ଏଠି ପ୍ରଶ୍ନ ଉଠୁଛି....ଛୁଟିକୁ ନେଇ କାହିଁକି ହୋଇଥିଲା ବିବାଦ । କ’ଣ ପାଇଁ ଅସୁସ୍ଥ ଶିକ୍ଷକଙ୍କୁ ଛୁଟି ଦେଲେ ନାହିଁ ଦାୟିତ୍ବରେ ଥିବା ପ୍ରିନସିପାଲ । କୁହାଯାଉଛି, ଗତକାଲି ମ୍ୟାଡମ ପ୍ରନସିପାଲଙ୍କୁ ସ୍କୁଲ ହ୍ୱାଟସଆପ ଗ୍ରୁପରେ ଛୁଟି ଆବେଦନ କରିଥିଲେ ସଂପୃକ୍ତ ଶିକ୍ଷକ । ସ୍ପଷ୍ଟ ଭାବରେ ପ୍ରକାଶ ଲେଖିଥିଲେ, ମୋର ଅଜାଙ୍କର ମୃତ୍ୟୁ ହୋଇଥିବାରୁ ମୁଁ, ଅଫିସ କାମ କରିପାରିବି ନାହିଁ । ତେଣୁ ମୋର ଗୋଟିଏ ଦିନର ସି.ଏଲ ମଂଜୁର କରାଯାଉ ।
'ସ୍ୱପ୍ନରେ ମୋ ସ୍ତ୍ରୀ ଆସି ମୋ ରକ୍ତ ପିଉଛି, ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।' ଭାଇରାଲ୍ ହେଉଛି ଜଣେ କନଷ୍ଟେବଳଙ୍କ ଏହି ଆପ୍ଲିକେସନ୍ । କାହିଁକି ବିଳମ୍ବରେ ଅଫିସ୍ ଆସୁଛନ୍ତି, ପଚାରିବାରୁ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି ।
ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ ।
ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି ।
ଦରଖାସ୍ତରେ ସେ ଦର୍ଶାଇଛନ୍ତି, ଦରମା ମିଳୁନଥିବାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆସନ୍ତାକାଲି ସେ ମଜୁରୀ କରିଯିବାକୁ ଯିବେ, ଏଥିପାଇଁ ସ୍କୁଲରୁ ଛୁଟି ଦରକାର।
ନୂଆ ବାହାଘରରେ ଅଡ଼ୁଆ ସାଜୁଛି ନିତିଦିନିଆ ଡ୍ୟୁଟି । ଏଥିପାଇଁ ଭିନ୍ନ ଢ଼ଙ୍ଗରେ ଛୁଟି ମାଗିଲେ କନେଷ୍ଟବଳ । ଏବେ ପୋଲିସ୍ ବାବୁଙ୍କ ଛୁଟି ଦରଖାସ୍ତ ଭାଇରାଲ୍ ହେଉଛି ।
ଏକ ଅଜବ ଛୁଟି ଦରଖାସ୍ତ ଭାଇରାଲ୍ ହେବାରେ ଲାଗିଛି। ସ୍କୁଲରୁ ଛୁଟି ନେବାକୁ ବୁନ୍ଦେଲଖଣ୍ଡୀର ଜଣେ କର୍ମଚାରୀ ଏମିତି ଏକ ଅଜବ ଦରଖାସ୍ତ ଲେଖିଛନ୍ତି। ଏହି ଦରଖାସ୍ତ ବିଷୟରେ ଜାଣିଲେ ଆପଣ ବି ହସକୁ ରୋକିପାରିବେ ନାହିଁ।
କର୍ମଚାରୀଙ୍କ ଛୁଟି ଦରଖାସ୍ତ ଦେଖି ଲୋକେ ହସି ହସି ବେଦମ୍ ।