ମାଟି ଘର ଚାଳ ଛପର ପାଇଁ ବ୍ୟବହାର ହେଉଥିବା ବୋବେଇ ଦଉଡ଼ି ଏବେ ନୂଆ ନୂଆ ଫ୍ୟାସନେବଲ୍ ଜିନିଷର ରୂପ ନେଲାଣି । ତେବେ କ'ଣ ସେ ଜିନିଷ ଜାଣିବା ଆସନ୍ତୁ
ସୁନା ପରି ଦିଶୁଥିବା ଘାସରୁ ତିଆରି ବ୍ୟବହାର୍ଯ୍ୟ ଓ ଡେକୋରେଟିଭ୍ ଜିନିଷ ତିଆରି ପାଇଁ ଓଡ଼ିଶାର ନାଁ ରହିଛି । ଆଜି ଆସନ୍ତୁ ଗୋଲ୍ଡେନ୍ ଗ୍ରାସ୍ କ୍ରାଫ୍ଟ ନାଁରେ ବେଶୀ ପରିଚିତ ଥିବା ଓଡ଼ିଶାର ଏଇ ପାରମ୍ପରିକ କଳା ବିଷୟରେ ଜାଣିବା ।
ଥାଇଲାଣ୍ଡର ନାଥାଫୋନ୍ ଚାଲୱୋରୱାଟ, ଆମେରିକାର ସିନ୍ଥିଆ ପୋଷ୍ଟ ହଣ୍ଟ, ଶ୍ରୀଲଙ୍କାର ଗଡୱିନ୍ କନଷ୍ଟାଣ୍ଟିନ, ଜାପାନର ଡାଏସୁକେ ଟେକିଆ, ଭାରତର ଜି ଭିଗ୍ନେଶ୍ ଓ ଆମେରିକାର ହେକ୍ଟର କାନୋଙ୍ଗେ ପ୍ରମୁଖ ଯୋଗଦେଇଥିଲେ ।
ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍ ଚର୍ଚ୍ଚାରେ ମୋହନା ଗାଁର ଶୁଭମ । ପୁରୁଣା ନିୟୁଜ ପେପର ଆଣି ଗଢୁଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି l ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ।
ନିଶାର ଅନ୍ଧକାରରୁ ଆଣି ଯୁବଗୋଷ୍ଠୀଙ୍କୁ ଆଲୋକର ଦିଶା ଦେଖାଉଥିବା ସଂସ୍ଥା ‘ନିୟୁ-ଲାଇଫ୍’ ନେଇଥିବା ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ। ନିଶାର ନାଗଫାସରୁ ମୁକୁଳି ପୁନଃ ସାଧାରଣ ଜୀବନକୁ ଫେରିଥିବା କିଛି ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳର ମହାନ ଉଦ୍ଦେଶ୍ୟରେ ସଂସ୍ଥା ଆରମ୍ଭ କରିଛି ‘ହର୍ ଘର୍ ହକିଷ୍ଟିକ୍’ ଅଭିଯାନ।
ଆଜି ଗଣେଶ ପୂଜା। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।