ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା ।
ମାତ୍ର ୭ ମିନିଟ୍ ପାଇଁ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ ରହିଛି ।
କମ୍ପାନୀ ପାଇଁ କଠିନ ପରିଶ୍ରମ କରି ଆଜି ଏତେ ବଡ଼ ଉପହାର ପାଇଛନ୍ତି ଅନିସ୍ । ତେବେ ତାଙ୍କର କଠୋର ପରିଶ୍ରମ ଓ ସାଧୁତା ଆଗରେ ଦାମିକିଆ ଗାଡ଼ିର ମଧ୍ୟ କୌଣସି ମୂଲ୍ୟ ନାହିଁ ।
୨୦୦୮ ମସିହା ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଘଟଣାରେ ଦୋଷୀ ସାବ୍ୟସ୍ତ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର କୋର୍ଟ ।
ପଲିସୀଧାରୀଙ୍କ ପାଇଁ ବଡ଼ ଖବର ଦେଲା ଏଲଆଇସି। ଯେଉଁମାନଙ୍କର ପଲିସୀ ଅଛି, ସେମାନେ ଏଲଆଇସି ଆଇପିଓରେ ଭାଗ ନେଇ ପାରିବେ। ଏଥି ପାଇଁ ଫେବ୍ରୁଆରୀ ୨୮ ସୁଦ୍ଧା ପାନକୁ ଅପ୍ଡେଟ କରିବାକୁ ହେବ। ଏବେ ଜାଣନ୍ତୁ ପୂରା ପ୍ରୋସେସ୍...
କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।
ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ।
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ମନମୋହନ ସିଂହ ଗୁରୁବାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।
ଆଜି ମଧ୍ୟ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । କର୍ଣ୍ଣାଟକର ଉଡୁପି ଯେଉଁଠାରେ ପ୍ରଥମେ ଏହି ବିବାଦ ଦେଖାଦେଇଥିଲା
ଘର ଖଣ୍ଡିଏ ଲାଗି ବିଲ୍ଡରକୁ ଟେକି ଦେଇଛନ୍ତି କି ଜୀବନ ଯାକର ଜମା ପୁଞ୍ଜି ? ଆଉ ବିଲ୍ଡର ବ୍ୟାଙ୍କ ଋଣ ସୁଝି ନପାରିବାରୁ ବ୍ୟାଙ୍କ୍ କବଜାରେ ଫସି ରହିଛି କି ଆପଣଙ୍କ ସ୍ୱପ୍ନର ଘର? ତେବେ ଆପଣଙ୍କ ଲାଗି ଏକ ଖୁସି ଖବର । ରିଅଲ ଇଷ୍ଟେଟ୍ କମ୍ପାନି ଓ ବ୍ୟାଙ୍କର ଆଇନଗତ ବିବାଦ, ଆଉ ଆପଣଙ୍କୁ ଟେନସନ୍ ଦେବନି
ଦିଲ୍ଲୀରେ ଆଜି ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମଳିଛି। HDFC Securities ଅନୁସାରେ, ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୩ ଟଙ୍କା ବୃଦ୍ଧି ପାଇ ୪୯,୭୩୮ରେ ପହଞ୍ଚିଛି।
ଓଲ୍ଡ ସୀମାପୁରୀର ଘର ନମ୍ବର D-49ରୁ ଠାବ ହୋଇଛି ସନ୍ଦିଗ୍ଧ ବ୍ୟାଗ୍ । ବ୍ୟାଗରେ କଣ ଅଛି , ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ଆସନ୍ତା ଫେବୃଆରୀ ୨୨ ତାରିଖ ଅପରାହ୍ନରେ ପୃଥିବୀ ଠାରୁ ପାଖାପାଖି ୫୩.୬୬ ଲକ୍ଷ କି.ମି. ଦୂରରୁ ଏକ ବଡ଼ ଆଷ୍ଟରଏଡ୍ ବାହାରିବ ବୋଲି ଜଣାପଡ଼ିଛି।
Truesoulmates ହାସଟାଗ ତଥା ବିଭିନ୍ନ ପ୍ରକାର ଇମୋଜି ଦେଇ ସୋସିଆଲ ମିଡିଆରେ ରୈନା ନିଜ ଦୁଃଖ ବଖାଣିଛନ୍ତି ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି।
ହିଜାବ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି।
ଆୟସିଙ୍କ ହାତରେ ଏୟାର ଇଣ୍ଡିଆ । ଏପ୍ରିଲ ୧ରୁ ଦାୟିତ୍ଵ ସମ୍ଭାଳିବେ ଏହି ବ୍ୟକ୍ତି। କିଏ ସେହି ଆୟସି। କେଉଁଠି ସେ କଣ କରୁଥିଲେ। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଜାଣନ୍ତୁ ପୂରା ଘଟଣା।
ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ସାଂସଦ କହିଛନ୍ତି।
କ’ଣ ସରକାର ଅନ୍ୟ ଧର୍ମର ଚିହ୍ନକୁ ବିଚାରକୁ ନେଉ ନାହାନ୍ତି?
୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି
ଶସ୍ତା ଇ-କାର୍ ତିଆରି କଲା କମ୍ପାନୀ, ମାତ୍ର ୧୦ ହଜାର ଦେଇ କରିହେବ ବୁକିଂ । ମୁମ୍ବାଇର ଏକ ଷ୍ରାଟ୍ ଅଫ୍ କଂପାନୀ ସସ୍ଥା ଇ-କାର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।
୫୦ ଥର ଇଣ୍ଟରଭିୟୁରେ ଫେଲ୍ ହେବା ପରେ ହାରିନଥିଲେ ସମ୍ପ୍ରିତି,ଏବେ ଗୁଗୁଲ ଦେଲା ଏକ କୋଟିର ଚାକିରି । ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ
କୋର୍ଟଙ୍କ ବଡ଼ ରାୟ। ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ । ପାଖରେ ଟଙ୍କା ନାହିଁ କହି ଦାୟୀତ୍ୱରୁ ଓହୋରି ପାରିବେ ନାହିଁ ସ୍ୱାମୀ । ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରେ କୋର୍ଟ ।
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି। ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ ଥିଲେ । ଚଲ୍ତେ ଚଲ୍ତେ, ଡିସ୍କୋ ଡ୍ୟାନ୍ସର, ଶରାବି ଭଳି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ କରିଥିଲେ ।