• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Repo Rate

RBI
ରେପୋ ରେଟ୍ ଅପରିବର୍ତ୍ତିତ; ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ

ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍।

Repo Rate
ରେପୋ ରେଟ୍ ଅପରିବର୍ତ୍ତିତ, ଇଏମଆଇ ଉପରେ କଣ ପଡ଼ିବ ପ୍ରଭାବ ?

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ।

RBI holds repo rate
RBIର ମୁଦ୍ରାନୀତି ସମୀକ୍ଷା ବୈଠକ: ଅପରିବର୍ତ୍ତିତ ରହିଲା ସୁଧହାର

ମୁଦ୍ରାନୀତି ସମୀକ୍ଷା କରି ଲଗାତାର ଅଷ୍ଟମ ଥର ରେପୋ ରେଟ୍ ବଢ଼ାଇ ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

Repo Rate
୬.୫%ରେ ରେପୋରେଟ୍ ଅପରିବର୍ତ୍ତିତ ରଖିଲା RBI

କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ । ଗତ ଫେବୃଆରୀରେ ଶେଷ ଥର ରେପୋ ରେଟରେ ପରିବର୍ତ୍ତନ ହୋଇଥିଲା ।

Repo Rate Is Unchanged
ବଢିବନି ଇଏମଆଇ, ଷଷ୍ଠଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ଅପରିବର୍ତ୍ତିତ ରଖିଛି । ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି ରିଭର୍ସ ରେପୋ ରେଟ୍ । ସେହିପରି ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି ।

REPO RATE
ସ୍ଥିର ରହିଲା ରେପୋ ରେଟ୍, ନିରାଶ ହେଲେ ଋଣ ଗ୍ରହୀତା

ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।

RBI keeps repo rate unchanged
ରେପୋ ରେଟ୍‌ ଅପରିବର୍ତ୍ତିତ, ଜାଣନ୍ତୁ ଜନତାଙ୍କୁ କ’ଣ ମିଳିବ ଫାଇଦା...

ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ରେପୋ ରେଟ୍‌ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

Repo rate
Repo Rate ବଢ଼ାଇଲା RBI, ଏଣିକି ଦେବାକୁ ପଡ଼ିବ ଅଧିକ ସୁଧ...

୨୦୨୩- ୨୪ ଆର୍ଥିକ ବର୍ଷରେ ରିୟଲ ଜିଡିପି ହାର ୬ ଦଶମିକ ୪ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ ।

RBI hikes repo rate
ଜନତାଙ୍କୁ ଝଟ୍‌କା ! ମହଙ୍ଗା ହେବ ଲୋନ୍‌, EMI

ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌(Home Loan), ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ।

RBI Hikes Repo Rate By 0.50%
ଆହୁରି ମହଙ୍ଗା ହେବ ହୋମ୍‌ ଲୋନ୍‌, EMI !

ରେପୋ ରେଟ୍‌ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍‌ ବୃଦ୍ଧି ଯୋଗୁ EMI ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି।

Repo Rate
ଏବେ ଋଣ ନେବା ହେବ ମହଙ୍ଗା

ଏବେ ଋଣ ନେବା ହେବ ମହଙ୍ଗା। ରିଜର୍ଭ ବ୍ୟାଙ୍କ ବଢାଇଲା ରେପୋ ରେଟ୍ ।

Repo Rate
ବଢ଼ିଲା ରେପୋ ରେଟ୍, ଆହୁରି ମହଙ୍ଗା ହେବ ଘର-କାର-ପର୍ସନାଲ ଲୋନ୍ EMI

ମାତ୍ର ୫ ସପ୍ତାହ ବ୍ୟବଧାନରେ ରେପୋ ରେଟ୍ ବୃଦ୍ଧି । ପୁଣି ୫୦ ବେସିସ ପଏଣ୍ଟ ବଢ଼ାଇଲା RBI । ୨୦୧୪ ପରେ ସବୁଠୁ ଅଧିକ ବଢ଼ିଲା ରେପୋ ରେଟ୍ ।

RBI Hikes Rates, Loans To Get Costlier
ସାଧାରଣଜନତାଙ୍କୁ ପୁଣି ଝଟ୍‌କା ! ମହଙ୍ଗା ହୋଇପାରେ ଏହିସବୁ ଜିନିଷ...

ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ଥର ବୃଦ୍ଧି ପାଇଛି। 

EMI
ମାସିକ EMI ବୃଦ୍ଧିକୁ ନେଇ ଚିନ୍ତାରେ ଋଣଗ୍ରହୀତା

ବଢିବ ସୁଧ ହାର ଅର୍ଥାତ ଇଏମ୍ଆଇ ବଢିବାକୁ ଯାଉଛି । କାହିଁକି ନା ୦.୪ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବଢାଇ ପାରନ୍ତି ବ୍ୟାଙ୍କ । ଗତକାଲି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ଋଣ ଉପରେ ସୁଧହାର ବଢିବା ନିଶ୍ଚିତ ହୋଇଯାଇଛି ।

RBI
ବଢ଼ିଲା ରେପୋ ରେଟ୍‌, ଲୋକଙ୍କ ଉପରେ ପଡ଼ିବ ମୋଟା ଅଙ୍କର EMI ଚଡ଼କ !

RBI ରେପୋରେଟ୍ ବଢାଇବା ପରେ ସେନ୍ସେକ୍ସରେ ଉତ୍ସାହଜନକ ଭାବେ ବୃଦ୍ଧି ଘଟିଛି । ସେହିପରି କ୍ୟାସ ରିଜର୍ଭ ରେସିଓ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍‌ଆଇର ବୋଝ ବଢ଼ିପାରେ ।

Reserve Bank Of India
ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା RBI

ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଛି।