ଟମାଟୋ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖଣ୍ତଯୁଦ୍ଧ । ବିନା ପଚାରି ଟମୋଟା ବ୍ୟବହାର କରିବାରୁ ଚିହିଁକି ଉଠିଲେ ସ୍ତ୍ରୀ । ଶେଷରେ ଘର ଛାଡ଼ି ପଳାଇଲେ ।
ସ୍ତ୍ରୀ ଅଧିକ ସୁନ୍ଦର ଥିବାରୁ ସ୍ୱାମୀକୁ ଛାଡ଼ି ବାପ ଘର ପଳାଇଲେ। ସ୍ତ୍ରୀକୁ ଆଣିବା ପାଇଁ ସ୍ୱାମୀ ଶ୍ୱଶୁର ଘରକୁ ଯାଇଥିଲେ ମଧ୍ୟ ସେଠାରେ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ।