ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ଚାଲିଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।
ମନ୍ଦିରରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ୨୫ରୁ ଅଧିକ ଶ୍ରଦ୍ଧାଳୁ ଏହା ମଧ୍ୟକୁ ଖସି ପଡ଼ିଥିଲେ। ରାମ ନବମୀ ଅବସରରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ବଡ଼ ଅଘଟଣ ଘଟିଛି।
୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସାମାନ୍ୟ କଥାକୁ ନେଇ ଜୀବନ ହାରିଲେ ୯ ବର୍ଷୀୟ ବାଳିକା। ବାପା ପାଠ ପଢ଼ିବା ପାଇଁ କହିବାରୁ ନାବାଳିକା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ ।
ଯୋଜନା ଅନୁସାରେ ସରକାର ନୂତନ କୃଷି ବ୍ୟବସାୟ ଆରମ୍ଭ କରିବାକୁ ଚାଷୀମାନଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଇ-ନାମ ପ୍ଲାଟ୍ଫର୍ମରେ ୨୩୮୯ FPO ରହିଛି । ଏହି ଆର୍ଥିକ ରାଶିକୁ ସରକାର ୩ ବର୍ଷ ମଧ୍ୟରେ ପ୍ରଦାନ କରିବେ ।
ସୁନାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ଗଲା କିଛି ଦିନ ଧରି ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି । ଏହାରି ଭିତରେ ସୁନାକୁ ନେଇ ସାମାନ୍ୟ ଖୁସି ଖବର ଆସିଛି ।
ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ ।
ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ । ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA ।
ରୋଡ୍ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍। ମଙ୍ଗଳବାର ଦିନ ଏକ ରୋଡ୍ ଶୋ’ ବେଳେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳିଥିଲା।
ଫେସ୍ବୁକ୍ରେ ଲାଇଭ୍ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍ ଖବର ପାଇ ପହଞ୍ଚିଗଲା ପୋଲିସ୍। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।
୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପିର ୧୧୯ ଜଣ ବିଧାୟକ ରହିଛନ୍ତି ।
ଏଣିକି କୌଣସି ଅତ୍ୟାବଶ୍ୟକୀୟ ଔଷଧ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଫଳରେ ଜନତାଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିବ ବୋଲି କୁହାଯାଉଛି।
ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ।
ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା। ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପରିଧାନ କରିଥାନ୍ତି । ଏହି ଫଟୋଟି ସେହି ବ୍ୟକ୍ତିଙ୍କର, ଯିଏ ଏହି ଉତ୍ସବରେ ମହିଳା ବେଶ ଧରି ପ୍ରଥମ ପୁରସ୍କାର ପାଇଛନ୍ତି ।
ପାନ୍- ଆଧାର ଲିଙ୍କ୍ ସମୟ ଆଉ ୩ ମାସ ବୃଦ୍ଧି। ମାର୍ଚ୍ଚ ୩୧ ଶେଷ ତାରିଖ ଥିବା ବେଳେ ଜୁନ୍ ୩୦କୁ ବୃଦ୍ଧି ହେଲା। ଧାର୍ଯ୍ୟ ଫାଇନ୍ ଦେଇ ଲିଙ୍କ୍ କରାଇ ପାରିବେ କାର୍ଡଧାରୀ।
ଲିଙ୍କ୍ ନକଲେ ଆଗକୁ ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ବି ଖୋଲି ପାରିବେ ନାହିଁ । ଏମିତିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ ମଧ୍ୟ କରିପାରିବେ ନାହିଁ ।
କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖାଇଛନ୍ତି ଆଇଏଏସ୍ ଅନୀଲ ବସାକ । ଆଜି ସିନା ସେ ଆଇଏଏସ୍ ହେଲେ କିନ୍ତୁ ଏ ସଫଳତା ଯାତ୍ରାରେ ସେ କେତେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ । ଅନୀଲଙ୍କୁ ପାଠ ପଢାଇବା ଲାଗି ଦିନରାତି ଏକ କରି ପରିଶ୍ରମ କରୁଥିଲେ ତାଙ୍କ ବାପା ।
ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ, ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ । କିନ୍ତୁ ସରକାରୀ ସୁବିଧା ସେମାନେ ପାଉଛନ୍ତି । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି
ଅର୍ଥ ସଚିବଙ୍କ ଅଧୀନରେ ଏହି କମିଟି ଗଠନ ହୋଇଥିବା ବେଳେ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି । ନୂତନ ପେନ୍ସନ୍ ସ୍କିମ୍ ବା (NPS)କୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି ।
୨୦୧୪, ଫେବୃଆରୀ ୨୦ରେ ଏକ ପ୍ରମୁଖ ଖବର କାଗଜର ସମ୍ପାଦକ ବିଜୟ ଶର୍ମା ଓ ପତ୍ନୀ ନୀଲମ ଶର୍ମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଘରେ ପୁଅ କିମ୍ବା ବୋହୂ ନଥିବା ବେଳେ ଦୁର୍ବୃତ୍ତ ରଚିଥିଲେ ଭୟଙ୍କର କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହୋଇଥିଲା । ଘଟଣାର ତଦନ୍ତ କରି କିଛି ଗୁଣ୍ଡାଙ୍କୁ ବାନ୍ଧିଥିଲା ପୋଲିସ୍ । ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବ କାରଣରୁ ସେମାନେ ଦୋଷୀ ସାବ୍ୟସ୍ତ ହୋଇନଥିଲେ
ମଙ୍ଗଳବାର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ।
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍ ଲିଙ୍କ୍ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।