ବୋର୍ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍ୱେଲ ଭିତରେ ଅଚାନକ ଖସି ପଡିଥିଲେ।
ବୋର୍ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍ୱେଲ ଭିତରେ ଅଚାନକ ଖସି ପଡିଥିଲେ।
ଉଭୟଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
୮୦ ପୁଟ୍ ତଳେ ୧୦୮ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲା ୧୦ ବର୍ଷର ରାହୁଲ୍। ଏବେ ଚାଲିଛି ତା’ର ଚିକିତ୍ସା। ଉଦ୍ଧାର ବେଳେ ରେସ୍କ୍ୟୁ ଟିମ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ ଚାଲେଞ୍ଜ୍। ଆସନ୍ତୁ ଟପ୍ ଟେନ୍ ଚାଲେଞ୍ଜ୍ ଉପରେ ନଜର ପକେଇବା।
କାଲି ଲୋକଙ୍କ ନଜର ଥିଲା ବୋରୱେଲ୍ ଗାତ ଭିତରେ ଫସିଥିବା ରାହୁଲର ଉଦ୍ଧାର ପ୍ରକ୍ରିୟା ଉପରେ। ରେସ୍କ୍ୟୁ ଟିମ୍ର ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବଦଳିଯାଇଛି ସବୁ କିଛି। ରାହୁଲକୁ ସୁରକ୍ଷିତ ଉଦ୍ଧାର ପରେ ଏବେ ବିଳାସପୁର ଆପୋଲୋ ହସ୍ପିଟାଲରେ ଚାଲିଛି ରାହୁଲର ଚିକିତ୍ସା।
୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ। ୪୮ ଘଣ୍ଟା ହେଲା ଚାଲିଛି ଅପରେସନ୍। ଏଯାଏ ମିଳିନି ସଫଳତା।
ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡ଼ିଥିବା ରାହୁଲଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି । ୧୧ ବର୍ଷର ଶିଶୁ ପ୍ରାୟ ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି ।
ସାଲ୍ୟୁଟ୍ ଭାରତୀୟ ସେନା। ୩୦୦ ଫୁଟ୍ ତଳେ ବୋର୍ୱେଲ ଭିତରେ ପଡିଥିବା ଶିଶୁକୁ ରକ୍ଷା କରିଦେଲେ। ଦେଖନ୍ତୁ ଭିଡିଓ…
୮୦ ଫୁଟର ବୋର୍ୱେଲ୍ ଭିତରେ ପଡି ଜୀବନ ସହ ସଂଘର୍ଷ କରୁଛି ୧୦ ବର୍ଷର ବାଳକ। ଚାଲିଛି ରେସ୍କ୍ୟୁ ଅପରେସନ୍।
ବିଳମ୍ବିତ ରାତିରେ କୂଅ ଭିତରେ ଏକ ହାତୀ ଶାବକଟି ଖସି ପଡ଼ିଥିବା ବେଳେ କୂଆ ଚାରିପଟେ ହାତୀପଲ ଠିଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି
ଆନ୍ଧ୍ର ପ୍ରଦେଶରେ ଥମୁନି ଭୟଙ୍କର ବର୍ଷା ବିତ୍ପାତ । ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି । ଜାଣନ୍ତୁ ଏହି ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ କେତେଜଣ ପ୍ରାଣ ହରାଇଛନ୍ତି ।
ରାଷ୍ଟ୍ରଦୂତଙ୍କ ସହ ଅନ୍ୟ ଭାରତୀୟଙ୍କୁ ମଙ୍ଗଳବାର ଆଫଗାନରୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତ । ଭାରତ ବାୟୁସେନାର ବିମାନ ବହୁ କଠିନ ପରସ୍ଥିତିରେ ନିଜ ନାଗରିକମାନଙ୍କୁ ଉଦ୍ଧାର କରିପାରିଛି। କେମିତି ଥିଲା ସ୍ଥିତି ? କେଉଁ କଠିନ ପରିସ୍ଥିତିରେ ଉଦ୍ଧାର କଲା ବାୟୁସେନା ବିମାନ ଜାଣନ୍ତୁ।