ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ ।
ଅଗ୍ନିବୀରଙ୍କ ପାଇଁ କର୍ପୋରେଟ୍ ଜଗତର ଅଫର୍ । ଅଗ୍ନିବୀରଙ୍କୁ ନିଯୁକ୍ତି ପାଇଁ ଓଡ଼ିଶା ସରକାରଙ୍କ ବିଚାର ବିମର୍ଶ ।
ଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡ଼କୁ ଯାଉଛୁ । ଯୁଦ୍ଧ, ପ୍ରତିରକ୍ଷାରେ ବୈଷୟିକ ଜ୍ଞାନକୌଶଳ ନିର୍ଣ୍ଣାୟକ ହେବାକୁ ଯାଉଛି ।
ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ । ୩୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତରେ ଡେରା ପକାଇଛନ୍ତି ଏକନାଥ ।
NCP ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଖାର୍ଗେଙ୍କ ଘୋଷଣା । ଆଜି ପୂର୍ବାହ୍ନରେ TMCରୁ ଇସ୍ତଫା ଦେଇଥିଲେ ଯଶୱନ୍ତ ସିହ୍ନା
IMFAରେ ମିଳିବ ଅଗ୍ନିବୀରଙ୍କୁ ସୁଯୋଗ...
ଆମ୍ବ ପାଇଁ ରକ୍ତସମ୍ପର୍କ ଭୁଲିଗଲେ ପରିବାର ଲୋକ । ବାପା ଓ ବଡ଼ ଭାଇ ମିଶି ପିଟି ପିଟି ସାନ ପୁଅକୁ ମାରିଦେଲେ ।
ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଇବେ ସେନା ମୁଖ୍ୟ । ପୃଥକ ପୃଥକ ଭାବେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋଦି ।
ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା
ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ
ମୋନିକାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ମଝି ଆକାଶରେ ଏମିତି ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ୧୮୫ ଜଣଙ୍କ ଜୀବନ...ଜାଣନ୍ତୁ ବିମାନରେ ନିଆଁ ଲାଗିଥିବା କଥା ମୋନିକା ଜାଣିଲେ କେମିତି?
ନ୍ୟାସନାଲ ହେରାଲ୍ଡ଼ ଅର୍ଥ ହେରଫେର ମାମଲାରେ ଆଜି ପଞ୍ଚମ ଥର ଲାଗି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।
ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
ଶୃଙ୍ଖଳିତ ଏବଂ ଦକ୍ଷତା ସମ୍ପନ୍ନ ଅଗ୍ନିବୀରଙ୍କୁ RPG ଗ୍ରୁପ୍ ଅଫ୍ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ସେ ନିଜ ଟ୍ୱିଟ୍ରେ ଆହୁରି କହିଛନ୍ତି ଯେ, ଆଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକରୁ ଅଧିକ କମ୍ପାନୀ ଆଗକୁ ଆସନ୍ତୁ ।
ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ମହିସାଲ୍ ସହରରେ ଚାଞ୍ଚଲ୍ୟକର ଘଟଣା
ବାପା ମାଆ କିମ୍ବା ଗୁରୁଜନ ପିଲାମାନଙ୍କୁ କୁହନ୍ତି ଯାହାର ପାଠ ପଢ଼ିବାର ଇଚ୍ଛା ଥିବ, ଷ୍ଟ୍ରିଟ୍ ଲାଇଟ୍ ତଳେ ବି ପାଠ ପଢ଼ିପାରିବ । ଆଉ ନିଶ୍ଚିତ ଭାବେ ଜୀବନରେ ଆଗକୁ ବଢ଼ିବ ।
ରୋପୱେରେ ପ୍ରାୟ ଦୁଇ ଘଣ୍ଟା ଧରି ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି ।
ଆଜି ପୁଲୱାମା ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିପାତ ହୋଇଥିବା ସୂଚନା...
ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା
ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାଙ୍କୁ ପଚରାଉଚରା କରିବ।
ଇଞ୍ଚେ ବି ଘୁଞ୍ଚୁନି ଗାଡ଼ି, ହାଇଆଲର୍ଟରେ RPF, GRP; ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର
ଅଗ୍ନିବୀରଙ୍କ ପାଇଁ ଅଫର୍ ଉପରେ ଅଫର୍ ଦିଆଯାଉଛି। ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଛନ୍ତି।
ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶ ଭିତରେ ହିଂସକାଣ୍ଡ ଭିଆଇବା ଅଭିଯୋଗରେ ଏପର୍ଯ୍ୟନ୍ତ ୮୦୪ ଅଭିଯୁକ୍ତ ଗିରଫ ହେଲେଣି । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।