ସ୍ୱାଧୀନତାର ପ୍ରାୟ ୨ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୨୯ ମସିହାରେ ନିର୍ମିତ ରାଷ୍ଟ୍ରପତି ଭବନରେ ଭାରତର ଇତିହାସର ଛାପ ଯେମିତି ସୁସ୍ପଷ୍ଟ, ବର୍ତ୍ତମାନର ଆଧୁନିକ ସୁବିଧାସୁଯୋଗ ବି ସେମିତି ଉପଲବ୍ଧ। ୩୩୦ ଏକର ପରିମିତ ପରିସରରେ ରହିଛି ଏହି ୩୪୦ କକ୍ଷ ବିଶିଷ୍ଟ ଭବ୍ୟ ସୌଧ । ଯେଉଁଠି ପ୍ରାୟ ଅଢ଼େଇ କିଲୋମିଟର ଦୀର୍ଘ କରିଡର୍ ବି ରହିଛି ।
ପୁତ୍ର ସନ୍ତାନକୁ ଜନ୍ମଦେଲେ ପୁରୁଷ । କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍ ଜିୟା ଓ ଜହାଦଙ୍କ ଘରକୁ ନୂଆ ଅତିଥି ଆସିଛି । ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଉଭୟ ସୋସିଆଲ୍ ମିଡିଆ ଜରିଆରେ ବାପା-ମା’ ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ତାଙ୍କର କୋଳକୁ ଏକ ପୁତ୍ର ସନ୍ତାନ ଆସିଥିବା କୁହାଯାଇଛି ।
ହେଲେ ଦୀର୍ଘ ୪୦ ବର୍ଷ ହେଲା ସେମାନେ କିଛି କରିନଥିଲେ । ହେଲେ ଆମେ ଦେଶର ଲୋକଙ୍କ ଇଚ୍ଛାକୁ ଲକ୍ଷ ରଖି କଠିନ ପରିଶ୍ରମ ଜାରି ରଖିଛୁ ।
ମହମ୍ମଦଙ୍କ ଏପରି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ।
ଏଭଳି କାର୍ଯ୍ୟ କୌଣସି ସୁସ୍ଥ ମାନସିକତାର ବ୍ୟକ୍ତି କେବେ ବି କରିପାରିବ ନାହିଁ ।
ମୋବାଇଲ ଦେଖୁଦେଖୁ ଅନ୍ଧ ହୋଇଗଲେ ଯୁବତୀ !
ବହୁ ପୁଅଙ୍କ ସହ ମିଶୁଥିଲା ଝିଅ, ଫୋନ୍ରେ ଗପୁଥିଲା । ଶେଷରେ ତା’ପାଖରୁ ମିଳିଲା ପ୍ରେଗ୍ନେନ୍ସି କିଟ୍ । ତାପରେ...
ଏଥର ଭାଲେଣ୍ଟାଇନ ନୁହେଁ, କାଓ ହଗ୍ ଡେ'
ଅକାଳରେ ଚାଲିଗଲା ୭ କର୍ମଚାରୀଙ୍କ ଜୀବନ
ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ ।
ଯାତାୟାତ ପାଇଁ ଦେବାକୁ ପଡେ ସ୍ୱଳ୍ପ ଟଙ୍କା
ଏଣିକି ସରକାରୀ ଡ୍ୟୁଟି ସମୟରେ ସୋସିଆଲ୍ ମିଡିଆ ବ୍ୟବହାର କରିପାରିବେନି ପୋଲିସ୍ ବାବୁ। ଉତ୍ତରପ୍ରଦେଶରରେ ପୋଲିସ୍ କର୍ମୀଙ୍କ ପାଇଁ ଏଭଳି କଡ଼ା ନିୟମ ଲାଗୁ ହୋଇଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୭,୨୦୦ ଙ୍କା ରହିଛି ।
୩ ବର୍ଷ ହେବ ଏକାଠି ରହୁଥିଲେ ଜିୟା ଓ ଜହାଦ
ହାର୍ଡଡଲ୍ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ।
ଲାଞ୍ଚ ନେବାବେଳେ ଧରିଥିଲା ସିବିଆଇ
କିଏ କଲା ନିର୍ମମ ହତ୍ୟା ? ଖୋଜୁଛି ପୋଲିସ
ANI ଜାରି କରିଥିବା ଭିଡିଓରେ ପୂରା ଦୃଶ୍ୟ ନଜରକୁ ଆସିଛି।
ପ୍ଲାଷ୍ଟିକ ବୋତଲରୁ ତିଆରି ଜ୍ୟାକେଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି
ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।
ସୀମାରେ ପୁଣି ଦେଖିବାକୁ ମିଳିଲାଣି ପୁରୁଣା ହିଂସା !
ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗୁରୁଗ୍ରାମର ଦମ୍ପତି ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ଧରି ନାବାଳିକାଙ୍କୁ ସେମାନେ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ଭାରତରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଅଧିକ ଭୂ-କମ୍ପ ଅନୂଭୂତ ହୋଇଥାଏ ।
୨୦୨୩- ୨୪ ଆର୍ଥିକ ବର୍ଷରେ ରିୟଲ ଜିଡିପି ହାର ୬ ଦଶମିକ ୪ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ ।
ଏନଡିଆରଏଫ୍ ଓ ମେଡିକାଲ ଟିମ୍ ପଠାଇଲା ଭାରତ । ତୁର୍କୀରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ।