ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି
ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ । ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ବି ବସାବାନ୍ଧି ରହିଛି ଲୋକଙ୍କ ମନରେ । ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି ।
ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି ।
ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।
ଗୁଣି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି। ପାଞ୍ଚ ବର୍ଷ ପୂର୍ବେ ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।
କନ୍ଧମାଳଜିଲ୍ଲା ସାରଙ୍ଗଡ଼ ଥାନା ଅଂଚଳର ସମ୍ପୃକ୍ତ ଦମ୍ପତ୍ତି ରହୁଥିବା ବେଳେ ସାହିର ଅନ୍ୟ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଓ ବିଷ୍ଠା ଖୁଆଇଛନ୍ତି
ପ୍ରତିମା ଧରୁଆ ଡାହାଣୀ ସନ୍ଦେହର ଶିକାର ହୋଇଥିବା ଜଣେ ବୃଦ୍ଧା। କଣ ଘଟିଯାଇଛି ତାଙ୍କ ସହ ତାହା ବର୍ଣ୍ଣନା କରିବା ପାଇଁ ବୋଧହୁଏ ଭାଷା ନାହିଁ