ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍ କରିବାକୁ ନେଇ ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ।
ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ଆଜି ମଧ୍ୟ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । କର୍ଣ୍ଣାଟକର ଉଡୁପି ଯେଉଁଠାରେ ପ୍ରଥମେ ଏହି ବିବାଦ ଦେଖାଦେଇଥିଲା
ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।
ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ସାଂସଦ କହିଛନ୍ତି।
କ’ଣ ସରକାର ଅନ୍ୟ ଧର୍ମର ଚିହ୍ନକୁ ବିଚାରକୁ ନେଉ ନାହାନ୍ତି?
ସ୍କୁଲରେ ପିଲାମାନଙ୍କୁ ନିରାପଦରେ ରଖିବା ପାଇଁ ପ୍ରଶାସନ ଯଥାସମ୍ଭବ ଚେଷ୍ଟା କରୁଛି । ରବିବାର ଦିନ ପୋଲିସ ଶିବାମୋଗାରେ ଫ୍ଲାଗ ମାର୍ଚ୍ଚ କରିଥିଲା ।
ରବିବାର ଟ୍ୱିଟ୍ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି
ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ହିଜାବ ବିବାଦ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ନିଜ ମତ ରଖିଛନ୍ତି । ଅଭିନେତ୍ରୀ କଙ୍ଗନା ରାନାଓ୍ୱତ୍ ଲେଖିଛନ୍ତି, ଯଦି ସାହସ ଦେଖାଇବାର ଅଛି, ତେବେ ଆଫଗାନିସ୍ତାନରେ ବୁର୍ଖା ନପିନ୍ଧି ଦେଖାଅ । ଏହାର ଉତ୍ତରରେ ଶବାନା ଆଜମୀ ଲେଖିଛନ୍ତି, ଆଫଗାନିସ୍ତାନ ଏକ ଧର୍ମଶାସିତ ଦେଶ
ହିଜାବ୍ ମାମଲାରେ ତ୍ୱରିତ ଶୁଣାଣି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଉଚିତ୍ ସମୟରେ ମାମଲାର ଶୁଣାଣି ହେବ ବୋଲି ରୋକଠୋକ୍ କହିଛନ୍ତି ସବୋର୍ଚ୍ଚ ଅଦାଲତ ।
ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା ।