ବିମାନରେ ୨୦୦ ଯାତ୍ରୀ ଥିବାବେଳେ ଲାଗିଯାଇଥିଲା ନିଆଁ। ହେଲେ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତେ ରକ୍ଷା ପାଇଯାଇଛନ୍ତି।
ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।
ନିବାହିନୀର ମିଳିତ ପ୍ରେସ୍ମିଟ୍ରେ ଆଭିମୁଖ୍ୟ ସ୍ପଷ୍ଟ । ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସେନା ଦ୍ୱାର ବନ୍ଦ ।
ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ ।
ପୁଣି ବାର୍ଡ ହିଟ୍ ଆତଙ୍କ। ଉଡ଼ାଣ ଭରୁ ଭରୁ ବିମାନରେ ନିଆଁ। ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ୨୦୦ ଯାତ୍ରୀଙ୍କୁ ବଞ୍ଚେଇଦେଲା।
‘ଅଗ୍ନିପଥ’ ଯୋଜନାକୁ ବିରୋଧକୁ ସମର୍ଥନ କରି କରି ଆଜି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରାଯାଇଥିଲା। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି।
ଚିକିତ୍ସାଧିନ ଅବସ୍ଥାରେ ଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍ରେ ଭିଡ଼ିଓ ଦେଖି ଖୁସି ହେଉଛି।
ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି
ସ୍ପାଇସ୍ଜେଟ୍ର ଏହି ବିମାନଟି ପାଟନାରୁ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତତ୍କ୍ଷଣାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।
କରୋନା ମୁକାବିଲା ନେଇ ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନ୍ ସରିଲା ତୃତୀୟ ପରୀକ୍ଷଣ।
ମାତୃଙ୍କ ଉପରୁ ସନ୍ତାର ପ୍ରତିପୋଷଣ ଭାର କମାଇବା ପାଇଁ ଖୁବ୍ ଶୀଘ୍ର ବଢ଼ିପାରେ ପିଚୃକାଳୀନ ଛୁଟି ।
କେନ୍ଦ୍ର ସରକାର India Post Payments Bank(IPPB) ଓ WhatsApp ମଧ୍ୟରେ ଟାଇଅପ୍ କରିବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ୱାରା ୟୁଜର୍ସଙ୍କ ପାଇଁ ଅନେକ ବ୍ୟାଙ୍କିଙ୍ଗ ଓ ଫାଇନାନ୍ସସିଆଲ୍ ସେବା ଉପଲ୍ଲବ୍ଧ କରାଯିବ ବୋଲି ଜଣାପଡ଼ିଛି।
୬ ଲେନ୍ ବିଶିଷ୍ଟ ଟନେଲ ଉଦ୍ଘାଟନ କଲେ ପ୍ରଧାମନ୍ତ୍ରୀ ମୋଦି ।
‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍ ଗିରଫ କରିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିଲେ।
ପ୍ରଥମ ବର୍ଷ ଅଗ୍ନିବୀରଙ୍କ ମାସିକ ୩୦ ହଜାର ଟଙ୍କା ଦରମା।
ବିଗିଡୁଛି ଆସାମର ବନ୍ୟା ପରିସ୍ଥିତି । ୨୮ଟି ଜିଲ୍ଲାର ପ୍ରାୟ ୩୦ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି ।
ଆସନ୍ତୁ ନଜର ପକାଇବା ଏଭଳି କିଛି ଦେଶରେ କାର୍ଯ୍ୟ କରୁଥିବା ସେନା ନିଯୁକ୍ତି ବ୍ୟବସ୍ଥା ସମ୍ପର୍କରେ।
ଗୃହ, ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଅନ୍ୟ ବିଭାଗରେ ସଂରକ୍ଷଣ ଘୋଷଣା
ସିବିଆଇ କହିଥିଲା ଯେ ଶ୍ରୀ ଜୈନ ଓ ତାଙ୍କ ପରିବାର ୪ଟି ଶେଲ କମ୍ପାନୀ ଖୋଲିଥିଲେ।
ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି
ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।
ଯାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାଧୁନିକ ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ
ସୁନ୍ଦର ସାଜସଜ୍ଜା, ରଙ୍ଗାରଙ୍ଗ୍ ପରିବେଶ, ଆଉ ତାସହ ନାଚଗୀତ ଭିତରେ ତାମିଲନାଡ଼ୁ କୋଏମ୍ବାଟୁରରୁ ମହାରାଷ୍ଟ୍ର ସିରିଡ଼ିକୁ ଗଡ଼ିଛି ଦେଶର ପ୍ରଥମ ଘରୋଇ ଟ୍ରେନ୍
ଡେବିଟ/କ୍ରେଡିଟ କାର୍ଡ ବ୍ୟବହାର ମାତ୍ରେ ଟୋକନ ପାଇଁ ଗ୍ରାହକଙ୍କ ଅନୁମତି ମଗାଯିବ, ଅନୁମତି ମିଳିବା ପରେ କାର୍ଡ ନେଟଓ୍ୱର୍କ ସଂସ୍ଥାକୁ ଟୋକେନାଇଜେସନର ପ୍ରସ୍ତାବ ଯିବ
ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।