ସୋନାଲି ଫୋଗଟ୍ଙ୍କୁ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଦିଆଯାଇଥିଲା ବୋଲି ଖୁଲାସା କରିଛି ଗୋଆ ପୋଲିସ।
ଝାଡ଼ଖଣ୍ଡରେ ରାଜନୈତିକ ସଂକଟ: ଅଫିସ ଅଫ୍ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ କମିଶନଙ୍କ ସୁପାରିଶ ପରେ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା। ନିଜ ଆସନ ଟଳମଳ ହେଉଥିବା ବେଳେ, ସରକାର ବଞ୍ଚାଇବାକୁ କସରତ ଆରମ୍ଭ କରିଛନ୍ତି ହେମନ୍ତ।
ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସରକାର ଭାଙ୍ଗିବାକୁ ଭରପୁର ଚେଷ୍ଟା କରିପାରେ ବିଜେପି।
ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଭାରତ ସରକାର। ଟ୍ରାଏଲ୍ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍ରେ ବନ୍ଦେ ଭାରତ ଟ୍ରେନ୍ ଦୌଡ଼ିଛି।
ସାମାନ୍ୟ କମିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୦୦୦ ରହିଛି ।
ଟ୍ୱିନ୍ ଟାୱାର ନିର୍ମାଣରେ ବ୍ୟାପକ ଅନିୟମିତତା ଓ ନିୟମ ଉଲ୍ଳଂଘନ ହୋଇଥିବା ଜଣାପଡିବା ପରେ ସୁପ୍ରିମକୋର୍ଟଙ୍କ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି
ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି , ୭୫ ପ୍ରତିଶତ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ
ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁଇସାଇଡ୍ ନୋଟ୍ ଜବତ କରି ପୋଲିସ୍ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଦେଶର ୪୯ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଲଳିତ
ପୂର୍ବରୁ ସୋନାଲିଙ୍କ ଦୁଇ ସହଯୋଗୀ ସୁଖବିନ୍ଦର ଓ ସୁଧୀରକୁ ଗିରଫ କରିଥିଲା ଗୋଆ ପୋଲିସ ।
ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଧାରରେ ଝାଡ଼ଖଣ୍ଡର ରାଜ୍ୟପାଳଙ୍କୁ ସୋରେନ୍ଙ୍କ ବିଧାୟକ ପଦ ରଦ୍ଦ ପାଇଁ ନିର୍ବାଚନ ଆୟୋଗ ସୁପାରିଶ ପଠାଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଖୁବ୍ଶୀଘ୍ର ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ନିର୍ବାଚନ କମିଶନଙ୍କୁ ଜଣାଇବେ
ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି ।
ହୃଦଘାତ ନୁହେଁ ହରିୟାଣାର ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା । ତାଙ୍କର ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଅନେକାଂଶରେ ସତ ସାବ୍ୟସ୍ତ କରିଛି ପୋଷ୍ଟମର୍ଟମ ରିପୋର୍ଟ । ସୋନାଲିଙ୍କ ଶରୀରରେ ଅନେକଗୁଡିଏ କ୍ଷତ ଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା । ଅନ୍ୟପକ୍ଷରେ ମାମଲାକୁ ବଳ ଦେଇଛି ଘଟଣା ଘଟିଥିବା ରାତିର ସିସିଟିଭି ଫୁଟେଜ୍ ।
ସୋନାଲିଙ୍କ ଦୁଇ ସହଯୋଗୀ ଗିରଫ , ସିସିଟିଭି ଫୁଟେଜରୁ ମିଳିବ କି ସୁରାକ ?
ସେପ୍ଟେମ୍ବର ୨ରେ ନୌସେନାରେ ହେବ ସାମିଲ
ଘରକୁ ଆସିଲେ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଛି ସ୍ତ୍ରୀ । ଭୟରେ ଗଛ ଉପରେ ରହୁଛନ୍ତି ସ୍ୱାମୀ ।
ରବିବାର ଅପରାହ୍ନ ୨ଟା ୩୦ ମିନିଟରେ ଭଂଗାଯିବ ଟ୍ୱିନ୍ ଟାଓ୍ୱାର । ୟୁପି ନୋଏଡା ସେକ୍ଟରରେ ରହିଛି ଏହି ବିଲ୍ଡିଂ ।
ହତ୍ୟା ମାମଲାରେ ଦୁଇ ଜଣ ବିଜେପି ନେତାଙ୍କୁ ଏବେ ପଚରାଉଚରା କରାଯାଉଛି।
ହାତ ଟିପକୁ ନକଲ କରିବାକୁ ପ୍ରୟାସ । ବନ୍ଧୁ ପାଇଁ ପରୀକ୍ଷା ଦେଇଗଲେ । ଶେଷରେ ଉଭୟ ବନ୍ଧୁ ବନ୍ଧା ହୋଇଛନ୍ତି ।
ଜଣେ ବୃଦ୍ଧାଙ୍କ ଅନ୍ତିମସଂସ୍କାର ବେଳେ ତାଙ୍କ ପରିବାର ସଦସ୍ୟ କାନ୍ଦିବା ବଦଳରେ ହସ ହସ ମୁହଁରେ ମୃତଦେହ ସହ ଫଟୋ ଉଠାଇଛନ୍ତି। ଏ ଫଟୋକୁ ଦେଖିଲାପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଏହା ବିବ୍ରତ କରିଛି।
‘ସୋନିଆ ଗାନ୍ଧି ସଭାପତି ଥିଲେ ମଧ୍ୟ ରାହୁଲଙ୍କ ଇଚ୍ଛା ଅନୁସାରେ ହିଁ ସବୁ ଚାଲେ। ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ନିଷ୍ପତ୍ତି ନେଇଥାନ୍ତି।’ ଏହାସହ କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଇସ୍ତଫାପତ୍ରରେ ଗୁଲାମନବୀ ଜଣାଇଛନ୍ତି।
ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରfତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି।
ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।
ସାମାନ୍ୟ ବଢିଲା ସୁନା ଦର। ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୪୦୦ ରହିଛି ।
CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ।