ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ୨୦୧୪ରୁ ବଢ଼ିନି ଆୟକର ସୀମା ।
ଅଭ୍ୟାସ ସମୟରେ ମଝି ଆକାଶରେ ସୁୁଖୋଇ-ମିରାଜ ଧକ୍କା ଆଶଙ୍କା । ମିରାଜ୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ପ୍ରାଣହାନୀ ।
ଲଦାଖକୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ।
ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ
ବାଲ୍ୟ ବିବାହ ଓ ଅଳ୍ପ ବୟସରୁ ମାତୃତ୍ୱ ଲାଭ ପ୍ରଥା ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।
ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି
ପ୍ରେମିକା ଯେବେଠୁ ମୁହଁମୋଡ଼ି ଚାଲିଗଲାଣି ସେବେଠୁ ଡାକ୍ତରବାବୁ ଚିନ୍ତାରେ ବୁଡ଼ି ରହୁଥିଲେ। କିଛି ସହଯୋଗୀଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ଡିପ୍ରେସନ ଟ୍ରିଟ୍ମେଣ୍ଟ ମଧ୍ୟ ନେଇଥିଲେ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୮୦୦ ଟଙ୍କା ରହିଛି ।
ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ। ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଭାରତୀୟ ବାୟୁସେନାର ୨ଟି ବିମାନ କ୍ରାସ୍ ହୋଇଛି। ମଧ୍ୟପ୍ରଦେଶରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ୍-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
କେତେବେଳେ କାର୍କୁ ରାସ୍ତାରେ ମଝିରେ ଆଣି ଚଲାଉଛନ୍ତି ତ ଆଉ କେତେବେଳେ କାର୍କୁ ହଠାତ୍ ସାଇଡ୍କୁ ନେଇ ଚଲାଉଛନ୍ତି। କଲେଜ ଛାତ୍ରଙ୍କ ଏଭଳି ବେପରୁଆ ଗାଡ଼ି ଚାଳନାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପାଠ ପଢୁଥିବା ପିଲା ଶିକ୍ଷା ଋଣରେ ସୁଧ ରିହାତି ଚାହୁଁଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସୀତାରମଣ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ।
ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ଯେଉଁଟା ଅପସନ୍ଦ ବିଷୟ, ତା ପ୍ରତି ବି ଯଥେଷ୍ଟ ଧ୍ୟାନ ଦିଅ ।
ଟଙ୍କା କେଇଟା ପାଇଁ ଚାଲିଗଲା ଜୀବନ ।
ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍କୁ ନେଇ ସେଠାରେ ପୋତି ଦେଇଥିଲା।
ଜୀବନରେ କ’ଣ କରିବେ, ଏଥିପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ। ଆଉ ଲକ୍ଷ୍ୟକୁ ହାସଲ କରିବାକୁ ଏହା ଉପରେ ଫୋକସ୍ କରି କାମ କରିବାକୁ ମୋଦି କହିଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୭୦ ଟଙ୍କା ରହିଛି ।
ମହଙ୍ଗା ମାଡ଼ ଭିତରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ। ଖୋଲା ବଜାରରେ ୩୦ ଲକ୍ଷ ଟନ୍ ଗହମ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି।
୨୮ ବର୍ଷୀୟା ବୋହୂକୁ ବାହା ହେଲେ ୭୦ ବର୍ଷୀୟ ଶ୍ୱଶୁର। ତା’ବି ପୁଣି ଉଭୟଙ୍କ ସହମତି କ୍ରମେ। ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି।
ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।
ଶକ୍ତି ଓ ଶୌର୍ଯ୍ୟର ନୂଆ ଇତିହାସ ଦେଖିଲା ୭୪ତମ ଗଣତନ୍ତ୍ର ଦିବସ । ଓଡ଼ିଆ ମହାମହିମଙ୍କ ଆଗରେ ଜଲଓ୍ୱା ଦେଖାଇଲେ ବହୁ ଓଡ଼ିଆ ପ୍ରତିଭା ।
ବଜେଟ୍ ଉପସ୍ଥାପନ ପୂର୍ବରୁ ୪ ଦିନ ପାଇଁ ବନ୍ଦ ରହିପାରେ ବ୍ୟାଙ୍କ। ତେଣୁ ଆପଣଙ୍କର ବ୍ୟାଙ୍କରେ ଯଦି କିଛି ଜରୁରୀ କାମ ଅଛି, ତେବେ ତୁରନ୍ତ ଏଇ ମାସ ଶେଷ ସୁଦ୍ଧା ସାରି ଦିଅନ୍ତୁ।
ହତ୍ୟା କଲେ ଓ ଗୋଟି ଗୋଟି କରି ମୃତଦେହକୁ ନଦୀକୁ ଫିଙ୍ଗିଲେ ! ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କୁ ହତ୍ୟା।
ହ୍ୱାଟ୍ସଆପ୍ର ନୂଆ ଅପଡେଟ୍ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍ କରିବା, ଡେଟ୍ ଅନୁଯାୟୀ ମେସେଜ୍ ସର୍ଚ୍ଚ କରିବା, ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ‘ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ।’