ଆଗ୍ରା ତାଜମହଲ କଥା କିଏ ବା ନଜାଣେ । ଖାଲି ଦେଶ ନୁହେଁ, ସାରା ବିଶ୍ୱରେ ରହିଛି ଏହାର ସ୍ୱତନ୍ତ୍ର ଖ୍ୟାତି । ହେଲେ ଆଜି ଆମେ ପ୍ରେମର ନିଆରା ନିଦର୍ଶନ ବୋଲି କୁହାଯାଉଥିବା ଆଗ୍ରା ତାଜମହଲ କଥା କହୁନୁ । ଆମେ କହୁଛୁ ବରଫ ତାଜ୍ କଥା ।
ଲଖିମପୁର ଖେରି ହିଂସାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ଜାମିନ୍ ମଞ୍ଜୁର ହେବା ପରେ ଆଜି ସେ ଜେଲରୁ ବାହାରିଛନ୍ତି ।
୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର । ଆଜି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।
ସ୍ନେହାଙ୍କ ପାଇଁ ଦେବଦୂତ ସାଜି ଆସିଲେ ମେହବୁବ୍ । ଟ୍ରେନ୍ ସାମ୍ନାକୁ ଡେଇଁପଡ଼ି ଜୀବନ ବଞ୍ଚାଇଲେ ।
ରାତାରାତି ଆଜି ସେ ଷ୍ଟାର ପାଲଟି ଯାଇଛନ୍ତି ଦିନ ମଜୁରିଆ ମମିକ୍କା । ଜଣେ ଫଟୋଗ୍ରାଫର ତାଙ୍କର ସୁପର ଗ୍ଲାମରସ୍ ମେକଅଭର କରିଛନ୍ତି ।
ଆର୍ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ନିସ୍ତାର ନାହିଁ। ଚାରା ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସର୍ଜିକାଲ ଷ୍ଟ୍ରାଇକ ସଂପର୍କରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବାପ-ପୁଅ ମନ୍ତବ୍ୟ ସୃଷ୍ଟି କରିଛି ଝଡ଼ ।ଏଣେ ଦେଶର ଏକତା ସଂପର୍କରେ କହିବା ବେଳେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନା ନନେଇ ଥିବାରୁ ରାହୁଲଙ୍କ ଉପରେ ବର୍ଷିଛନ୍ତି ମଣିପୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ।
ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଭୋଲୋଡୋମିର ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇଁ ୟୁକ୍ରେନ୍ ଚେଷ୍ଟା କରୁଛି ।
ଇଲକେର ଆଇସି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏୟାର ଇଣ୍ଡିଆର ବୋର୍ଡ଼ ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।
ପୁଣି ଓଡ଼ିଶାରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। କେତେବେଳେ ସାମ୍ୱାଦିକଙ୍କ ଜୀବନ ଯାଉଛି ତ ଆଉ କେତେ ବେଳେ ଯବାନଙ୍କ ମୁଣ୍ଡ ଗଡୁଛି। ଏତେ ସବୁ ପରେବି କେହିବି ଲାଲ ବାହିନୀର ସାମ୍ନା କରିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି। ହେଲେ ଏହି ଫୋର୍ସ କଥାର ନାଁ ଶୁଣିଲେ ଲାଲ୍ ଗଡ଼ରେ ସୃଷ୍ଟି ହୁଏ କମ୍ପନ। କୁଆଡେ ଯିବେ, କଣ କରିବେ ବାଟ ପାଆନ୍ତି ନାହିଁ ମାଓବାଦୀ
ଚୀନ୍ ବିରୋଧରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ । ବ୍ୟାନ୍ ହେଲା ଆଉ ୫୪ ଚାଇନିଜ୍ ଆପ୍ । ସୁରକ୍ଷା ଦୃଷ୍ଟିରୁ ଏସବୁ ଆପ୍କୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।
ଚୀନ୍ ବିରୋଧରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍ I ଭାରତରେ ବ୍ୟାନ୍ ଆଉ ୫୪ ଚାଇନିଜ୍ ଆପ୍ I ସୁଇଟ୍ ସେଲ୍ଫି, ବିୟୁଟି କ୍ୟାମେରା ଓ ଭିଭା ଆପ୍ ବ୍ୟାନ୍ I ଚୋରି ହେଉଥିଲା ସମ୍ବେଦନଶୀଳ ତଥ୍ୟ-ଆଇଟି ମନ୍ତ୍ରାଳୟ
ଯଦି ଆପଣ ପୂର୍ବରୁ ‘ନାୟକ’ ଚଳଚିତ୍ର ଦେଖିଥିବେ, ତେବେ ଏହି ଘଟଣାଟି ଆପଣଙ୍କୁ ଏହାର ପୁନରାବୂର୍ତ୍ତୀ ବୋଲି ଲାଗିବ, କାରଣ ୫ମ ଶ୍ରେଣୀର ଝିଅକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆଯାଇଛି ।
ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ନିଜର ଏକୁଟିଆପଣକୁ ବଖାଣିଛନ୍ତି । ନିଜ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ।
ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ତେବେ ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।
ବଢିଲା ସୁନା ଦର । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ ଆଜିର ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୨୦ ଟଙ୍କା ରହିଛି ।
ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ
ଭାଲେଣ୍ଟାଇନ୍ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି।
ସ୍କୁଲରେ ପିଲାମାନଙ୍କୁ ନିରାପଦରେ ରଖିବା ପାଇଁ ପ୍ରଶାସନ ଯଥାସମ୍ଭବ ଚେଷ୍ଟା କରୁଛି । ରବିବାର ଦିନ ପୋଲିସ ଶିବାମୋଗାରେ ଫ୍ଲାଗ ମାର୍ଚ୍ଚ କରିଥିଲା ।
ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ୫୪ଟି ଚାଇନିଜ ଆପ୍ ବ୍ୟାନ୍ କରିଛନ୍ତି ।
ଆଜି ୩ ରାଜ୍ୟରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟରେ ୯ଟି ଜିଲ୍ଲାର ୫୫ଟି ସିଟ୍ରେ ମତଦାନ ଚାଲିଥିବାବେଳେ ଉତ୍ତରାଖଣ୍ଡର ୭୦ ଓ ଗୋଆରେ ୪୦ଟି ସିଟ୍ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।
ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି। ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍କୁ ନେଇ PSLV-C52 ମହାକାଶକୁ ଯାଇଛି।
ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା
ରବିବାର ଟ୍ୱିଟ୍ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି
ବଢିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୨୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୩,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।