୩୦ରୁ ଅଧିକ ଘରେ ଫାଟ ପରେ ଥଇଥାନକୁ ନେଇ ଜନ ଅସନ୍ତୋଷ, ଯୋଶୀମଠ ବିପନ୍ନଙ୍କୁ ପ୍ରାଥମିକ ଭାବେ ଦେଢ଼ ଲକ୍ଷ ଲେଖାଏଁ ସହାୟତା
ସହର ବିପଦ ଘେରକୁ ଚାଲିଯିବା ପରେ, ପର୍ଯ୍ୟଟନ ଶିଳ୍ପ, ହୋଟେଲ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି
ଆଜିଠୁ ଅସୁରକ୍ଷିତ ବିଲିଂଡି ଭଙ୍ଗା ଆରମ୍ଭ କଲା ପ୍ରଶାସନ । କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିିବାରୁ ଉଚ୍ଛେଦ ସ୍ଥଗିତ ।
୬୦୦ ପରିବାର ଛାଡିଲେଣି ନିଜ ଭିଟାମାଟି । ବିପଦପୂର୍ଣ୍ଣ ବଙ୍ଗଳାରେ ପ୍ରଶାସନ ମାରିଲା ଛକି ଚିହ୍ନ । ସ୍ଥିତି ଉପରେ ନଜର ରଖିଛି NDRF, SDRF ଟିମ୍ ।
ରସାତଳଗାମୀ ହେବ କି ଉତ୍ତରାଖଣ୍ଡର ଯୋଶୀମଠ। ବିପଦସଂକୁଳ ୬ଶହରୁ ଅଧିକ ଘର, ସହର ଛାଡ଼ିଲେଣି ୭୦ ପରିବାର... ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ। ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହେଲେ ମୋଦି, ତେଣେ ପିଏମ୍ଓରେ ଉଚ୍ଚସ୍ତରୀୟ ବୈଠକ।
ମଠକାନ୍ଥ ବି ଫାଟିବା ପରେ ଶୁଭିଲା ତ୍ରାହି ତ୍ରାହି
କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି