ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।
ଘର ଖଣ୍ଡିଏ ଲାଗି ବିଲ୍ଡରକୁ ଟେକି ଦେଇଛନ୍ତି କି ଜୀବନ ଯାକର ଜମା ପୁଞ୍ଜି ? ଆଉ ବିଲ୍ଡର ବ୍ୟାଙ୍କ ଋଣ ସୁଝି ନପାରିବାରୁ ବ୍ୟାଙ୍କ୍ କବଜାରେ ଫସି ରହିଛି କି ଆପଣଙ୍କ ସ୍ୱପ୍ନର ଘର? ତେବେ ଆପଣଙ୍କ ଲାଗି ଏକ ଖୁସି ଖବର । ରିଅଲ ଇଷ୍ଟେଟ୍ କମ୍ପାନି ଓ ବ୍ୟାଙ୍କର ଆଇନଗତ ବିବାଦ, ଆଉ ଆପଣଙ୍କୁ ଟେନସନ୍ ଦେବନି
ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ…