ତୋମର ରାଜର ସ୍ୱଘୋଷିତ ବଂଶଧର କୁୱର ମହେନ୍ଦ୍ର ଧ୍ୱଜ ପ୍ରସାଦ ସିଂହଙ୍କ କୁତବ ମିନାରର ମାଲିକାନା ଦାବିକୁ ବିରୋଧ କରିଛି ASI। ବିଭାଗ କହିଛି ଯେ ହସ୍ତକ୍ଷେପ ଆବେଦନ ଭିତ୍ତିହୀନ ଏବଂ ଏହାର କୌଣସି ଯୁକ୍ତିଯୁକ୍ତ କିମ୍ବା ଆଇନଗତ ତର୍କ ନାହିଁ।
ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।