ଦେଖନ୍ତୁ ଏହି ଭୟଙ୍କର ଭିଡିଓ
ଗୋଡ଼ ଖସି ଯିବାରୁ ଜଣେ ୧୫ ବର୍ଷୀୟ ବାଳକ ଲିଫ୍ଟରେ ଚାପି ହୋଇ ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛନ୍ତି। ମୃତକଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରିରର ଜଣେ କର୍ମଚାରୀ ତାଙ୍କ ପୁଅକୁ ଠେଲି ଦେଇଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୫୦ ଟଙ୍କା ରହିଛି ।
ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।
ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।
ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି ।
କମ୍ପାନୀକୁ ଟ୍ୱିଟ୍ କରି ଜବାବ ମାଗିଲେ ଯୁବକ
ସେରମ ଇନଷ୍ଟିଚ୍ୟୁଟ୍ ଦେଲା ଖୁସି ଖବର
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି।
ବିଜୟ କୁମାରଙ୍କ ଘରେ ଏବେ କାନ୍ଦ ବୋବାଳି।
ନିଷ୍ଠୁର ମାଲିକ; ଦେଲାନି ପାରିଶ୍ରମିକ, ନେଇଗଲା ଜୀବନ
ଗୁଳି କରିବା ପରେ ଦୁଇ ଜଣ ଯାକ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପିଲାଙ୍କୁ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।
କୋରାଖଇ ଭୋଗ ନେଲେ ରାଷ୍ଟ୍ରପତି ।
ସୋସିଆଲ ମିଡିଆରେ ଫଟୋ କଲେ ସେୟାର
ଭାରତକୁ ବିପଦର ବନ୍ଧୁ କହିଲା ତୁର୍କୀ
ଯାହାର ଦଣ୍ଡ ସ୍ୱାମୀମାନଙ୍କୁ ଭୋଗିବାକୁ ପଡ଼ିଛି।
ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଙ୍କା ରହିଛି ।
ବରର ପାଦ ଛୁଇଁବା ପାଇଁ ରୋକ୍ଠୋକ୍ ମନା କରିଦେଲେ କନ୍ୟାର ଭାଇ। କଥା ଏତେ ବଢ଼ି ଯାଇଥିଲା ଯେ, ଶେଷରେ ବାହାଘର ଭାଙ୍ଗି ଯାଇଥିଲା।
ସରକାର ଇଭି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ମହାକାଶରେ କକ୍ଷପଥରେ ସଫଳତାର ସହ ୩ଟି ସାଟେଲାଇଟ୍କୁ ଅବସ୍ଥାପିତ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଭୂପୃଷ୍ଠ ଠାରୁ ୪୫୦ କିଲୋମିଟର ଦୂର କକ୍ଷପଥରେ ଏହି ୩ ସାଟେଲାଇଟ୍କୁ ସଫଳତାର ସହ ଅବସ୍ଥାପିତ କରାଯାଇଛି ।
ଆମେରିକା ମହାକାଶ ଏଜେନ୍ସି ନାସା ଦୀର୍ଘ ଦିନ ଧରି ଏକ ବିଶାଳକାୟ ପଥର(ଆଷ୍ଟ୍ରଏଡ୍)କୁ ଟ୍ରାକ୍ କରୁଛି। ଏବେ ଜଣାପଡ଼ିଛି ଯେ, ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରେ।