• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Punjabi singer Sidhu Moosewala shot dead at Mansa village day after security cut
ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା : ଦିନକ ପୂର୍ବରୁ ସୁରକ୍ଷା ହଟାଇ ଦେଇଥିଲେ ମାନ୍‌ ସରକାର

ସୁରକ୍ଷା ବ୍ୟବସ୍ଥା ହଟିବାର ଦିନକ ପରେ ପଞ୍ଜାବୀ ଗାୟକଙ୍କୁ ହତ୍ୟା

7 Killed As Tourist Bus Collides With Truck
ଟୁରିଷ୍ଟ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୭ ମୃତ, ୯ ଗୁରୁତର

ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

Pak Drone Shot Down In Jammu And Kashmir
ପାକିସ୍ତାନୀ ଡ୍ରୋନକୁ ଗୁଳିମାଡ଼ କରି ଖସାଇଲେ ସୁରକ୍ଷାକର୍ମୀ

ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଡ୍ରୋନ୍‌ଟି ଅନ୍ତର୍ଜାତୀୟ ସୀମା ପାର୍‌ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍‌କୁ ଖସାଇ ଥିଲେ।

adhar card
ଆଧାରକାର୍ଡ କପି ଦେବାବେଳେ ସାବଧାନ୍‌ : ହୋଇପାରେ ଦୁରୁପଯୋଗ

ସବୁଠି ଆଧାର କପି ନଦେବାକୁ କହିଲା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ

Mann Ki Baat
ମୋଦି କହିଲେ ମନର କଥା : ଷ୍ଟାର୍ଟ ଅପ୍ ବିଜିନେସ କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଦେଶ

ଭାରତର ଷ୍ଟାର୍ଟ ଅପ୍ ବିଜନେସ୍ କେବଳ ବଡ଼ ସହରରେ ସୀମିତ ନାହିଁ : ମୋଦି

 Parrot Calls Mummy Asking For Chai
ଚାହା ପିଇବା ପାଇଁ ମାଆକୁ ଡାକୁଛି ଶୁଆ

ମହିଳା ଓ ଶୁଆ ମଧ୍ୟରେ ସମ୍ପର୍କ ମାଆ ପୁଅ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ।

Free Transport For Women Working Late In UP
ସନ୍ଧ୍ୟା ୭ଟା ପରେ ‘No Work’: ବିଳମ୍ବ ହେଲେ ମହିଳାଙ୍କୁ ଖାଦ୍ୟ ଓ ପରିବହନ ମାଗଣା

ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।

Teenager recreates Rocky Bhai's iconic smoking scene
ମହଙ୍ଗା ପଡ଼ିଲା ‘KGF 2’ ନିଶା: ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ନାବାଳକ

ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍‌ ଓରଫ ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।

infosys ceo Salil Parekh
ଇନଫୋସିସ ସିଇଓଙ୍କ ଦରମା ୭୯.୭୫ କୋଟି

ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲଙ୍କ ଦରମାକୁ ଟପିଛି ଏହି ସଂଖ୍ୟା।

Kalia Money
୩୧ରେ ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଶାନ ଟଙ୍କା

ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି।

Ashwini Vaishnaw
ହାତୀ ମୃତ୍ୟୁ ରୋକିବା ପାଇଁ ଆସିବ ୮ ମଡେଲ: ଅଶ୍ୱିନୀ

ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି

Girl with one leg
ସୋସିଆଲ୍ ମିଡିଆର କମାଲ୍; ଏଣିକି ଦୁଇ ଗୋଡ଼ରେ ଚାଲିକି ସ୍କୁଲ ଯିବ ସୀମା

ସୀମାକୁ ମିଳିଲା କୁତ୍ରିମ ଗୋଡ । ଏବେ ସୀମା ନିଇତି ସ୍କୁଲ ଯିବ, ନିଜର ଦୁଇ ଗୋଡରେ ଚାଲିକି ଯିବ । କାହିଁକି ନା ୧୦ ବର୍ଷର ସୀମାକୁ ଲଗାଯାଇଛି କୃତ୍ରିମ ଗୋଡ । ସୀମା ଏବେ ପୁରା ଫିଟ୍ । ଦୁଇ ଗୋଡରେ ଚାଲିପାରିବ, ଖେଳିପାରିବ, ଅନ୍ୟମାନଙ୍କ ଭଳି ସ୍କୁଲ ଯାଇପାରିବ ।

most preferred bank note
ଭାରତୀୟଙ୍କ ପ୍ରଥମ ପସନ୍ଦ ୧୦୦ ଟଙ୍କିଆ ନୋଟ୍ କାହିଁକି ?

ଖୁଚୁରା କ୍ଷେତ୍ରରେ ୫ ଟଙ୍କିଆକୁ ଲୋକ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଟଙ୍କିକିଆ କଏନକୁ କମ୍ ଗୁରୁତ୍ୱ ଦେଉଛନ୍ତି।

indigo
ଇଣ୍ଡିଗୋ ଏୟାର ଲାଇନ୍ସକୁ ୫ ଲକ୍ଷ ଜୋରିମାନା : ଦିବ୍ୟାଙ୍ଗ ନାବାଳକକୁ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଜଣେ ଭିନ୍ନକ୍ଷମ ପିଲାଙ୍କୁ ବିମାନରେ ପ୍ରବେଶ କରିବାକୁ ଅନୁମତି ନେଦେବା ପରେ ଡିଜିସିଏ, ଇଣ୍ଡିଗୋକୁ ୫ ଲକ୍ଷ ଟଙ୍କା ଜରିମାନା କରିଛି ।

Gold Price Increased
ବଢ଼ି ବଢ଼ି ଚାଲିଛି ସୁନା, ଦିନକରେ ଏତେ ଟଙ୍କା ମହଙ୍ଗା ହେଲା...

ପୁଣି ବଢ଼ିଲା ସୁନା ଓ ରୂପା ଦର। ଆଜି ସୁନା ପ୍ରତି ୧୦ ଗ୍ରାମକୁ ୨୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ମହଙ୍ଗା ହୋଇଛି। 

Sameer Wankhede
ଆର୍ୟନଙ୍କୁ ଆଶ୍ୱସ୍ତି ମିଳିବା ପରେ ସମୀରଙ୍କ ପାଇଁ ଅଡୁଆ ବଢିଲା

କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡ଼େଙ୍କ ପ୍ରତି ଅଡ଼ୁଆ ବଢ଼ିଛି

Paid Period Leave
ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ: ଦେୟଯୁକ୍ତ ଛୁଟି ଦାବି କରି ଓଡ଼ିଆ ଝିଅଙ୍କ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌

ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି ।

seema
ଆଉ ଡେଇଁ ଡେଇଁ ସ୍କୁଲ ଯିବନି ଦିବ୍ୟାଙ୍ଗ ଝିଅ : ସୀମାକୁ ମିଳିଲା କୃତ୍ରିମ ଗୋଡ଼

ସୀମା ଏବେ ସାଧାରଣ ପିଲାଙ୍କ ପରି ଚାଲପାରିବ । କେହିଁ ତାକୁ ଆଉ ଅଟକାଇ ପାରିବ ନାହିଁ । ତା’ ପାଖରେ ନା ଏବେ ଅଛି ଅନ୍ୟ ଉପରେ ନିର୍ଭରଶୀଳତା ନା ଗରିବି ।

Bhagwant Mann
ପଞ୍ଜାବରେ ଆପ୍‌ ସରକାରଙ୍କ ବଡ଼ ନିଷ୍ପତ୍ତି : ପ୍ରତ୍ୟାହାର ହେଲା ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା

ପଞ୍ଜାବରେ AAP ସରକାର କ୍ଷମତାକୁ ଆସିବା ପରେ ଚର୍ଚ୍ଚା ଥମିବାର ନା ନେଉନି । ସରକାର ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି, ଯେଉଁଥିପାଇଁ ସରଗରମ ରହିଛି ରାଜନୀତି ।

8 crucial persons in modi government
ମୋଦି ସରକାରର ସଫଳତା ପଛରେ ୮ ପ୍ରମୁଖ କାର୍ପଟଦାର

ନିକଟରେ ମୋଦି ସରକାର ୮ ବର୍ଷ ପୂରଣ କରିଛି। ଏହାରି ଭିତରେ ଦେଶର ଛବି ବଦଳି ଚାଲିଛି। ଅନେକ କ୍ଷେତ୍ରରେ ମିଳିଛି ସଫଳତା। ଏହା ପଛରେ ରହିଛି ସରକାରର ଏକ ଦକ୍ଷ ଟିମ୍। ତେବେ ଆସନ୍ତୁ ଜାଣିନେବା ସେହି ଟିମ୍‌ରେ ଅଛନ୍ତି କେଉଁମାନେ…

IAS Keerthi Jalli’s image goes viral
ଜଣେ କୁକୁର ବୁଲେଇ ବଦନାମ ହେଲେ, ଜଣେ କାଦୁଅରେ ଚାଲି ଚର୍ଚ୍ଚାକୁ ଆସିଲେ

ନିକଟରେ ଜଣେ ଆଇଏଏସ୍ ଅଧିକାରୀ ଷ୍ଟାଡିୟମରେ କୁକୁର ବୁଲେଇ ବଦନାମ ହୋଇଥିବା ବେଳେ ଆଉ ଜଣେ ଆଇଏଏସ୍ ଅଧିକାରୀ ନିଜର ମହନିୟତା ପାଇଁ ପ୍ରଶଂସା ପାଉଛନ୍ତି। ପଢନ୍ତୁ ପୂରା ଖବର…

Indian Army
ଲଦାଖ ସୀମାରେ ୭ ଯବାନ ସହିଦ, ଅନେକ ଗୁରୁତର

ଆବଶ୍ୟକସ୍ଥଳେ ଆହତଙ୍କୁ ଏୟାର ଲିଫ୍ଟ କରି ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି ।

Shah Rukh Khan Son Aryan Khan Cleared In Drugs Case
ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ କ୍ଲିନ୍‌ଚିଟ୍‌

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍ ମିଳିଛି। NCB ଏହି କ୍ଲିନ୍‌ଚିଟ୍‌ ଦେଇଛି। 

Pack of stray dogs maul child in Jaipur; video goes viral
ରାସ୍ତାରେ ଖେଳୁଥିଲା ୬ ବର୍ଷର ଶିଶୁ; ଝାମ୍ପି ନେଲେ ବୁଲା କୁକୁର ପଲ

୬ ବର୍ଷର ଶିଶୁ ଖେଳୁଥିବା ବେଳେ ଝାମ୍ପିନେଲେ ପଞ୍ଝାଏ କୁକୁର, ଆଉ ତା ପରେ...