• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Joshimath

Karnaprayag
ଭୂସ୍ଖଳନ ପରଠୁ ଥରହର ହେଉଛି ଦେବଭୂମି : ଯୋଶୀମଠ ପରେ କାନ୍ଦୁଛି କର୍ଣ୍ଣପ୍ରୟାଗ

୩୦ରୁ ଅଧିକ ଘରେ ଫାଟ ପରେ ଥଇଥାନକୁ ନେଇ ଜନ ଅସନ୍ତୋଷ, ଯୋଶୀମଠ ବିପନ୍ନଙ୍କୁ ପ୍ରାଥମିକ ଭାବେ ଦେଢ଼ ଲକ୍ଷ ଲେଖାଏଁ ସହାୟତା

Joshimath town
ଯୋଶୀମଠ : ମାଟି ଦବିବା ପରେ ବିପଦରେ ପ୍ରାଚୀନ ମଠ ଓ ମନ୍ଦିର

ମାଟିରେ ମିଶିଯିବନି ତ ଶହ ଶହ ବର୍ଷର ଆଧ୍ୟାତ୍ମିକ ଇତିହାସ?

Joshimath
ପର୍ଯ୍ୟଟକଶୂନ୍ୟ ଯୋଶୀମଠ : କଣ ହେବ ହୋଟେଲ ଶିଳ୍ପର ଭବିଷ୍ୟତ ?

ସହର ବିପଦ ଘେରକୁ ଚାଲିଯିବା ପରେ, ପର୍ଯ୍ୟଟନ ଶିଳ୍ପ, ହୋଟେଲ୍ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯିବାର ଆଶଙ୍କା ଦେଖାଦେଇଛି

Joshimatha
ଦବି ଦବି ଯାଉଛି ଯୋଶୀମଠ ସହର, ନଇଁ ଗଲାଣି କୋଠାବାଡ଼ି ! ପୋତି ହୋଇଯିବ କି ସହର..

ଆଜିଠୁ ଅସୁରକ୍ଷିତ ବିଲିଂଡି ଭଙ୍ଗା ଆରମ୍ଭ କଲା ପ୍ରଶାସନ । କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିିବାରୁ ଉଚ୍ଛେଦ ସ୍ଥଗିତ ।

joshimath
ବିପଦରେ ଉତ୍ତରାଖଣ୍ଡର ଯୋଶୀମଠ ଅଞ୍ଚଳ : ୪ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

୬୦୦ ପରିବାର ଛାଡିଲେଣି ନିଜ ଭିଟାମାଟି । ବିପଦପୂର୍ଣ୍ଣ ବଙ୍ଗଳାରେ ପ୍ରଶାସନ ମାରିଲା ଛକି ଚିହ୍ନ । ସ୍ଥିତି ଉପରେ ନଜର ରଖିଛି NDRF, SDRF ଟିମ୍ ।

Joshimath Tragedy
ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ

ରସାତଳଗାମୀ ହେବ କି ଉତ୍ତରାଖଣ୍ଡର ଯୋଶୀମଠ। ବିପଦସଂକୁଳ ୬ଶହରୁ ଅଧିକ ଘର, ସହର ଛାଡ଼ିଲେଣି ୭୦ ପରିବାର... ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ। ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହେଲେ ମୋଦି, ତେଣେ ପିଏମ୍ଓରେ ଉଚ୍ଚସ୍ତରୀୟ ବୈଠକ।

 Joshimath crisis
ଯୋଶୀମଠ ପାଇଁ ପିଏମ୍ଓର ସମୀକ୍ଷା : ଯୋଗଦେବେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ, ବରିଷ୍ଠ ଅଧିକାରୀ, NDMA

କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି