• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 28 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sonali Ojha
  • 3 weeks ago

HCES Report: ରାଜ୍ୟରେ ସୁଧୁରିନି ଦାରିଦ୍ର୍ୟ ସ୍ଥିତି; ଲୋକେ ଦୈନିକ ହାରାହାରି ୨୦ରୁ ୨୫ ଟଙ୍କାରେ ଜୀଉଁଛନ୍ତି ଜୀବନ

ଗାଁ ଗହଳିରେ ପାରିବାରିକ ବ୍ୟୟରେ ଓଡ଼ିଶା ଦେଶରେ ତଳଆଡ଼ୁ ତୃତୀୟ ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା ଅର୍ଥାତ୍ ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ଖର୍ଚ୍ଚ ମାତ୍ର ୧୧୨ ଟଙ୍କା ତାମାନେ ଜଣେ ଦିନକୁ ୨୦ରୁ ୨୫ ଟଙ୍କାରେ ଜୀବନ ଜୀଉଁଛନ୍ତି। ସଦ୍ୟ ପ୍ରକାଶିତ ହାଉସ୍ହୋଲ୍ଡ କଞ୍ଜମ୍ପସନ୍ ଏକ୍ସପେଣ୍ଡିଚର ସର୍ଭେ ୨୦୨୩-୨୪ରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ। More
  • Sonali Ojha
  • 3 weeks ago

Accident in Bhubaneswar: ସିରିଜ୍‌ ଦୁର୍ଘଟଣା; ପଛକୁ ପଛ ପିଟି ହେଲା ୪ଟି କାର୍‌ ଓ ପିକଅପ୍‌ ଭ୍ୟାନ୍‌, ଏକାଧିକ ଆହତ

ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ପରେ ଜାଭିୟର ଛକରେ ଟ୍ରାଫିକ ଜାମ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।  More
  • Sonali Ojha
  • 3 weeks ago

Srimandir: ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଟକଣା; ଜାଣନ୍ତୁ କେଉଁବାଟେ ଯାଇ କରିବେ ଜଗା ଦର୍ଶନ

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ। More
  • Swadesi Megha Mallhar Prusty
  • 3 weeks ago

Panchang Today 28th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି-୧୩ଶୀ ରାତ୍ରି ୦୩.୩୨ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More
  • Santosh Kumar Sahoo
  • 3 weeks ago

Manoj Ahuja: ମନୋଜ ଆହୁଜାଙ୍କ ଉପରେ ପୁଣି ଭରସା କଲେ ମୋହନ ସରକାର, ଆଉ ବର୍ଷେ ବଢ଼ାଇଲେ କାର୍ଯ୍ୟକାଳ

ମନୋଜଙ୍କ ଉପରେ ପୁଣି ମୋହନ ସରକାରଙ୍କ ଭରସା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଚାକିରି ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ୱର ୩୧ରେ ସରୁଥିଲା ମନୋଜଙ୍କ ୩୪ ବର୍ଷର ଚାକିରି କାର୍ଯ୍ୟକାଳ । More
  • Santosh Kumar Sahoo
  • 3 weeks ago

Fake Ration Card: ଓଡ଼ିଶାରେ ମାଳ ମାଳ ଭୂତ ରାସନକାର୍ଡଧାରୀ, ସରକାରୀ ସୁବିଧାର ଫାଇଦା ଉଠାଇଛନ୍ତି ୪୦ ଲକ୍ଷରୁ ଅଧିକ

ରାଜ୍ୟରେ ଏଯାଏଁ ୪୦ ଲକ୍ଷ ଭୂତ ଓ ନକଲି କାର୍ଡଧାରୀ ସରକାରୀ ଯୋଜନାରୁ ଫାଇଦା ନେଉଛନ୍ତି । ବର୍ଷ ବର୍ଷ ଧରି ସରକାରୀ ରେସନ ଉଠାଉଛନ୍ତି। ହେଲେ ଅସଲ ହିତାଧିକାରୀ ପଞ୍ଚାୟତରୁ ବ୍ଲକକୁ ଧାଇଁ ଧାଇଁ ରେସନ କାର୍ଡ ଖଣ୍ଡେ ପାଉନାହାନ୍ତି । More
  • Santosh Kumar Sahoo
  • 3 weeks ago

Chaos Continues in BJD: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି । More
  • Santosh Kumar Sahoo
  • 3 weeks ago

Manmohan Singh: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ

ମନମୋହନ ସିଂ। ସରଳ, ନିର୍ବିବାଦୀୟ, ଅଜାତଶତ୍ରୁ । ଯାହାଙ୍କୁ ଆଜି ଝୁରୁଛି ଓଡ଼ିଶା, ମନେପକାଉଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଲୋକସେବା ଭବନରୁ କଂଗ୍ରେସ ଭବନ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରୁଛନ୍ତି ସମସ୍ତେ । More
  • Prasan Subudhi
  • 3 weeks ago

Balangir Bhimabhoi Medical College: ରୋଗୀଙ୍କ ପାଇଁ ଥିବା ଡ୍ରେସିଂ ଟେବୁଲରେ ଚାଲିଲା କୁକୁର ଚିକିତ୍ସା, କହିବାକୁ କେହି ନାହିଁ

ଫାଣ୍ଡିରେ ଥିବା ପୋଲିସ ବାବୁ ବି ପାଖରେ ଛିଡା ହୋଇ ଗପ କହୁଥିଲେ । କିନ୍ତୁ ମଣିଷ ଚିକିତ୍ସା ହେଉଥିବା ଟେବୁଲ ଉପରେ କୁକୁରକୁ ନିଜେ ଡ୍ରେସିଂ କରିଥିଲେ ଯୁବକ ଜଣକ । ଏପରିକି ବାରଣ କରୁଥିବା ପୋଲିସ ବାବୁଙ୍କୁ ଉପଦେଶ ଦେଉଥିଲେ ଯୁବକ ଜଣକ । ଦୀର୍ଘ ସମୟ ଧରି କାଜୁଆଲଟି ଭିତରେ ଚାଲିଥିଲା ହାଇଡ୍ରାମା । More