UGC NET ଡିସେମ୍ବର ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ଆବେଦନ ଫର୍ମଗୁଡିକ ୧୦ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଗ୍ରହଣ କରାଯିବ।
ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ।
UGC-NET ପ୍ରଶ୍ନପତ୍ର ଲିକ୍ ହେବା ପରେ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି କି UGC-NET ପ୍ରଶ୍ନପତ୍ର କେଉଁଠୁ ଲିକ୍ ହୋଇଛି ।
ନ୍ୟାସନାଲ ଟେଷ୍ଟିଂ ଏଜେନସି-NTAର ପାରିବା ପଣିଆକୁ ନେଇ ସନ୍ଦେହ ! ବିବାଦ ଘେରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅଭିଯୋଗରେ ଆଜି ରାଜଧାନୀ ଦିଲ୍ଲୀରେ ଏମିତି ଢଙ୍ଗରେ ତାତିଛନ୍ତି ବିଭିନ୍ନ ଛାତ୍ର ସଂଗଠନ ।
ଆନ୍ଦୋଳନକାରୀ ଛାତ୍ର ନକଲି ଟଙ୍କା ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୋଲିସ ଅଟକ ରଖିଛି ।
ୟୁଜିସି ନେଟ୍ ପରୀକ୍ଷାରେ ଘୋଟାଲା ହୋଇଥିବା ନେଇ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା।
NEET ୨୦୨୩ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଫର୍ମ ପୂରଣ କରିପାରିବେ।
UGC NET ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହେବ। ଯେଉଁମାନେ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ କରିଛନ୍ତି ସେମାନେ ଆଡ୍ମିଟ୍ କାର୍ଡକୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ…
ୟୁଜିସି ନିଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜାଣନ୍ତୁ କେବେ ହେବ ପରୀକ୍ଷା...
ୟୁଜିସି ନିଟ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ନିଜ ଆବେଦନ ଫର୍ମକୁ ଏଡିଟ୍ କରିପାରିବେ ଛାତ୍ରଛାତ୍ରୀ...
ୟୁଜିସି(University Grants Commission) ଏହାର UGC NET ରେଜଲ୍ଟ ପ୍ରକାଶିତ କରିଛି। ଛାତ୍ରଛାତ୍ରୀମାନେ ugcnet.nta.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।