୩୦ରୁ ଅଧିକ ଘରେ ଫାଟ ପରେ ଥଇଥାନକୁ ନେଇ ଜନ ଅସନ୍ତୋଷ, ଯୋଶୀମଠ ବିପନ୍ନଙ୍କୁ ପ୍ରାଥମିକ ଭାବେ ଦେଢ଼ ଲକ୍ଷ ଲେଖାଏଁ ସହାୟତା
ମାଟିରେ ମିଶିଯିବନି ତ ଶହ ଶହ ବର୍ଷର ଆଧ୍ୟାତ୍ମିକ ଇତିହାସ?
ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ କିପରି ନିଜ ପିଲାକୁ ତିନି ମହଲା ଉପରୁ ଫିଙ୍ଗି ମାରିଦେଲା ମା’
ସହର ବିପଦ ଘେରକୁ ଚାଲିଯିବା ପରେ, ପର୍ଯ୍ୟଟନ ଶିଳ୍ପ, ହୋଟେଲ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି
୧୨ ଥର ଛୁରା ମାଡ଼ର ଶିକାର ହୋଇଥିବା ସାହସୀ ପୋଲିସ୍ ବାବୁଙ୍କ ମୃତ୍ୟୁ, ସିସିଟିଭିରେ କଏଦ୍ ହେଲା ଭୟଙ୍କର ଦୃଶ୍ୟ । ମୃତକ ପୋଲିସ୍ ଜଣକ ନିଜ ଜୀବନ କଥା ଚିନ୍ତା କରିନଥିଲେ, ଛୁରିରେ ଆକ୍ରମଣ କରୁଥିବା ଦୁର୍ଦ୍ଦାନ୍ତ ଚୋରକୁ ଧରିବା ପାଇଁ ଖାଲି ହାତରେ ଲଢ଼ିଲେ . . ହେଲେ...
ଫ୍ଲାଇଟ୍ରୁ ଓହ୍ଲାଇଲେ, ସିଧା ଯାଇ ବିମାନବନ୍ଦରର ଡିପାର୍ଚର ଗେଟ୍ରେ ପରିସ୍ରା କଲେ। ତା’ବି ପୁଣି ସର୍ବସମ୍ମୁଖରେ।
ହନିମୁନ୍ ଟ୍ରିପ୍ରେ ଯାଇଥିବା ବେଳେ ସ୍ୱାମୀକୁ ଚା’ରେ ନିଶାଦ୍ରବ୍ୟ ମିଶାଇ ସ୍ତ୍ରୀ ଫେରାର ହୋଇଯାଇଛି। ଫିଲ୍ମରେ ଏଭଳି ଘଟଣା ଆପଣମାନେ ଦେଖିଥିବେ, ହେଲେ ବାସ୍ତବରେ ଉତ୍ତରପ୍ରଦେଶର ଆଲିଗଡ଼ରେ ଏମିତି ଏକ ଘଟଣା ଘଟିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୫୦୦ ଟଙ୍କା ରହିଛି ।
ଯୁଦ୍ଧାସ୍ତ୍ର ଚାଳନା, ବନ୍ଧୁକ ଚାଳନାଠୁ ଆରମ୍ଭ କରି କଠିନ ପରିସ୍ଥିତିରେ ନିଜକୁ କିଭଳି ପ୍ରସ୍ତୁତ ରଖାଯାଇପାରେ, ସେ ସମ୍ପର୍କରେ ତାଲିମ ଦିଆଯିବ ।
ପୂର୍ବ ଲଦାଖରେ ଚୀନ ସେନା ଭାରତୀୟ ସେନାର ମୁହାଁମୁହିଁ ସ୍ଥିତି ପରେ ସେନାବାହିନୀ ଲାଗି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଆଜିଠୁ ଅସୁରକ୍ଷିତ ବିଲିଂଡି ଭଙ୍ଗା ଆରମ୍ଭ କଲା ପ୍ରଶାସନ । କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିିବାରୁ ଉଚ୍ଛେଦ ସ୍ଥଗିତ ।
ସବୁ କମ୍ପାନୀ ବା ବ୍ରାଣ୍ଡକୁ ଟାଇପ୍ ସି ଉପରେ ହିଁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି ।
ଉଭୟେ ଆଣ୍ଟାକର୍ଟିକାରୁ ଭ୍ରମଣ ଆରମ୍ଭ କରିଥିଲେ।
ଏବେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତାଙ୍କର ‘ଭାଷ୍କରଙ୍କ ପୁରନପାଲି ଘର’ ନାଁରେ ଏକାଧିକ ଦୋକାନ ରହିଛି ।
ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ ଆମେ ସହାୟତା ମାଗିଥିଲୁ, କିନ୍ତୁ...
୫୦ ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଛାଡି ଉଡ଼ାଣ ଭରିଲା ବିମାନ ।
ନୂଆ ବାହାଘରରେ ଅଡ଼ୁଆ ସାଜୁଛି ନିତିଦିନିଆ ଡ୍ୟୁଟି । ଏଥିପାଇଁ ଭିନ୍ନ ଢ଼ଙ୍ଗରେ ଛୁଟି ମାଗିଲେ କନେଷ୍ଟବଳ । ଏବେ ପୋଲିସ୍ ବାବୁଙ୍କ ଛୁଟି ଦରଖାସ୍ତ ଭାଇରାଲ୍ ହେଉଛି ।
ଆଡଭାଇଜରି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୫୦ ଟଙ୍କା ରହିଛି ।
ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା
ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା । ବୁଲା କୁକୁରର ଆକ୍ରମଣରେ ଲହୁଲୁହାଣ ହୋଇଛି ଛୋଟ ଝିଅ ।
୬୦୦ ପରିବାର ଛାଡିଲେଣି ନିଜ ଭିଟାମାଟି । ବିପଦପୂର୍ଣ୍ଣ ବଙ୍ଗଳାରେ ପ୍ରଶାସନ ମାରିଲା ଛକି ଚିହ୍ନ । ସ୍ଥିତି ଉପରେ ନଜର ରଖିଛି NDRF, SDRF ଟିମ୍ ।
ଆପଣ ଭାବୁଥିବେ, ଏମିତି କେଉଁ ପ୍ରଜାତିର କୁକୁର, ଯାହାର ଦାମ୍ ଆଶାଠୁ ବି ଅଧିକ ।
ବିରୋଧ ପ୍ରଦର୍ଶନ ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ ପାଣି ମାଡ଼ କରିଛି ।
କାନପୁରରୁ ଏକ ବିରଳ ହିମାଳୟ ଶାଗୁଣା ଉଦ୍ଧାର କରାଯାଇଛି । ପରେ ତାଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।