NDTV ପ୍ରମୋଟର କମ୍ପାନୀ ଆର୍ଆର୍ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ ବୋର୍ଡର ନିର୍ଦ୍ଦେଶକ ପଦରୁ ପ୍ରଣୟ ରୟ ଓ ରାଧିକା ରୟ ଇସ୍ତଫା ଦେବାର ଦିନକ ପରେ ଏନ୍ଡିଟିଭି ଇଣ୍ଡିଆର ସିନିୟର ଏକ୍ସକ୍ୟୁଟିଭ୍ ରବିଶ କୁମାର ଇସ୍ତଫା ଦେଇଛନ୍ତି।
NDTVର ୨୯.୧୮% ଅଂଶଧନକୁ ଆଦାନୀ ଗ୍ରୁପ ପରୋକ୍ଷରେ କିଣି ସାରିଥିବା ଜଣାପଡ଼ିଛି ।