• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prime Minister Narendra Modi

G7 Summit
PM Modi to participate in G-7 Summit: କାନାଡ଼ାରେ ପ୍ରଧାନମନ୍ତ୍ରୀ; ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

କାନାଡାର କାନାନାସ୍କିସରେ ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବ ନେତାଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଗ୍ଲୋବାଲ ସାଉଥର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିବେ ପ୍ରଧାନମନ୍ତ୍ରୀ।

Prime Minister Narendra Modi to visit Odisha on Friday
PM Visit: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ, ଏଇଠି ଦେବେ ଉଦବୋଧନ

ବିଜେପି ସରକାରର ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜୁନ ୨୦ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ।

PM to visit 3 countries
PM Modi begins 3 nations tour: ୫ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

ଜୁନ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ, କାନାଡ଼ା ଓ କ୍ରୋଏସିଆ ଗସ୍ତ କରିବେ । ଅପରେସନ ସିନ୍ଦୂର ପରେ ପ୍ରଥମ ବିଦେଶ ଗସ୍ତ କରିବେ ମୋଦି । କାନାଡାରେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବେ । 

PM Modi to meet all-party global outreach delegations
PM Modi Meets Delegation: ସର୍ବଦଳୀୟ ଟିମ୍‌ଙ୍କୁ ଭେଟିବେ ମୋଦି; ଆଜି ସନ୍ଧ୍ୟାରେ ଆଲୋଚନା

ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିବା ଓ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ବ ସମୁଦାୟ ସାମ୍ନାରେ ରଖିବା ପାଇଁ ୩୩ଟି ଦେଶ ଗସ୍ତ କରିଥିବା ୭ଟି ପ୍ରତିନିଧି ଦଳଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଭେଟିବେ।

PM Modi to visit Odisha
Narendra Modi's Odisha Visit: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ତାରିଖ ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ଜୁନ ୨୦ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

G-7 Summit
G7 Summit: ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

କାନାଡାର କାନାନାସ୍କିରେ ଚଳିତ ମାସ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୭ ଶିଖର ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି । ଏହି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାନାଡା ଯିବେ ବୋଲି ଏକ୍ସରେ ସୂଚନା ଦେଇଛନ୍ତି ।

NITI Aayog
NITI Aayog Governing Council Meeting: ବସିଛି ନୀତି ଆୟୋଗ ବୈଠକ; ବିକଶିତ ଭାରତ ନେଇ ପ୍ରସ୍ତୁତ ହେବ ରୋଡ ମ୍ୟାପ

ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ସଂସଦ ସଦସ୍ୟ, କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେଇଛନ୍ତି ।

Modi in airbase
PM visits Adampur Airbase:ଏୟାରବେସରେ ସେନା ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଢାଇଲେ ମନୋବଳ

ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ ।

pakistan
ଭାରତ କରୁଛି ବଡ ତୟାରି, ୯୬ ଘଣ୍ଟାରେ ହାତ ଟେକିଦେବ ପାକିସ୍ତାନୀ ସେନା!

୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେଣି ଦୁଇ ଦୁଇ ସେନା ମୁଖ୍ୟ। ଗତକାଲି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀଙ୍କ ସହ ମୋଦି ନିଜ ବାସଭବନରେ ଘଣ୍ଟାଏ ଧରି ଗୁପ୍ତ ବୈଠକ କରିବା ପରେ, ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମଧ୍ୟ କରିଛନ୍ତି ୱାନ୍-ଅନ୍-ୱାନ୍ ମିଟିଂ।

Terrorism
Narendra Modi's Strong Warning to Terrorists: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ଧରିବୁ, ସଜା ଦେବୁ

ଗତ ୨୨ ତାରିଖର ଏହି ଘଟଣାରେ ଆତଙ୍କବାଦୀମାନେ କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିନାହାନ୍ତି, ବରଂ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ଏହି ଘଟଣାରେ ଭାରତ ଦୃଢ଼ ରହିଛି । ଆତଙ୍କବାଦୀଙ୍କୁ କଳ୍ପନାଠାରୁ ଅଧିକ ସଜା ମିଳିବ । ଯାହା ସେମାନେ କେବେ ଭାବି ପାରିନଥିବେ । ଯେଉଁ ଭୂଖଣ୍ଡକୁ ବ୍ୟବହାର କରୁଛନ୍ତି  ତାକୁ ମାଟିରେ ମିଶାଇବାର ବେଳ ଆସିଛି । ବିଶ୍ୱକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରାଯିବ, ଧରା ଯିବ ଓ କଠୋର ଦଣ୍ଡ ବି ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମରିସସରେ ପହଞ୍ଚିଲେ ମୋଦି ।
Prime Minister Narendra Modi: ମରିସସରେ ମୋଦିଙ୍କୁ ଭବ୍ୟ ସ୍ବାଗତ; ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କଲେ ନବୀନଚନ୍ଦ୍ର...

ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।

Prime Minister Narendra Modi
Prime Minister Narendra Modi: ଆପକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ମା‘ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ବ ଆଜି ବିପଦରେ । ଲୋକଙ୍କ ଆସ୍ଥା ସହ ଖେଳିଛି ଆପ୍‌ଦା ସରକାର । ହରିୟାଣା ଲୋକଙ୍କ ଉପରେ ଏତେ ବଡ଼ ମିଛ ଅଭିଯୋଗ ଆଣିଲେ । ଯମୁନାର ସେବା ପାଇଁ ପୂରା ଶକ୍ତିର ସହ ଲାଗିପଡ଼ିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Prime Minister Narendra Modi
Prime Minister Narendra Modi: ‘ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ, ବିକାଶ-ଭିଜନ-ବିଶ୍ବାସର ବିଜୟ ହୋଇଛି’

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଲେ, ଶେଷରେ ଆପ୍‌ଦାରୁ ମୁକ୍ତ ହେଲା ଦିଲ୍ଲୀ । ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଉଛି । ଦ୍ରୁତଗତିରେ ଦିଲ୍ଲୀର ବିକାଶ କରି ଆମେ ଏହି ଋଣ ସୁଝିବୁ। 

Narendra Modi
Pravasi Bharatiya Divas Convention: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।

ବ୍ୟବସାୟ କରୁଛନ୍ତି କୋଟି କୋଟି ଟଙ୍କା
Mann Ki Baat:ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା ଚାଷୀଙ୍କ ପ୍ରଶଂସା, ବଦଳିଛି ଚିତ୍ର

ଏହି କୃଷକମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ଏହି ସଂଗଠନରେ ଏବେ ପ୍ରାୟ ୨୦୦ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪୫ ଜଣ ମହିଳା ଚାଷୀ । ନିଷ୍ଠା ଓ ସମ୍ମିଳିତ ଉଦ୍ୟମ ଦ୍ୱାରା ସବୁ କିଛି କରାଯାଇପାରିବ । କଳାହାଣ୍ଡିର ଏହି ସଫଳତା ଆମକୁ ଏହି ଶିକ୍ଷା ଦେଉଛି ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିଛନ୍ତି ମଞ୍ଜ କଥା
ମୋଦି କହିଛନ୍ତି ମଞ୍ଜକଥା

ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ । 

PM Modi in Bhubaneswar
ପୂରା ବିଶ୍ବର ନକ୍ସାରେ ଆଗକୁ ଆସିବ ଓଡ଼ିଶା

ଖାଲି ଦେଶର ନୁହେଁ, ପୂରା ବିଶ୍ବର ନକ୍ସାରେ ଆଗକୁ ଆସିବ ଓଡ଼ିଶା । ଓଡ଼ିଶାର ଗୌରବକୁ ଦିଆଯାଉଛି ପ୍ରାଥମିକତା। ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ, ବିକାଶକୁ ମିଳିଛି ଗତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ବିଶାଳ ସମାବେଶକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM'S Odisha Visit
PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।

Prime Minister Narendra Modi
ବୈଜୟନ୍ତଙ୍କ ପୋଷ୍ଟକୁ ରିପୋଷ୍ଟ କଲେ PM; କହିଲେ-ମହିଳାଙ୍କ ଆଶୀର୍ବାଦ ବିକଶିତ ଭାରତ ଗଠନରେ ସହାୟକ ହେବ

ଓଡ଼ିଶାରେ ବିଜେପିର ସଭ୍ୟ ସଂଗ୍ରହ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୂଚନା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ‘ଏକ୍ସ’ରେ ସୂଚନାକୁ ନେଇ ରିଟ୍ବିଟ୍‌ ।

Subhadra Yojana
ସାରା ରାଜ୍ୟରେ ଏବେ 'ସୁଭଦ୍ରା' ମାନିଆ

ସାରା ରାଜ୍ୟରେ ଏବେ \'ସୁଭଦ୍ରା\' ମାନିଆ । ଦିନକ ପରେ ଖୋଦ୍ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଆସି ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ନିର୍ବାଚନ ବେଳେ ଦେଇଥିବା ମୋଦି ଗ୍ୟାରେଣ୍ଟି ପୂରଣ କରିବେ । ଯୋଜନା ଲଂଚ୍ ହେବା ପୂର୍ବରୁ ରାଜ୍ୟବ୍ୟାପୀ ଆଜି ଆୟୋଜିତ ହୋଇଛିସୁଭଦ୍ରା ସ୍ବାଗତ ପଦଯାତ୍ରା । 

Narendra Modi
ତୃତୀୟ ଥର ପାଇଁ ଶପଥ ନେଲେ ମୋଦି; ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ହେଲେ ଏହି ଗୌରବର ଅଧିକାରୀ

ଆରମ୍ଭ ହେଲା ମୋଦି ସରକାରର ତୃତୀୟ ପାଳି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି।

PM Narendra Modi to hold roadshow
ପୁଣି ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି।

PM Modi
ମୋଦିଙ୍କ କାନ୍ଧରେ ଓଡ଼ିଶାର କୁମ୍ଭପକା ଉତ୍ତରୀୟ; ବଖାଣୁଛି ଓଡ଼ିଆ ପ୍ରୀତିର... 

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ।

Ramoji Rao
ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ପରଲୋକ ହୋଇଛି ।

Narendra Modi
NDA ସଂସଦୀୟ ଦଳ ମିଟିଂରେ ଓଡ଼ିଶାକୁ ମୋଦିଙ୍କ ଫୋକସ୍

ନାଁ ଆମେ ହାରିଥିଲୁ ନା ହାରିବୁ, ଏନଡିଏ ଥିଲା ଓ ରହିବ। ଆଜି ନୂଆଦିଲ୍ଲୀର ସମ୍ବିଧାନସଦନରେ ଅନୁଷ୍ଠିତ ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ନିର୍ବାଚିତ ହେବା ପରେ ଏଭଳି କହିଛନ୍ତି ମୋଦି। ତାସହ ଏଠି ବି ଓଡ଼ିଶାକୁ ଫୋକସ୍ କରି କହିଛନ୍ତି ଭାରତର ବିକାଶ ଯାତ୍ରାରେ ଓଡ଼ିଶା ହେବ ଇଞ୍ଜିନ।