ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ।
ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ନିନ୍ଦା । ତେଜିଲା ରାଜନୀତି । ଲିଷ୍ଟ ଜାରି କରି ଦେଶର ୧୪ ଜଣ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ ଲାଗି ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଜେପି ଏମର୍ଜେନ୍ସି ସହ ତୁଳନା କରିଛି ।
ଆଡଭାଇଜରି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ