୨୦୧୧ରେ ଏହି ଘରକୁ US କନ୍ସୁଲେଟ୍ ରିଲୋକେଟ୍ କରିବାକୁ ଚାହିଁଲେ ଏବଂ ଲିଜ୍ ହସ୍ତାନ୍ତର କରିବାକୁ ଘୋଷଣା କଲେ । ସେପ୍ଟେମ୍ବର ୨୦୧୫ରେ ସାଇରସ ପୁନାୱାଲା ଏହି ଘରକୁ ୯୩୪ କୋଟି ଟଙ୍କାରେ କିଣିଲେ ।
ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଆଣ୍ଟିଲିଆ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ପରିବାର ୨୬ ତମ ମହଲାରେ ରୁହନ୍ତି । କାହିଁକି ୨୬ ତମ ମହଲାରେ ରୁହନ୍ତି ଜାଣନ୍ତୁ...
କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...
ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।
ଅମ୍ବାନୀଙ୍କ ପୂରା ପରିବାର ରହୁଥିବା ଘରର ଦାମ୍କୁ ନେଇ ସବୁବେଳେ ଚର୍ଚ୍ଚା । ଏହି ଘରେ ରହୁଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାର । ତେବେ ଏହି ଘରର ନାଁ ଆଣ୍ଟିଲିଆ କାହିଁକି ଆସନ୍ତୁ ଜାଣିବା...