ଶକ୍ତି ବିଭାଗ ସଚିବ ପଦରୁ ହଟିଲେ ହେମନ୍ତ ଶର୍ମା । ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ମିଳିଲା ଅତିରିକ୍ତ ଦାୟିତ୍ବ ।
ବରିଷ୍ଠ IAS ଅଧିକାରୀଙ୍କୁ ୧୬ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ। କେନ୍ଦୁଝର ଜିଲ୍ଲା ଦାୟିତ୍ବରେ ରହିବେ ବରିଷ୍ଠ IAS ହେମନ୍ତ ଶର୍ମା ।
ମାଆଟିଏ ଯେତେବେଳେ ଅଫିସର ହୁଏ, ତା ପାଇଁ ଆସେ ଏମିତି ସମସ୍ୟା । ଏ ଭିଡିଓ ହିଁ ଦର୍ଶେଇ ଦେଉଛି ଜଣେ କର୍ମଜୀବୀ ମହିଳାଙ୍କ ସମସ୍ୟା । କିନ୍ତୁ ସୁଖର କଥା, ଆଜିର ମହିଳା ସେ ସମସ୍ୟା ଆଗରେ ହାରିଯାଏ ନାହିଁ ।
ଏମିତି IAS ଅଫିସର ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି...
IAS ବାବୁଙ୍କ ସମ୍ପତ୍ତି କେତେ ? କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ? ନା କେହି ତଥ୍ୟ ରଖୁଛନ୍ତି ନା ମିଳିପାରୁଛି ସ୍ପଷ୍ଟ ସୂଚନା । ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୨୦ରେ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ କୁହାଯାଇଥିଲା ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସର୍ବସାଧାରଣରେ ପ୍ରକାଶ କରିବେ ସମ୍ପତ୍ତି ତାଲିକା ।