ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।
ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା ।
ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି ? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।
୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର ।
୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର ।