• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Eye Disease

Common Eye Infection in Monsoon and its solution
Health Tips: ବର୍ଷା ଦିନ ଆସିଲେ ଅନେକଙ୍କ ଆଖି ସଂକ୍ରମଣ ହୋଇଥାଏ; ଯୋଗ ଦ୍ୱାରା ହୋଇପାରିବ ସମାଧାନ

ବର୍ଷା ଆସିବା ମାତ୍ରେ ଥଣ୍ଡା ଏବଂ କାଶ ଭଳି ସମସ୍ୟା କେବଳ ବଢିଯାଏ ନାହିଁ ବରଂ ଅନ୍ୟାନ୍ୟ ସମସ୍ୟା ସହ ଆଖି ସଂକ୍ରମଣ ମଧ୍ୟ ଆରମ୍ଭ ହୁଏ। ତେବେ ଆସନ୍ତୁ ୫ଟି ସାଧାରଣ ଆଖି ସଂକ୍ରମଣ ଓ ଏହାର ସମାଧାନ ବିଷୟରେ ଜାଣିନେବା।

computer vision syndrome
ଅତ୍ୟଧିକ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି ? ଆଖି ଓ ମୁଣ୍ତ ବିନ୍ଧୁଥିଲେ ଜାଣି ରଖନ୍ତୁ...

ଏମିତି ହୁଏ ଆଖି ଖରାପ...ଆଖି ଓ ମୁଣ୍ତ ବିନ୍ଧୁଥିଲେ ଜାଣି ରଖନ୍ତୁ ଏହି କଥା...

6 causes of weak eyesight
Health Tips: କମ୍‌ ବୟସରେ କାହିଁକି ଖରାପ ହୋଇଯାଏ ଆଖି, ଜାଣନ୍ତୁ ଏହି ୬ କାରଣ...

କମଜୋର ଆଖି ଆମ ଜୀବନର ସବୁ ସୁଖ ସାରିଦିଏ। ନିକଟରୁ ଦେଖିବାରେ ସକ୍ଷମ ନହେବା କିମ୍ବା ଦୂରରୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ଅନେକ ସମସ୍ୟା ସୃଷ୍ଟି କରେ। ତେବେ ଏହି ସମସ୍ୟା ଆମର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ। ଆସନ୍ତୁ ଜାଣିବା...

 guidelines may issue for school students
ଆଖି ଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ

ସ୍କୁଲ ଯାଉଥିବା କେତେ ଜଣ ଛାତ୍ରଛାତ୍ରୀ ଆଖିଧରା ରୋଗରେ ସଂକ୍ରମିତ ହୋଇଛନ୍ତି, ସେ ତଥ୍ୟ ଆସି ନାହିଁ।