ପୂର୍ବ ଲଦାଖରେ ଚୀନ ସେନା ଭାରତୀୟ ସେନାର ମୁହାଁମୁହିଁ ସ୍ଥିତି ପରେ ସେନାବାହିନୀ ଲାଗି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଏହି ସମ୍ମିଳନୀରେ ଅନେକ ଦେଶର ବଡ଼ ବଡ଼ ନେତାଙ୍କ ସହ ମୋଦିଙ୍କ ଭେଟ ହୋଇଛି । ମୋଦିଙ୍କୁ ସମସ୍ତେ ପ୍ରଶଂସା କରିଥିବା ମଧ୍ୟ ଦେଖାଯାଇଛି । ଏହି ସବୁ ଭିତରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଲଦାଖ ଅଚଳାବସ୍ଥାରେ ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍ସ୍ପ୍ରିଙ୍ଗ୍ର ପାଟ୍ରୋଲିଂ ପଏଣ୍ଟ-15ରୁ ସୈନ୍ୟ ଅପସାରଣ ।
ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ ।