• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rescue Operation

Rescue Operation
ମହାନତା ଦେଖାଇଲେ ଅଗ୍ନିଶମ ବାହିନୀ କର୍ମଚାରୀ, ଉଛୁଳା ନାଳରେ ରୋଗୀଙ୍କୁ କରାଇଲେ ପାର

ଅତି ସତର୍କତାର ସହ ଦଉଡି ସାହାର୍ଯ୍ୟରେ ଟ୍ୟୁବ୍‌ ପକାଇ ମହିଳାଙ୍କୁ ନାଳ ପାର କରାଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ ।

Rescue Operation
ବଢ଼ି ପାଣିରେ ଫସିଯାଇଥିଲେ ମହିଳା, ମୃତ୍ୟୁ ମୁଖରୁ ଟାଣି ଆଣିଲେ NDRF ଯବାନ

ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।

Landslide
ୱାୟନାଡ୍ ଭୂସ୍ଖଳନ: ସରୁନି ପଥର ତଳୁ ଜୀବନ ଖୋଜା, ଏବେ ବି ଶହ ଶହ ଲୋକ ନିଖୋଜ

ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

Borewell Tragedy
ପୁଣି ବୋରୱେଲ ଟ୍ରାଜେଡି ,୪୦ ଫୁଟ୍‌ ତଳକୁ ଖସି ପଡ଼ିଛି ୬ ବର୍ଷର ଶିଶୁ

ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଗତ ଶୁକ୍ରବାର ଦିନ ୩ଟାରେ ଉତ୍ତରପ୍ରଦେଶର ମାଣିକ ଗାଁରେ ଘଟିଛି ।

Uttarkashi tunnel rescue
ପରଦାକୁ ଆସିବ 'ଟନେଲ୍' ଷ୍ଟୋରି ! କିଏ ହେବେ ନାୟକ ?

ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା....ହିରୋ ଭାବେ ଚର୍ଚ୍ଚାରେ ଅକ୍ଷୟ, ଅଜୟ ଓ ଭିକିଙ୍କ ନାଁ...

Rescue Operation
ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: କିଛି କ୍ଷଣର ଅପେକ୍ଷା, ବାହାରିବେ ୪୧ ଶ୍ରମିକ

ବିଦେଶୀ ଟନେଲ୍‌ ଏକ୍ସପର୍ଟ କ୍ରିସ୍ କୁପରଙ୍କ ବଡ଼ ସୂଚନା... ଆମେ ଏବେ ଖୋଳା ଜାରି ରଖିଛୁ, ଆଉ କିଛି ମିଟର ବାକି ଅଛି’

Tunnel Collapsed
ଆଉ ମାତ୍ର ୫ ମିଟର, ୪୧ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ହାତରେ ଖୋଳା ଚାଲିଛି ଟନେଲ

ଉତ୍ତରକାଶୀ ଟନେଲରେ ୧୭ ଦିନରେ ରେସ୍କ୍ୟୁ ଅପରେସନ...ହାତରେ ଖୋଳା ଚାଲିଛି ଟନେଲ...ଏବେ ସୁଦ୍ଧା ଖୋଳା ସରିଲାଣି ପ୍ରାୟ ୫୨ ମିଟର....

Uttarkashi tunnel collapse
କାହାକୁ କହନ୍ତି ରାଟ୍-ହୋଲ୍ ମାଇନର୍ ? ସେମାନେ କିପରି କରନ୍ତି ଖନନକାର୍ଯ୍ୟ ?

ଏହି ନିଷିଦ୍ଧ ପଦ୍ଧତି ଉତ୍ତରକାଶୀ ଅପରେସନ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ କି? ଯାହା ଅତ୍ୟାଧୁନିକ ଅଗର୍ ମେସିନ କରିପାରିଲାନି, ତାହା ଏହି ୨ ଡଜନ୍ ରାଟ୍-ହୋଲ୍ ମାଇନର୍ କରିଦେଖାଇବେ ତ ?

Uttarakhand tunnel collapse
ଜୀବନ ସହ ସଂଘର୍ଷ କରୁଛନ୍ତି ୪୧ ଶ୍ରମିକ, ୨ ଦିନରେ ମିଳିପାରେ ଭଲ ଖବର

ଉଦ୍ଧାର ପାଇଁ ପାହାଡ଼ ଉପରୁ ଭର୍ଟିକାଲ୍ ଡ୍ରିଲିଂ ଓ ହରାଇଜଣ୍ଟାଲ୍ ଡ୍ରିଲିଂ ଆଗେଇ ଚାଲିଛି, ୨ ଦିନରେ ମିଳିପାରେ କିଛି ଭଲ ଖବର...ତେବେ ରାଟ୍-ହୋଲ୍ ମାଇନିଂ ଉପରେ ଏବେ ସମସ୍ତଙ୍କ ନଜର……

Uttarakhand tunnel collapse
ଉତ୍ତରକାଶୀ ଟନେଲର ଉଦ୍ଧାର କାର୍ଯ୍ୟରେ ଲିଡ୍ କରୁଥିବା ଆର୍ନୋଲ୍ଡ ଡିକ୍ସ କିଏ ?

ଟୋକିଓ ସିଟି ୟୁନିଭର୍ସିଟିର ଭିଜିଟିଂ ପ୍ରଫେସର ଅଛନ୍ତି ଡିକ୍ସ....୩୦ ବର୍ଷ ହେଲା ଟନେଲିଂ କ୍ଷେତ୍ରରେ ଅଭିଜ୍ଞତା ରହିଛି...ଟନେଲ ଭିତରେ ଅଗ୍ନି ଦୁର୍ଘଟଣା ରୋକିବା କ୍ଷେତ୍ରରେ ଅଭିଜ୍ଞତା ...

Tunnel
ଅପରେସନକୁ ୮ଦିନ, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।

Train Accident
ପୁଣି ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା; ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା

ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।

2 express trains derail in Balasore
ଭୟଙ୍କର ଦୁର୍ଘଟଣା: ଚାରିଆଡେ କାନ୍ଦ ବୋବାଳି, ଯୁଆଡେ ଦେଖିବ ରକ୍ତର ଛିଟା

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। କରମଣ୍ଡଳ ଏକ୍ସପ୍ରେସ-ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ।

accident
ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ, ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ଏୟାରକ୍ରାଫ୍ଟ

ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

Tanmaya
୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

Rescue Operation Underway To Save 8-Year-Old Boy In Madhya Pradesh
୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

Top ten challenge in Rahul rescue operation
ରାହୁଲକୁ ଉଦ୍ଧାର କରିବାରେ ଟପ୍ ଟେନ୍ ଚାଲେଞ୍ଜ୍‌

୮୦ ପୁଟ୍ ତଳେ ୧୦୮ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲା ୧୦ ବର୍ଷର ରାହୁଲ୍। ଏବେ ଚାଲିଛି ତା’ର ଚିକିତ୍ସା। ଉଦ୍ଧାର ବେଳେ ରେସ୍କ୍ୟୁ ଟିମ୍‌କୁ ସାମ୍ନା କରିବାକୁ ପଡିଥିଲା ଅନେକ ଚାଲେଞ୍ଜ୍। ଆସନ୍ତୁ ଟପ୍ ଟେନ୍ ଚାଲେଞ୍ଜ୍ ଉପରେ ନଜର ପକେଇବା।

Rahul rescue operation and health condition
କିପରି ଅଛି ରାହୁଲ୍‌ର ସ୍ୱାସ୍ଥ୍ୟ ଅବସ୍ଥା

କାଲି ଲୋକଙ୍କ ନଜର ଥିଲା ବୋରୱେଲ୍ ଗାତ ଭିତରେ ଫସିଥିବା ରାହୁଲର ଉଦ୍ଧାର ପ୍ରକ୍ରିୟା ଉପରେ। ରେସ୍କ୍ୟୁ ଟିମ୍ର ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବଦଳିଯାଇଛି ସବୁ କିଛି। ରାହୁଲକୁ ସୁରକ୍ଷିତ ଉଦ୍ଧାର ପରେ ଏବେ ବିଳାସପୁର ଆପୋଲୋ ହସ୍ପିଟାଲରେ ଚାଲିଛି ରାହୁଲର ଚିକିତ୍ସା।

Child in 80 feet deep Borewell
୪୮ ଘଣ୍ଟା ପରେ ବି ଉଦ୍ଧାର ହୋଇପାରିନି ରାହୁଲ ସାହୁ

୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ। ୪୮ ଘଣ୍ଟା ହେଲା ଚାଲିଛି ଅପରେସନ୍। ଏଯାଏ ମିଳିନି ସଫଳତା।

Special story
କୁନି ପୁଅର ସାହସକୁ ସଲାମ୍‌ : ନିଜେ ରେସ୍କ୍ୟୁ ଅପରେସନରେ ସାହାଯ୍ୟ କରୁଛି ବୋରୱେଲରେ ଫସିଥିବା ଶିଶୁ

ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡ଼ିଥିବା ରାହୁଲଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି । ୧୧ ବର୍ଷର ଶିଶୁ ପ୍ରାୟ ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି ।

Child fallen in the 300 feet deep borewell the army pulled it out
୩୦୦ ଫୁଟ୍ ତଳେ ଫଶି ଥିଲା ଶିଶୁ; ବଞ୍ଚେଇଦେଲେ ସୈନିକ

ସାଲ୍ୟୁଟ୍ ଭାରତୀୟ ସେନା। ୩୦୦ ଫୁଟ୍ ତଳେ ବୋର୍‌ୱେଲ ଭିତରେ ପଡିଥିବା ଶିଶୁକୁ ରକ୍ଷା କରିଦେଲେ। ଦେଖନ୍ତୁ ଭିଡିଓ…

10 year old boy in the deep oh 80 feet, rescue operation going on
୮୦ ଫୁଟ୍ ତଳେ ପଶିଛି ଜୀବନ, ଚାଲିଛି ରେସ୍କ୍ୟୁ ଅପରେସନ୍

୮୦ ଫୁଟର ବୋର୍‌ୱେଲ୍ ଭିତରେ ପଡି ଜୀବନ ସହ ସଂଘର୍ଷ କରୁଛି ୧୦ ବର୍ଷର ବାଳକ। ଚାଲିଛି ରେସ୍କ୍ୟୁ ଅପରେସନ୍।

Elephant Calf Slips Into Well In Mayurbhanj, Rescue Operation Underway
କୂଅ ଭିତରେ ଫସିଛି କୁନି ହାତୀ

ବିଳମ୍ବିତ ରାତିରେ କୂଅ ଭିତରେ ଏକ ହାତୀ ଶାବକଟି ଖସି ପଡ଼ିଥିବା ବେଳେ କୂଆ ଚାରିପଟେ ହାତୀପଲ ଠିଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି

Heavy Rains Lash Andhra Pradesh | Rescue Operation Underway
ଆନ୍ଧ୍ର ବନ୍ୟାରେ ଗଲାଣି ଏତିକି ଜୀବନ ...

ଆନ୍ଧ୍ର ପ୍ରଦେଶରେ ଥମୁନି ଭୟଙ୍କର ବର୍ଷା ବିତ୍ପାତ । ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି । ଜାଣନ୍ତୁ ଏହି ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ କେତେଜଣ ପ୍ରାଣ ହରାଇଛନ୍ତି ।