ମୁଁ କେବଳ ତାଙ୍କ ଇଚ୍ଛା ହିଁ ପୂରଣ କରିଛି।
IndiGo ଏୟାରଲାଇନ୍ସର କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ହାତାହାତି ହୋଇଥିଲା। ଯାତ୍ରୀ ଜଣକ ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ପରେ ଏପରି ସ୍ଥିତି ଉପୁଜିଥିବା ଜଣାପଡ଼ିଛି।
ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ ଆଉ ଜଣେ ଛାତ୍ର। ୧୯ ବର୍ଷୀୟ ଛାତ୍ରୀଙ୍କୁ କଲେଜ ପରିସରରେ ଅନ୍ୟ ଜଣେ ଛାତ୍ର ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୬୦୦ ଟଙ୍କା ରହିଛି ।
ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍ ବ୍ୟାପିଥିବା ୬ଟି ହାଇରିସ୍କ ଦେଶରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ।
ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍ ରହିଛି ।
ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।
୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ।
ନିଜର ହେଲାନି ମା’, ନିଜର ହୋଇଗଲା ଦୁଷ୍କର୍ମ କରିଥିବା ଯୁବକ
ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି
ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ(train derail)
ଗୁଣ୍ଟୁରରେ ରାସନ କିଟ୍ ବଣ୍ଟନ ବେଳେ ଅଘଟଣ
ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ।
୨୦୨୩ ପାଇଁ ଆର୍ଥିକ କାରବାର କ୍ଷେତ୍ରରେ ବଦଳିଛି ଅନେକ ନିୟମ । ଆଜିଠୁ ୮ଟି କ୍ଷୁଦ୍ର ସଞ୍ଚୟ ସ୍କିମର ସୁଧହାର ବଢ଼ିଛି । ସରଳ ହୋଇଛି ଲକର୍ ନିୟମ । ନ୍ୟାସନାଲ ପେନସନ୍ ସ୍କିମରୁ ଆଂଶିକ ଅର୍ଥ ଉଠାଇପାରିବେ ହିତାଧିକାରୀ ।
ରାସ୍ତା ଉପରେ ପୋଡ଼ି ହୋଇ ଯୁବକଙ୍କ ଜୀବନ ଚାଲିଗଲା । ଶରୀର ଜଳିଯାଇଥିବାରୁ ମୃତକଙ୍କ ପରିଚୟ ମିଳିନି ।
ନୂଆବର୍ଷ ସେଲିବ୍ରେସନ୍ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍ଫି ଉଠାଇବାକୁ ନେଇ ମାର୍ପିଟ୍ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍ପିଟ୍। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ନୂଆବର୍ଷ ଆରମ୍ଭରୁ ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି।
ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ଆଜି ଭୋର ସମୟରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି।
କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।
ଥଣ୍ଡା ଲାଗିଲେ ସେ ନିଶ୍ଚୟ ଜ୍ୟାକେଟ୍ କିମ୍ବା ସ୍ୱେଟର ପିନ୍ଧିବେ କହିଲେ ରାହୁଲ ।
ଆଶା ଜଣେ ଆଥ୍ଲେଟ୍ ହେବା ସହ ଜଣେ ପର୍ବତାରୋହୀ ଭାବେ ବେଶ ଜଣାଶୁଣା ମଧ୍ୟ ।
ଏକ ଖୋଲା ଜିପ୍ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବସ୍ ଓ ଏସ୍ୟୁଭି କାର୍ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।