ଘଣ୍ଟ ବଜାଇ ଗାଁ ଦାଣ୍ଡରେ ପଡୁଛି ହୁରି l ଗାଁର ଉମା ଓ ବୁଲୁଙ୍କ ପରିବାରକୁ ବାସନ୍ଦ କରାଯାଇଛି। ତାଙ୍କ ସହିତ କେହି କଥା ହୁଅନ୍ତୁ ନାହିଁ l ଯଦି କେହି କଥା ହୁଅନ୍ତି ତେବେ ପାଞ୍ଚ ହଜାର ଟଙ୍କା ଫାଇନ l ଏମିତି ଥରେ କି ଦୁଇଥର ନୁହେଁ ବାରମ୍ବାର ଗାଁ ଦାଣ୍ଡରେ ପଡୁଛି ହୁରି l ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସାର୍ଗୁଣାପଲ୍ଲୀ ଗାଁରୁ
ହାର୍ଡଡଲ୍ କଂପାନୀ ଦ୍ୱାରା ତିଆରି ଏଲ୍ଇଡି ୱାଟରପ୍ରୁଫ୍ ଫେନ୍ସ ସୋଲାର ଲାଇଟ୍ ଲ୍ୟାମ୍ପ। ଏହି ଲ୍ୟାମ୍ପକୁ ଆପଣ ଘରେ ଲଗାଇ ଅଧିକ ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇପାରିବେ। ଯାହାକି ବିଦ୍ୟୁତ୍ ବିଲ୍କୁ କମ୍ କରିବାରେ ସହାୟତା ହେବ।
ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।