• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Led Light

LED Light
LED ଲାଇଟ୍‌ ପାଇଁ ରାତିସାରା ପିଟିଲେ ଘଂଟ

ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ

This LED Waterproof Light Lamp Will Reduce Electricity Bill
ମାତ୍ର ୪୪୩ ଟଙ୍କାରେ ଘରେ ଲଗାନ୍ତୁ ଏହି ସୋଲାର୍ LED ଲ୍ୟାମ୍ପ, ଆସିବ କମ୍‌ ବିଦ୍ୟୁତ୍‌ ବିଲ୍‌...

ହାର୍ଡଡଲ୍‌ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍‌ ଫେନ୍ସ ସୋଲାର ଲାଇଟ୍‌ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍‌ ବିଲ୍‌ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍‌ ବିଲ୍‌କୁ କମ୍‌ କରିବାରେ ସହାୟତା ହେବ।

LED Light
ରାସ୍ତାକଡ଼ LED ଲାଇଟ୍‌ ଉଜାଡ଼ି ଦେଉଛି ଫସଲ ! ଚିନ୍ତାରେ ଚାଷୀ, କ’ଣ ଏହାର ବିକଳ୍ପ ?

ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।