• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Death Sentence

WhatsApp messages
ହ୍ୱାଟସଆପରେ ନିନ୍ଦା ମେସେଜ ପଡିଲା ମହଙ୍ଗା...ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।

Indian Navy Men
କତାରରେ ୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ୍‌

ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା ।

supreme court of India
ମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଆଉ ଥରେ ଭାବିବା ଜରୁରୀ-ସୁପ୍ରିମକୋର୍ଟ

ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି ? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।

Ahmedabad Serial Blasts
ଭାରତୀୟ ଦଣ୍ଡବିଧାନ ଇତିହାସରେ ବିରଳ: ୩୮ ଙ୍କୁ ମୃତ୍ୟୁଦଣ୍ତ

୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର ।

Ahmedabad Serial Blasts
ଗୋଟିଏ ମାମଲା ପାଇଁ ୩୮ ଜଣଙ୍କୁ ମିଳିଲା ମୃତ୍ୟୁଦଣ୍ଡ

୨୬ ଜୁଲାଇ ୨୦୦୮ ବେଙ୍ଗଳୁରୁ ସିରିଏଲ୍ ବ୍ଲାଷ୍ଟ୍ ପରଦିନ ଅହମ୍ମଦାବାଦରେ ୭୦ ମିନିଟ୍ ଭିତରେ ଫୁଟିଥିଲା ୨୧ଟି ବୋମା । ଗୋଟିକ ପରେ ଗୋଟିଏ ବିସ୍ଫୋରଣରେ ଥରିଉଠିଥିଲା ଗୁଜରାଟର ପ୍ରମୁଖ ସହର ।