• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Airport

Passengers Protest
VIDEO: ବିମାନ ବାତିଲ ପରେ ଯାତ୍ରୀଙ୍କ ହଙ୍ଗାମା; ଇଣ୍ଡିଗୋ ବିରୋଧରେ ଦେଲେ ସ୍ଲୋଗାନ

ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ବାତିଲ୍‌ କରାଯାଇଥିବା କୁହାଯାଇଛି । ବୁଧବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା ।

 Delhi airport
ଉତ୍ତର ଭାରତରେ ଘନକୁହୁଡି; ୧୬୦ ବିମାନ ବିଳମ୍ବିତ, ୮୪ ବାତିଲ

ଭୀଷଣ ଥଣ୍ଡା ପାଇଁ ସ୍କୁଲ ସମୟକୁ କମ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଘନକୁହୁଡି ଦେଖିବାକୁ ମିଳିଛି । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛି ।

 Drunk passenger Publicly Urinates At Departure Gate In Delhi Airport
ଏମିତି ମଦ ନିଶା ! ଫ୍ଲାଇଟ୍‌ରୁ ଓହ୍ଲାଇଲେ, ସିଧା ଯାଇ ଏୟାରପୋର୍ଟ ଡିପାର୍ଚର ଗେଟ୍‌ରେ ପରିସ୍ରା କଲେ...

ଫ୍ଲାଇଟ୍‌ରୁ ଓହ୍ଲାଇଲେ, ସିଧା ଯାଇ ବିମାନବନ୍ଦରର ଡିପାର୍ଚର ଗେଟ୍‌ରେ ପରିସ୍ରା କଲେ। ତା’ବି ପୁଣି ସର୍ବସମ୍ମୁଖରେ।

Delhi airport
ବାପ୍‌ରେ ବାପ୍‌ ଏତେ ଗହଳି! ଦିଲ୍ଲୀ ଏୟାରପୋର୍ଟକୁ ଲୋକେ କହିଲେଣି କୁମ୍ଭମେଳା

ବର୍ତ୍ତମାନ ଛୁଟିଦିନ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ନାହିଁ ନଥିବା ଭିଡ଼ । ବିମାନ ବନ୍ଦରରେ ଯାତ୍ରୀଙ୍କ ଏଭଳି ଆଗମନ ଦେଖି କର୍ତ୍ତୁପକ୍ଷ ବି ଅଡ଼ୁଆରେ । ଏହି ଘଟଣା ପରେ ଦିଲ୍ଲୀ ଏୟାରପୋର୍ଟ ସିଇଓଙ୍କୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ତିଙ୍ଗ କମିଟି ପକ୍ଷରୁ ସମନ ଜାରି କରାଯାଇଛି।

Gold Seized At Delhi Airport
ନକଲି ଚୁଟି ଭିତରେ ଏମିତି ଜିନିଷ ଆଣିଥିଲେ, ଏୟାରପୋର୍ଟରେ ଧରାପଡ଼ିଗଲେ...

ମୁଣ୍ଡର ଓ୍ୱିଗ୍ ତଥା ନକଲି ଚୁଟି ଭିତରେ ରଖା ଯାଇଥିଲା ଗୁଣ୍ଡ ସୁନା। ଏହାସହ ମଳଦ୍ୱାରରେ ମଧ୍ୟ ଗୁଣ୍ଡ ସୁନା ରଖି ଚୋରା ଚାଲାଣ ବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଯାତ୍ରୀ ଜଣକ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଧରାପଡ଼ିଛନ୍ତି। 

Special Story | lAir India Aircraft Stuck At Delhi Airport - Watch
ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆ ବିମାନ !

ଆପଣ ବିମାନଙ୍କୁ ଆକାଶରେ ଉଡିବା ଦେଖିଥିବେ। ହେଲେ କେବେ ଦେଖି ନଥିବେ ରାସ୍ତାରେ। ଯାଉ ଯାଉ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆର ଏହି ବିମାନ। ଜାଣନ୍ତୁ କାହିଁକି

Delhi Airport
ବର୍ଷା ପାଣିରେ ଉବୁଟୁବୁ ଦିଲ୍ଲୀ IGI ଏୟାରପୋର୍ଟ, ଚିନ୍ତାରେ ଯାତ୍ରୀ

ଜଳାର୍ଣ୍ଣବ ହେଲା ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପାଣି ଜମି ରହିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ପରିମାଣ ।

New delhi airport
ଟାର୍ଗେଟରେ ଦିଲ୍ଲୀ ବିମାନ ବନ୍ଦର,ବୋମା ପକେଇ ଉଡେଇଦେବାକୁ ଧମକ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍‌କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି