୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର ।
କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ନୂଆ ନିୟମ, କୋମଳମତି ଶିଶୁ ବି ପିନ୍ଧିବେ ହେଲମେଟ୍ । ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବାଇକରେ ନିଆଗଲେ ହେଲମେଟ୍ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏନେଇ ଗତ ୧୫ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି ।
କୋମଳମତି ଶିଶୁ ପିନ୍ଧିବେ ହେଲମେଟ୍ । ୯ ମାସରୁ ଅଧିକ ଶିଶୁ ଦୁଇ ଚକିଆ ଯାନରେ ଯାଉଥିଲେ ହେଲମେଟ୍ ବାଧ୍ୟତାମୂଳକ ଏନେଇ ଗେଜେଟ୍ ନୋଟିଫିକେସନ୍ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଜାରି କରିଛି ।
ଟିଏମସି ନେତା ଅନିମା ସାହା ୱାର୍ଡ ନମ୍ବର ୧ରୁ ଦଳର ପ୍ରାର୍ଥୀ ଅଟନ୍ତି। ପୋଷ୍ଟରରେ ଅନିମା ସାହାଙ୍କ ଫଟୋ ମଧ୍ୟ ରହିଛି। ପୋଷ୍ଟରରେ ମମତା ବାନାର୍ଜୀଙ୍କୁ ଦେବୀ 'ଦୁର୍ଗା' ରୂପରେ ଚିତ୍ରଣ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମହିଷାସୁର ଭାବରେ ଚିତ୍ରଣ କରାଯାଇଛି ।
ସ୍ତ୍ରୀ ଅଧିକ ସୁନ୍ଦର ଥିବାରୁ ସ୍ୱାମୀକୁ ଛାଡ଼ି ବାପ ଘର ପଳାଇଲେ। ସ୍ତ୍ରୀକୁ ଆଣିବା ପାଇଁ ସ୍ୱାମୀ ଶ୍ୱଶୁର ଘରକୁ ଯାଇଥିଲେ ମଧ୍ୟ ସେଠାରେ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ।
୧୦ ବର୍ଷରେ ୩ବର୍ଷ ପାଇଁ କଂଗ୍ରେସ ସରକାର ଥିଲା , ୭ ବର୍ଷ ହେଲେ ବିଜେପି ସରକାର ରହିଛି । କାହିଁକି ଏତେ ବର୍ଷ ମଧ୍ୟରେ ସେମାନେ ମୋତେ ଗିରଫ କଲେ ନାହିଁ ? ସେମାନଙ୍କର ସୁରକ୍ଷା ଏଜେନ୍ସି କଣ କରୁଥିଲା । ଏବେ ସୁଦ୍ଧା ସେମାନେ କ’ଣ ଶୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।
ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା ।
ମାତ୍ର ୭ ମିନିଟ୍ ପାଇଁ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ ରହିଛି ।
କମ୍ପାନୀ ପାଇଁ କଠିନ ପରିଶ୍ରମ କରି ଆଜି ଏତେ ବଡ଼ ଉପହାର ପାଇଛନ୍ତି ଅନିସ୍ । ତେବେ ତାଙ୍କର କଠୋର ପରିଶ୍ରମ ଓ ସାଧୁତା ଆଗରେ ଦାମିକିଆ ଗାଡ଼ିର ମଧ୍ୟ କୌଣସି ମୂଲ୍ୟ ନାହିଁ ।
୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ ।
ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ। ଏଥି ପାଇଁ ଫେବ୍ରୁଆରୀ ୨୮ ସୁଦ୍ଧା ପାନକୁ ଅପ୍ଡେଟ କରିବାକୁ ହେବ। ଏବେ ଜାଣନ୍ତୁ ପୂରା ପ୍ରୋସେସ୍...
କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।
ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ।
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।
ଆଜି ମଧ୍ୟ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । କର୍ଣ୍ଣାଟକର ଉଡୁପି ଯେଉଁଠାରେ ପ୍ରଥମେ ଏହି ବିବାଦ ଦେଖାଦେଇଥିଲା
ଘର ଖଣ୍ଡିଏ ଲାଗି ବିଲ୍ଡରକୁ ଟେକି ଦେଇଛନ୍ତି କି ଜୀବନ ଯାକର ଜମା ପୁଞ୍ଜି ? ଆଉ ବିଲ୍ଡର ବ୍ୟାଙ୍କ ଋଣ ସୁଝି ନପାରିବାରୁ ବ୍ୟାଙ୍କ୍ କବଜାରେ ଫସି ରହିଛି କି ଆପଣଙ୍କ ସ୍ୱପ୍ନର ଘର? ତେବେ ଆପଣଙ୍କ ଲାଗି ଏକ ଖୁସି ଖବର । ରିଅଲ ଇଷ୍ଟେଟ୍ କମ୍ପାନି ଓ ବ୍ୟାଙ୍କର ଆଇନଗତ ବିବାଦ, ଆଉ ଆପଣଙ୍କୁ ଟେନସନ୍ ଦେବନି
ଦିଲ୍ଲୀରେ ଆଜି ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମଳିଛି। HDFC Securities ଅନୁସାରେ, ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୩ ଟଙ୍କା ବୃଦ୍ଧି ପାଇ ୪୯,୭୩୮ରେ ପହଞ୍ଚିଛି।
ଓଲ୍ଡ ସୀମାପୁରୀର ଘର ନମ୍ବର D-49ରୁ ଠାବ ହୋଇଛି ସନ୍ଦିଗ୍ଧ ବ୍ୟାଗ୍ । ବ୍ୟାଗରେ କଣ ଅଛି , ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍ ବାହାରିବ ବୋଲି ଜଣାପଡ଼ିଛି।
Truesoulmates ହାସଟାଗ ତଥା ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ରୈନା ନିଜ ଦୁଃଖ ବଖାଣିଛନ୍ତି ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି।
ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।
ଆୟସିଙ୍କ ହାତରେ ଏୟାର ଇଣ୍ଡିଆ । ଏପ୍ରିଲ ୧ରୁ ଦାୟିତ୍ଵ ସମ୍ଭାଳିବେ ଏହି ବ୍ୟକ୍ତି। କିଏ ସେହି ଆୟସି। କେଉଁଠି ସେ କଣ କରୁଥିଲେ। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଜାଣନ୍ତୁ ପୂରା ଘଟଣା।
ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ସାଂସଦ କହିଛନ୍ତି।