ବିବାହ ପୂର୍ବରୁ ପରୀକ୍ଷା ଦେବାକୁ ଚାଲିଗଲେ ବର
ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...
ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ହୃଦୟ ଫାଟିଯିବା ପରି ଦୃଶ୍ୟ। ନିଜ ମାଆଙ୍କୁ ମେସେଜ୍ ଦେଲେ ଋଷିଆ ସୈନ୍ୟ। କହିଲେ, ମାଆ...ୟୁକ୍ରେନ ଆକ୍ରମଣ ମତେ ଭାରି କଷ୍ଟ ଦେଉଛି। ଆମ ବୋମାରେ ନିରୀହ ଲୋକଙ୍କର ଯାଉଛି ପ୍ରାଣ...ମୁଁ ଆଉ ବଂଚିପାରିବିନି....
ସେକେଣ୍ଡ ହ୍ୟାଣ୍ଡ୍ କାର କିଣି ଶିଖୁଥିଲେ କଚ୍ଚା ବାଦାମର ଗାୟକ ଭୁବନ ବାଦ୍ୟକର। ଚଲାଇବା ବେଳେ କାର ହେଲା ଦୁର୍ଘଟଣା। ଛାତିରେ ଆଘାତ ଲାଗିଥିବାରୁ ମେଡିକାଲରେ ଭୁବନ...
ବିହାରର ବିଭିନ୍ନ ଜେଲରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ପୋଲିସ ଏବଂ ଅବକାରୀ ବିଭାଗକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୪୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୬୭୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି
କ୍ଷତିପୂରଣକୁ ଆଠ ଗୁଣ ବୃଦ୍ଧି କରାଯାଇ ୨ ଲକ୍ଷ ଟଙ୍କା କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ର ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ଧର୍ମେନ୍ଦ୍ର ଓ କୋମଲଙ୍କ ଦେଢ଼ ବର୍ଷର ଝିଅ ଲତିକା । ବୟସ ମାତ୍ର ଦେଢ଼ ବର୍ଷ । ଉଜ୍ଜୟନୀର ଜୁନା ସହରର ବାଲାଜୀ ମନ୍ଦିର ନିକଟରେ ସେମାନେ ରୁହନ୍ତି । ତେବେ ସ୍ୱାମୀ ନଥିବା ସମୟରେ ସେ ଝିଅକୁ ନିର୍ମମ ମାଡ଼ ମାରୁଥିଲେ ଲତିକା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍ ଶେଆର କରାଯାଇଥିଲା।
ପୁଲ୍ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି।
ସଚିନ ତେନ୍ଦୁଲକରଙ୍କ ଫଟୋକୁ ଦୁରୁପୋଯୋଗ କରାଯାଉଥିବା ସେ କହିଛନ୍ତି। ସେ କେତେ ମଦ, ତମାଖୁ କିମ୍ବା ଜୁଆକୁ ସମର୍ଥନ କରିନାହାନ୍ତି ବୋଲି କହିବା ସହ ଯିଏ ତାଙ୍କ ଫଟୋକୁ ବିଜ୍ଞାପନରେ ବ୍ୟବହାର କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି।
କାଚ୍ଚା ବାଦାମ ହେଉ କି ଭାଜା ବାଦାମ। ଆଉ ବାଦାମ ବିକିବେନି ଭୁବନ ବାଦ୍ୟକର। ସବୁଦିନ ପାଇଁ ବାଦାମ ବିକିବା ବନ୍ଦ କରି ଦେଇଛନ୍ତି ଭୁବନ। ମାତ୍ର ଗୋଟିଏ ଭୟ ପାଇଁ ଏମିତି କଠୋର ନିଷ୍ପତ୍ତି ନେବାକୁ ଭୁବନ ବାଧ୍ୟ ହୋଇଛନ୍ତି । କଣ ସେହି ଭୟ। କାହା ପାଇଁ ଏମିତି ପଦକ୍ଷେପ। ସେହି ଅଜଣା ଭୟ ବିଷୟରେ ଜାଣନ୍ତୁ ।
ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି ।
ଏଠି ପରିବାର ଲୋକେ ଡହଳ ବିକଳ ହେଉଛନ୍ତି। ପିଲା ସେପଟେ ଡାକ୍ତରୀ ପାଠ ପଢିବାକୁ ଯାଇଛନ୍ତି ହେଲେ ଏ ଯାଏ ସେମାନଙ୍କ ଆସିବାପାଇଁ କୌଣସି ଆଶା ଦେଖା ଦେଉନି। ଗୁଳି ବୋମା ମାଡ ପ୍ରତି ମୂହୁର୍ତ୍ତରେ ମୃତ୍ୟୁର ସନ୍ଦେଶ ଦେଉଛି।
ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସାହାଯ୍ୟ ପାଇଁ ସହାୟତା ଲୋଡ଼ିଲା ୟୁକ୍ରେନ୍ । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି। ଏଥିପାଇଁ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହେଲେ ମୋଦି ।
ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଡମିରି ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।
ୟୁକ୍ରେନ୍-ଋଷିଆ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା ଖାସ୍ କରି ୟୁକ୍ରେନ୍ରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୟୁକ୍ରେନ ସ୍ଥିତିକୁ ଅନିଶ୍ଚିତତାପୂର୍ଣ୍ଣ କହିବା ସହ ବିବ୍ରତ ନହୋଇ ସୁରକ୍ଷିତ ରହିବାକୁ କୁହାଯାଇଛି।
ଭାରତୀୟଙ୍କ ସହ ଯୋଗାଯୋଗ ଓ ସହାୟତା ଲାଗି ନୂଆଦିଲ୍ଲୀରେ ଥିବା କଣ୍ଟ୍ରୋଲରୁମ୍ର ସଂପ୍ରସାରଣ କରାଯାଇଛି । ଅନ୍ୟପକ୍ଷରେ କାଲି ନୂଆଦିଲ୍ଲୀ ଆସିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ରେ କିଛି ଓଡିଆ ଛାତ୍ରଛାତ୍ରୀ ଫେରିଥିବାବେଳେ ଅନ୍ୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ଯିଏ ଯେଉଁଠି ଅଛ, ସେଇଠି ରହିବାକୁ କୁହାଯାଇଛି।
ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।
କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।
ଅଣ୍ଡରୱାଲ୍ଡଙ୍କ ସହ ବେଆଇନ୍ ଜମି କିଣାବିକା ମାମଲାରେ ନୱାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଆଜି ଗିରଫ କରିଛି।
ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।
ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।