• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୨୧ ଗତେ ଧନୁ । ତିଥି-୧୪ ଶୀ ରାତ୍ରି ୦୪.୦୧ ଅମାବାସ୍ୟା  ।ଘାତଚନ୍ଦ୍ର- ରାତ୍ରି ୧୧.୨୧ ଗତେ ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ-                     

ପ୍ରାତଃ–୦୭.୦୭ ରୁ ୦୯.୧୭

ଦିବା- ୦୧.୦୯ ରୁ ୦୩.୦୩

ଦିବା- ୦୩.୪୬ ରୁ ୦୩.୫୨   

ରାତ୍ରି- ୦୭.୫୧ ରୁ ୦୯.୩୭

ରାତ୍ରି- ୧୨.୧୫ ରୁ ୦୧.୨୭

ରାତ୍ରି- ୦୩.୦୬ ରୁ ୦୬.୨୪        

ଅଶୁଭ ସମୟ- 

ରାହୁକାଳ- ଦିବା ୦୩.୫୨ ରୁ ୦୫.୧୩

କାଳବେଳା- ଦିବା ୧୧.୪୮ ରୁ ୦୧.୦୯

ବାରବେଳା-ଦିବା ୧୦.୨୭ ରୁ ୧୧.୪୮

କାଳରାତ୍ରି- ରାତ୍ରି ୦୧.୨୭ ରୁ ୦୩.୦୬

OTV is now on Whatsapp

Join and get latest news update delivered to you via whatsapp

Join Now