ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ।
ଭାଇ ସିନା ନାହିଁ..ହେଲେ ଭଉଣୀ ମନ ମାନୁନି। ସୀମାରେ ସହିଦ ହୋଇଯାଇଥବା ଭାଇର ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବା ପରେ ଏମିତି ଭୋ ଭୋ କାନ୍ଦିଲା ଭଉଣୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ। ୟୁଜର୍ସ କହୁଛନ୍ତି..ସବୁ ଭାଇଙ୍କୁ ମିଳୁ ଏମିତି ଭଉଣୀ..
Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍ ଆପଣ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍ ନୂଆ ଗ୍ରାହକଙ୍କ ପାଇଁ କେବଳ ଉପଲ୍ଲବ୍ଧ।
ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍ରୁ ଘଳିଆ ପଡ଼ିଥିଲା ।
ସେପ୍ଟେମ୍ବର ୧ରୁ ପଞ୍ଜାବ ଲୋକଙ୍କୁ ମିଳିବ ମାଗଣା ବିଜୁଳି ।
ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି।
ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖି ବଦଳାଇଛନ୍ତି ନାଆ
ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।
ତେଲୁଗୁ ହରର୍ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ।
୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।
ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନଜରରେ ରଖି ୧ ଜୁନ୍ ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପେନସନ୍ ଯୋଜନା ଲାଗୁ କରିଥିଲେ ।
ଏହାଦ୍ୱାରା ଜାତୀୟ ପତାକାର ମୂଲ୍ୟବୋଧକୁ ସଭିଏଁ ବୁଝିପାରିବେ।
ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୮,୫୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ରହିଛି।
ମଧ୍ୟରାତ୍ରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା।
ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛନ୍ତି।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍ଆଉଟ୍ ହେବାର ବିପଦ ରହିଛି।
ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା।
ଗାଁର କିଛି ଲୋକ ଗୁପ୍ଚୁପ୍ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।
୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।
ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ
ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ଦଳୀୟ ନେତା ଓ ମନ୍ତ୍ରୀଙ୍କ ଉପରେ ଥିବା ଏଇ ସବୁ ମାମଲା ହେବ ପ୍ରତ୍ୟାହାର। ସ୍କ୍ରିନିଂ କମିଟି ରିପୋର୍ଟକୁ ଅପେକ୍ଷା ରହିଛି ।
ଭାରତ ପାକିସ୍ତାନର ଲୋକମାନେ ମଧ୍ୟ ପରସ୍ପର ସହ ବନ୍ଧୁ ହୋଇପାରିବେ, ଏହାର ଏକ ଉଦାହରଣ ହାଭାର୍ଡ ବିଜନେସ୍ ସ୍କୁଲରେ ଦେଖିବାକୁ ମିଳିଛି ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୫୫୦ ଟଙ୍କା ରହିଛି ।
ରାଜସ୍ଥାନରେ ଜଣେ ମହିଳା ବିବାହର ୫୪ ବର୍ଷ ପରେ ପ୍ରଥମ ଥର ପାଇଁ ମା ହୋଇଛନ୍ତି ।