• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Rosagola
ରସଗୋଲା ପାଇଁ ବାତିଲ ୧୦ ଟ୍ରେନ୍, ବଦଳିଲା ୧୦୦ରୁ ଅଧିକ ରୁଟ୍

ରେଳବାଇରୁ ଆଶ୍ୱାସନା ମିଳିବା ପରେ ଟ୍ରେନ୍ ସେବା ପୁଣି ଥରେ ସ୍ୱାଭାବିକ ହୋଇଛି ।

Sidhu Moose Wala death
ଅପରାଧର କଳା ବାଦଲରେ ପଞ୍ଜାବ: ୪ ଜଣଙ୍କୁ ନେଇ ଗଢି ଉଠିଛି ଅପରାଧର ସାମ୍ରାଜ୍ୟ

ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍‌ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।

Terrorists shot dead a teacher in Kulgam today
ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ; ଦିନ ଦ୍ୱିପ୍ରହରରେ ସ୍କୁଲରେ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି ମାଡ଼

ଦିନ ଦ୍ୱିପ୍ରହରରେ ସ୍କୁଲ ଭିତରକୁ ପଶି ମହିଳା ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ ।

mother
ମରିଗଲା ମମତା : ଜଣ ଜଣ କରି ଛଅ ପିଲାଙ୍କୁ କୂଅକୁ ଫିଙ୍ଗି ମାରିଦେଲା ମା’

ଜଣେ ମା’ କ’ଣ ସତରେ ଏତେ ହୃଦୟହୀନ ହୋଇପାରେ । ଝଗଡ଼ା ପରେ ପିଲାଙ୍କୁ ମାରିଦେବା ପାଇଁ ସତରେ କେଉଁ ମା’ର ହାତ ଯିବ . .

PM Modi releases 11th instalment of financial benefits under PM-KISAN scheme
ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ସିମ୍‌ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

Hardik Patel To Join BJP
କଂଗ୍ରେସକୁ ବାଏ ବାଏ କରିଥିଲେ, ଏବେ ପଦ୍ମ ଧରିବେ ହାର୍ଦ୍ଦିକ ପଟେଲ

କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍‌ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।

Singer Sidhu Moosewala Last Instagram Post Viral On Social Media
ସିଦ୍ଧୁଙ୍କ ମୃତ୍ୟୁ ପୂର୍ବର ଶେଷ ପୋଷ୍ଟ୍‌: ‘ଭୁଲି ଯାଅ, ହେଲେ ମୋତେ...’

ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍‌ ଭାଇରାଲ୍‌ ହେବାରେ ଲାଗିଛି।

Special story
‘କ୍ଷଣିକେ ଉଜୁଡ଼ିଗଲା ମୋ ସଂସାର’ : ଏଫଆଇଆରରେ ସେଦିନର କାହାଣୀ ବଖାଣିଲେ ସିଦ୍ଧୁ ମୁସେୱାଲାଙ୍କ ବାପା

ଥାନାରେ ଦେଇଥିବା ଏଫଆଇଆରରେ ସମସ୍ତ ବିବରଣୀ ଦାଖଲ କରିଛନ୍ତି ବଲକୋର ସିଂ

Nepal plane Crash Bodies of all 22 Dead Recovered
ସାମ୍ନାକୁ ଆସିବ ବିମାନ ଦୁର୍ଘଟଣା କାରଣ: ବ୍ଲାକ ବକ୍ସ ଉଦ୍ଧାର, ମିଳିଲା ସମସ୍ତ ଯାତ୍ରୀଙ୍କ ମୃତଦେହ

ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି।

Ambulance-Truck Collision In UP
ମେଡିକାଲ୍‌ରୁ ଚେକ୍‌ ଅପ୍‌ ସାରି ଫେରୁଥିବା ବେଳେ ଟ୍ରକ୍‌ ସହ ଆମ୍ବୁଲାନ୍ସ ଧକ୍କା, ୭ ମୃତ

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Singer Sidhu Moosewala Murder
ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା: ସିଦ୍ଧୁଙ୍କ ଶରୀରରେ ବାଜିଥିଲା ୨୪ ରାଉଣ୍ଡ୍‌ ଗୁଳି, ମୁଣ୍ଡରେ ବୁଲେଟ୍‌ !

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କ ପୋଷ୍ଟମ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ଗତକାଲି ରାତିରେ ୫ ଜଣିଆ ଡାକ୍ତରୀ ଟିମ୍‌ ମୃତଦେହର ପୋଷ୍ଟମର୍ଟମ କରିଛନ୍ତି।

Singer Sidhu Moose Wala's Murder Case Mastermind Goldy Brar
ରୂପ ବଦଳାଇବାରେ ମାହିର ସିଦ୍ଧୁ ମର୍ଡର କେସ୍‌ର ମାଷ୍ଟରମାଇଣ୍ଡ, କାନାଡାରେ ବସି କରୁଛି ଅପରେଟ୍‌

ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲରାର ମାଷ୍ଟରମାଇଣ୍ଡ୍‌ ଗୋଲ୍‌ଡି ବ୍ରାର୍‌ର ପ୍ରକୃତ ନାମ ସତ୍‌ୱିନ୍ଦରଜିତ୍‌ ସିଂ। ସେ  A+ କ୍ୟାଟେଗୋରୀର ଗ୍ୟାଙ୍ଗଷ୍ଟର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି।

Delhi health minister
ମନି ଲଣ୍ତରିଂ ମାମଲାରେ ED କବ୍ଜାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।

Rakesh Tikait
'ଜାଣି ଶୁଣି ମୋ ଉପରେ କାଳିମାଡ଼ କରିଛନ୍ତି ସରକାର'

ରାଜ୍ୟ ସରକାରଙ୍କ ସଲାସୁତୁରାରେ କିଛି ଗୁଣ୍ଡା କାଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ରାକେଶ ଟିକାୟତ । ମୋଦି ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଭାରତୀୟ କିଶାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତଙ୍କ ନେତୃତ୍ୱରେ ସାରା ଦେଶରେ ଆନ୍ଦୋଳନ ହୋଇଥିଲା ।

rahul
ମହିଳାଙ୍କ ପ୍ରଶ୍ନ ଶୁଣି ଆବାକାବା ହୋଇଗଲେ ରାହୁଲ : ଦେଇପାରିଲେନି ଉତ୍ତର

ରାହୁଲ ଜାଣିପାରିଲେନି କ’ଣ ଦେବେ ପ୍ରଶ୍ନର ଉତ୍ତର ।

Groom didn’t hire photographer bride refuses to marry
ଫଟୋଗ୍ରାଫର ନଥିବାରୁ ବାହା ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ବରଯାତ୍ରୀ ସହ ଶୋଭାଯାତ୍ରା କରି କନ୍ୟା ଘରେ ବର ପହଞ୍ଚିଲା। ସାଙ୍ଗରେ ଆଣି ନଥିଲା ଫଟୋଗ୍ରାଫର୍। କନ୍ୟା ଦେଖି ରାଗି ପଞ୍ଚମ। ଏମିତି କଲା ହଙ୍ଗାମା…

PM CARES
ପିଲାଙ୍କୁ ମିଳିବ ୫ଲକ୍ଷର ମାଗଣା ଚିକିତ୍ସା : ଯୁବକଙ୍କୁ ୪ ହଜାର ଷ୍ଟାଇପେଣ୍ଡ, ଘୋଷଣା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌‌ଡ୍ରେନ୍‌ ସ୍କିମ୍‌’ରେ ଥିବା ସୁବିଧା ଘୋଷଣା କରିଛନ୍ତି ।

Gold And Silver Prices Rise Again
ସପ୍ତାହର ପ୍ରଥମ ଦିନରେ ବଢ଼ିଲା ସୁନା ଦର

ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍‌ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। 

Sidhu Moosewala Murder Case Accused Shahrukh Big Revelation
ବଡ଼ ଖୁଲାସା-ସିଦ୍ଧୁଙ୍କୁ ମର୍ଡର ପାଇଁ ସୁପାରୀ ନେଇଥିଲେ ଶାହରୁଖ,ଗ୍ୟାଙ୍ଗଷ୍ଟରଙ୍କ ସହ ଫୋନ୍‌ରେ କଥା ହୋଇଥିଲେ

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍‌ ସେଲ୍‌କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବରାର୍‌ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।

sidhu
ମୃତ୍ୟୁ ସମ୍ପର୍କରେ ଜାଣି ପାରିଥିଲେ କି ସିଦ୍ଧୁ ମୁସେୱାଲା ? ହତ୍ୟା ପରେ ଭାଇରାଲ ହେଲା ତାଙ୍କ ଗୀତ The Last Ride

ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?

Special Story - UP govt mandates no work for women after 7 pm
ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍‌ରେ କାମ କରିବେନି ମହିଳା, ଯଦି କଲେ....

ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍‌ରେ କାମ କରିବେନି ମହିଳା। ବିନା ଅନୁମତିରେ ସକାଳ ୬ ପୂର୍ବରୁ ପଡ଼ିବନି ସିପ୍ଟ...ସନ୍ଧ୍ୟାରେ ଅଫିସ୍‌ କାମ ବିଳମ୍ବ ହେଲେ କମ୍ପାନୀ ବହନ କରିବ ଏଇ ସବୁ ଖର୍ଚ୍ଚ....ଦେଖନ୍ତୁ ଏହି ଭିଡ଼ିଓ

Wreckage Of Nepal Plane Crash Found
ଜଣାପଡ଼ିଲା କେଉଁଠି ହୋଇଥିଲା ବିମାନ ଦୁର୍ଘଟଣାଗ୍ରସ୍ତ, ମିଳିଲା ଧ୍ୱଂସାବଶେଷ ...

ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍‌ ଆଜି ସକାଳୁ କ୍ରାଶ୍‌ ସାଇଟ୍‌ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ  ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

J&K: Terrorist killed in overnight encounter in Pulwama
ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ୨ ଆତଙ୍କବାଦୀ ନିପାତ

ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...