପଥ ନେଲେ ନୂଆ ରାଜ୍ୟପାଳ....ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ,,,

Raghubar Das
କାଲି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ଗୁରୁ ଦାୟିତ୍ବ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ଆଜି ଭୋରରୁ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ରେ ପହଞ୍ଚିଥିଲେ। ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ସାନ୍ନିଧ ଲାଭ କରିଥିଲେ। ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କୁ ମଧ୍ୟ ଦର୍ଶନ କରିବା ପରେ ଦିନ ୧୧ଟା ୪୫ ବେଳେ ରାଜଭବନରେ ଶପଥ ଗ୍ରହଣ କରିବେ ରଘୁବର ଦାସ..

Raghubar Das
ନିର୍ବାଚନ ପୂର୍ବରୁ ଗୁରୁଦାୟିତ୍ୱ; କଣ ରହିବ ନୂଆ ରାଜ୍ୟପାଳଙ୍କ ପାଇଁ ଚ୍ୟାଲେଞ୍ଜ ?

ଗୁରୁଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ।

Raghubar Das
ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କଠୁ ଆଶିଷ ନେଲେ ରଘୁବର ଦାସ

ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।

Raghubar Das
ରାଜ୍ୟପାଳ ନିଯୁକ୍ତ ହେବା ମୋ ପାଇଁ ଗୁରୁ ଦାୟିତ୍ୱ: ରଘୁବର ଦାସ

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ରଘୁବର ଦାସ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ।

 Odisha New Governor
ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ ୫ ଥର ନିର୍ବାଚିତ ହୋଇଛନ୍ତି ।