Advertisment

କୋର୍ଟ ଭିତରେ ପଶିଗଲା କଲରାପତରିଆ ବାଘ, ୭ ଆହତ

ANI ଜାରି କରିଥିବା ଭିଡିଓରେ ପୂରା ଦୃଶ୍ୟ ନଜରକୁ ଆସିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Leopard Attack In Ghaziabad Court

leopard enters Ghaziabad district court premises in Uttar Pradesh

ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା କୋର୍ଟ ପରିସରରେ ବାଘ ଆତଙ୍କ। କୋର୍ଟ ପରିସରରେ ପଶିଲା କଲରା ପତରିଆ ବାଘ। କୋର୍ଟ ଭିତରେ ବାଘ ପଶିଯିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ୭ ଜଣ ଆହତ ହୋଇଛନ୍ତି।

Advertisment

କଲରାପତରିଆ ବାଘ କୋର୍ଟ ପରିସରରେ ଥିବା ଲୋକ ବିଶେଷ କରି ପୋଲିସ, ଆଇନଜୀବୀଙ୍କୁ ଆକ୍ରମଣ କରିଛି। ANI ଜାରି କରିଥିବା ଭିଡିଓରେ ପୂରା ଦୃଶ୍ୟ ନଜରକୁ ଆସିଛି। 

Advertisment
Leopard Attack
Advertisment
Advertisment