ମଦରୁ କିଛି ଅଧିକା ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମଦ ନିଗମ ପାଖରେ ରହିଛି ୯ ଲକ୍ଷ ପେଟି ବିୟର । ରେଟ ବଢିଗଲେ ପାଖାପାଖି ୯୦ କୋଟି ଟଙ୍କା ଅଧିକ ପାଇବେ ସରକାର ।
ଏଣିକି ଅଫିସ୍ରେ ମଦ୍ୟପାନ କରିବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ମାତ୍ର କିଛି କାର୍ଯ୍ୟାଳୟରେ ଲାଗୁ ହୋଇପାରିବ ବୋଲି କୁହାଯାଇଛି ।
ସାମାନ୍ୟ ଗୋଟିଏ ବିଅର ବଟଲର ଦାମ୍ ଏତେ ଟଙ୍କା ହେବାର କାରଣ କଣ ?