ବାପା ଦିନ ମଜୁରିଆ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ଉପାୟଶୂନ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଓ ସେଠି ପଢ଼ା ଜାରି ରଖିଥିଲେ। କିନ୍ତୁ ଗରିବୀ ସାମ୍ନାରେ ମୁଣ୍ଡ ନଇଁ ନଥିଲେ ପବିତ୍ର। ଶେଷରେ ସେ ସଫଳ ହେଲେ। ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ମନୋନୀତ ହୋଇ ସେ ସରକାରୀ କଲେଜରେ ଅଧ୍ୟାପକ ଚାକିରି ପାଇଲେ।
IAS ବା IPS ପାଇବା ପାଇଁ ଅତି କମରେ ୪-୫ ବର୍ଷ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷିତା ଗୁପ୍ତା ଜଣେ। ସେ ୧୪ ଘଣ୍ଟା ଅଫିସ୍ରେ କାମ କରି ବି ଥରକରେ ପାଇଗଲେ IAS।
ଭାରତର ଦୁଇ ଜଣ ଯଶସ୍ୱିନୀ ନ୍ୟାୟ ରକ୍ଷିକା। ଉଭୟ ପ୍ରାକ୍ ସ୍ୱାଧୀନତା ସମୟର। ଜଣେ ଭାରତର ପ୍ରଥମ ମହିଳା ଜଷ୍ଟିସ୍ ଓ ପ୍ରଥମ ହାଇକୋର୍ଟ ଜଷ୍ଟିସ୍। ଅନ୍ୟ ଜଣେ ଆମ ଦେଶର ପ୍ରଥମ ମହିଳା ସୁପ୍ରିମକୋର୍ଟ ଜଜ୍। ଯେତେବେଳେ ମହିଳାଙ୍କୁ ଘର ବାହାରକୁ ଯିବା ଲଗାମ ଥିଲା ସେତେବେଳେ ଏହି ଦୁଇ ମହିଳା କିପରି ଏହି ସଫଳତା ପାଇଲେ ଆସନ୍ତୁ ଜାଣିବା।
ଏବେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତାଙ୍କର ‘ଭାଷ୍କରଙ୍କ ପୁରନପାଲି ଘର’ ନାଁରେ ଏକାଧିକ ଦୋକାନ ରହିଛି ।
ଭାରତର ପୁଅ ଏବେ ଆମେରିକାର ବିଚାରପତି। ଏନେଇ ତାଙ୍କୁ କମ୍ କଷ୍ଟ କରିବାକୁ ପଡିନି। ପରିବାର ଥିଲା ଦିନ ମଜୁରିଆ। ନିଜେ ବିଡି କମ୍ପାନୀରେ କାମ କରୁଥିଲେ। ଇଛାଥିଲା ଓକିଲ୍ ହେବା। ଭାଗ୍ୟ ସାଥ୍ ଦେଲା, ଆମେରିକାରେ ହୋଇଗଲେ ଜଜ୍।
ମାଲେସିଆରେ ୧୧ ବର୍ଷ ରହି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବା ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ ଚାକିରି ଛାଡ଼ି ଚାଷ କରୁଛନ୍ତି ।
ପିଲାଦିନରୁ ଥିଲା IAS ହେବାର ସ୍ୱପ୍ନ। ତାଙ୍କର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଗରିମା କରିଥିଲେ ଅଦମ୍ୟ ପରିଶ୍ରମ। ପ୍ରସ୍ତୁତି ପାଇଁ କେବେ ବି ଯାଇ ନଥିଲେ କୌଣସି କୋଚିଂ ସେଣ୍ଟର। କେବଳ ନେଇଥିଲେ ୟୁଟ୍ୟୁବ୍ର ସାହାରା ଆଉ ପ୍ରଥମ ଚେଷ୍ଟାରେ ହିଁ ପାଇଗଲେ ସଫଳତା।
ସିଙ୍ଗଲ ମଦର ହୋଇ ସେ କରିଛନ୍ତି ଅନେକ ସଂଘର୍ଷ। ସ୍ୱାମୀ ଛାଡିଦେଲା ପରେ ପିଲାର ଯତ୍ନ ସାଙ୍ଗକୁ ଜାରି ରଖିଥିଲେ ପାଠପଢା। ଶେଷରେ ମିଳିଲା ସଫଳତା। ଜାଣନ୍ତୁ ପୁନମ୍ ଚୌଧୁରୀଙ୍କ ସେହି ସଂଘର୍ଷର କାହାଣୀ।
ବସି ବସି ବୋର୍ ହେଉଥିଲେ ଗାଁ ମହିଳା। କଥାବାର୍ତ୍ତା ହୋଇ ଏକାଠି ହେଲେ...୧୫ଶହ କଦଳୀ ଗଛ ଲଗାଇଲେ। ଏବେ ମାସକୁ ରୋଜଗାର କରୁଛନ୍ତି ୧୦ ରୁ ୧୫ ହଜାର
ମନରେ ଦୃଢ ଇଛାଶକ୍ତି ଆଉ ଆଗକୁ ଯିବାର ଲକ୍ଷ ତାଙ୍କୁ ଆଜି କରିଦେଇଛି IAS ଅଧିକାରୀ। ସଫଳତାର କୌଣସି ସର୍ଟକଟ୍ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଦିନକୁ କେତେ ପରିଶ୍ରମ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।
ରାକେଟ, କର୍କ, ନେଟ୍ ଓ ପଡିଆରେ ବିତେ ଅଧିକାଂଶ ସମୟ। ପିଲାଟି ବେଳୁ ସଂଘର୍ଷ କରି ପାଇଲେ ସଫଳତା। ଏବେ ଖେଳାଳିରୁ ବନିଗଲେଣି ରେଫରି। ବ୍ୟାଡମିଣ୍ଟନ୍ କୋଚ୍ ରୀତା ଦାଶ ଆଜି ଆମ ପାଇଁ ପ୍ରେରଣା...