ଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି । ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ । ବେଙ୍ଗାଲୁରୁର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା ଅନୁସାରେ ପଡ଼ୋଶୀ ଦୁଇଜଣ ସେମାନଙ୍କର ଅନ୍ତରଙ୍ଗ ସମୟରେ ଜାଣିଶୁଣି ଝରକା ଖୋଲା ରଖୁଥିଲେ ।
ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୁଲିସ ହତ୍ୟା ମାମଲା ରୁଜୁ କରିଛି।
ରାଜଧାନୀରେ ଆଉ ଏକ ଧୋକାବାଜ ପ୍ରେମିକ । ପ୍ରେମିକା ସହ ସତ ଭଲପାଇବାର ଛଳନା କରି ତାଙ୍କୁ ଗର୍ଭବତୀ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ଅଭିଯୋଗ କରିଛନ୍ତି ଯୁବତୀ। ଖଣ୍ତଗିରି ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନ ମିଳିବା ପରେ ସେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଛି।