ମହମ୍ମଦଙ୍କ ଏପରି କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ।
କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।
ପରିବାର ଚଳାଇବା ଲାଗି ଇ-ରିକ୍ସା ଚଳାଉଛନ୍ତି ୮ ବର୍ଷର ନାବାଳକ ଗୋପାଳ। ପାଠ ପଢି ସାରିବା ପରେ ଅଟୋ ଧରି ଯାତ୍ରୀ ପରିବହନ କରନ୍ତି, ଘରକୁ ଟଙ୍କା ଦିଅନ୍ତି
୮ ବର୍ଷର ବାଳକ, ସ୍କୁଲ ୟୁନିଫର୍ମ ପିନ୍ଧି ଚଲାଉଛି ଇ-ରିକ୍ସା । ପଛରେ ବସିଛନ୍ତି ୨ ଜଣ ଯାତ୍ରୀ। ହାଇଦ୍ରାବାଦ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।