ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି।