ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା।
ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ପ୍ରସାଦ ଯାଦବ। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ମିଳିଛି। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ।
ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ।
ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛଡ଼୍ତି । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।
ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି
ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ହୋଇଛି। ହୃଦ୍ଘାତ ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।
ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ
ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି
ମୋଦି ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।
ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ୫୦ ହଜାର ଟପିଛି । ଯାହାକି ବର୍ଷକ ଭିତରେ ସବୁଠାରୁ ଅଧିକ । ରାଜ୍ୟରେ ଗତ ୧୫ ଦିନରେ ୧୦ ଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ।
ଘଟଣାରେ ୮୮୪ ଗ୍ରାମ୍ରୁ ଅଧିକ ଓଜନର ସୁନା ଜବତ ହୋଇଛି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।
ହାଇକୋର୍ଟଙ୍କ ରାୟ ଅନୁସାରେ ସ୍ତ୍ରୀ ଓ ତୃତୀୟ ବ୍ୟକ୍ତିଙ୍କ ମଧ୍ୟରେ ଫୋନ୍ କଲ୍ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଏଥି ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ବ ବୈବାହିକ ମତଭେଦକୁ ଦୃଷ୍ଟିରେ ରଖି ପତ୍ନୀ ତାଙ୍କ ଆଚରଣରେ ଅଧିକ ଯତ୍ନବାନ ହେବା ଉଚିତ
ବର ଏବଂ କନ୍ୟା ଫଟୋଗ୍ରାଫି ପାଇଁ ପୋଜ୍ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ସେମାନେ ଯେଉଁ ସ୍ଥାନକୁ ଫଟୋଗ୍ରାଫି ବାଛିଛନ୍ତି, ସାଧାରଣ ସ୍ଥାନ ଠାରୁ ତାହା ଖୁବ୍ ଭିନ୍ନ ।
ଶାଶୂଘରକୁ ଯିବା ପୂର୍ବରୁ ଜଣେ ସଚେତନ ନାଗରିକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ନବବିବାହିତା ।
ହସଖୁସିରେ ବିବାହ ପାଇଁ ଯାଉଥିବା ସମୟରେ ଘଟିଲା ବଡ଼ ଧରଣର ଦୁର୍ଘଟଣା । ବର ସମେତ ୯ ଜଣଙ୍କ ଜୀବନ ଚାଲିଗଲା
ଶାହାରୁଖ ଖାନ୍ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ି ବଢ଼ିଚାଲିଛି ।
ନକରେ ସୁନା କିଲୋ ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଦେଶରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍କୁ ସର୍ବାଧିକ ୫୧ ହଜାର ୫୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ୍କୁ ୪୬ ହଜାର ଟଙ୍କା ରହିଛି।
ସୀମାନ୍ତ ରାଜ୍ୟ ପଞ୍ଜାବରେ ଆଜି ନିର୍ବାଚନ। ସମସ୍ତ ୧୧୭ଟି ଆସନରେ ଭୋଟ୍ ନିଆଯାଉଛି । ସକାଳ ୮ଟାରୁ ବୁଥ୍ ଗୁଡ଼ିକରେ ଭୋଟ୍ ନିଆଯାଉଛି । ସେହିପରି, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ତେଣୁ ବ୍ୟାଟେଲ୍ ୟୁପି ପାଇଁ ମଧ୍ୟ ଭୋଟିଂ ଚାଲଛି ।
କଂଗ୍ରେସ ଛାଡ଼ି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ୍ । ରୋମାଞ୍ଚକ ହେବ ପଞ୍ଜାବ ନିର୍ବାଚନ ।
ଆପଣ ଜାଣିଛନ୍ତି କି, ରାଷ୍ଟ୍ରପତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍ ନରହିବା ପଛରେ ଏକ ବଡ଼ କାରଣ ରହିଛି । ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଷ୍ଟେଟ୍ କୋଡ ରହିଥିବା ବେଳେ ରାଷ୍ଟ୍ରପତିଙ୍କର ନଥାଏ ନମ୍ବର ପ୍ଲେଟ୍ ।
ଜଣେ ବିଦେଶୀ ହୋଇ ମଧ୍ୟ ବିବାହ ସମୟରେ ତାଙ୍କୁ ଦେଶୀ ଦୁଲ୍ହନ ବେଶରେ ଦେଖିବାକୁ ମିଳିଥିଲା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫଟୋ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଲୋକମାନେ ହୃଦୟରୁ ଦୁଲ୍ହନଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ବ୍ରିଟେନ ୱାଲେସ୍ର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି, ଘଟଣା ପରେ ସେ ବାହାରୁ ଖାଇବା ଆଉ ଅର୍ଡର ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବାହାରୁ ଅର୍ଡର କରିଥିବା ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି।