• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ratan Tata
ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା

କଳିଙ୍ଗ ନଗରର ମେଗା ଷ୍ଟିଲ୍ ପ୍ଳାଣ୍ଟରୁ ଆରମ୍ଭ କରି ଭୁବନେଶ୍ୱରରେ TCS କଳିଙ୍ଗ ପାର୍କ ହେଉ କି ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ପ୍ରତିଷ୍ଠାରେ ବଢ଼ାଇଥିଲେ ସହଯୋଗର ହାତ ।

  • Thursday, 10 October 2024
Ratan Tata
ଶେଷଯାତ୍ରାରେ ଶିଳ୍ପ ବାଦଶାହ। ଭାରତର ରତ୍ନ, ରତନ୍ ଟାଟା

ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ କରାଯାଇଥିଲା ଅନ୍ତିମ ସଂସ୍କାର।

  • Thursday, 10 October 2024
Ratan Tata
ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର

"ଅନ୍ୟମାନଙ୍କ ସହିତ ବ୍ୟବହାରରେ, କଥାରେ ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କଦାପି ଅବମୂଲ୍ୟାୟନ କରନି ।" ହଁ ଏମିତି ହିଁ ରତନ ଟାଟା ।

  • Thursday, 10 October 2024
Ratan Tata
ଅମିତ ବିତ୍ତଶାଳୀ, କିନ୍ତୁ ଅସାଧାରଣ ଭାବେ ସାଧାରଣ! ରତନ ଟାଟାଙ୍କ କିଛି ଜଣା-ଅଜଣା ତଥ୍ୟ

ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ ।

Ratan Tata
ନାନୋରୁ ଜାଗୁଆର, ଟାଟା ଟେଲି ସର୍ଭିସେସରୁ TCS ପ୍ରତିଷ୍ଠାର ବିନ୍ଧାଣୀ ରତନ

ପଞ୍ଚଭୂତରେ ବିଲୀନ ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ମୁମ୍ବାଇ ୱର୍ଲିରେ ଅନ୍ତିମ ବିଦାୟ ଜଣାଇବାକୁ ଜନସମୁଦ୍ର ।

Ratan Tata
ଶେଷଯାତ୍ରାରେ ରତନ ଟାଟା, ୱର୍ଲି ଅଭିମୁଖେ ମରଶରୀର

NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହେବ ।

Ratan Tata
ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବାକୁ ଦାବି, ମହାରାଷ୍ଟ୍ର କ୍ୟାବିନେଟରେ ପାସ୍ ହେଲା ପ୍ରସ୍ତାବ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Ratan Tata
କିଏ ସେ ପ୍ରେମିକା, ଯାହା ପାଇଁ ରତନ ପାଲଟିଲେ ଭୀଷ୍ମ ! ଟାଳିଦେଲେ ବିବାହ ବନ୍ଧନ

ବ୍ୟକ୍ତିଗତ ଜୀବନରେ ବେଶ୍ ଚର୍ଚ୍ଚିତ ଥିଲେ ରତନ ଟାଟା । ମୋବାଇଲରୁ ଅଟୋ ମୋବାଇଲ୍, ହୋଟେଲରୁ ଏୟାରପୋର୍ଟ ସବୁ ବ୍ୟବସାୟରେ ସଫଳ ଥିଲେ କିନ୍ତୁ ପ୍ରେମରେ ସଫଳ ହୋଇପାରିନଥିଲେ ରତନ ।

Captain Zoya
'ଏତେ ବଡ଼ ଶିଳ୍ପପତି ଥିଲେ, କିନ୍ତୁ ଅନ୍ୟକୁ ବସେଇ ନିଜେ ଛିଡ଼ା ହୋଇଥିଲେ'

କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଯାଇଛି । ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ।

50 Doctors Resign
ଚାକିରି ଛାଡ଼ିଲେ ୫୦ଡାକ୍ତର

ଏ ଖୁସିର କରତାଳି ନୁହେଁ... ଏ ହେଉଛି ନ୍ୟାୟ ପାଇଁ ପ୍ରତିବାଦ... ଆଉ ଏମାନେ କୌଣସି ସାଧାରଣ ଜନତା ବି ନୁହଁନ୍ତି । ଏ ହେଉଛନ୍ତି ଜଣେ ଜଣେ ଡାକ୍ତର । ଯିଏ କି ଚାକିରି ଛାଡ଼ି ଜଣକ ପରେ ଜଣେ ବାହାରକୁ ଆସୁଛନ୍ତି ।

Shantanu Naidu
ରତନ ଟାଟାଙ୍କ ମୃତ୍ୟୁ ପରେ ଭାବପୂର୍ଣ୍ଣ ବିଦାୟ ଦେଲେ ଘନିଷ୍ଠ ସହଯୋଗୀ ଶାନ୍ତନୁ, ଲେଖିଲେ….

ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ରତନ ଟାଟାଙ୍କ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଶାନ୍ତନୁ ନାଇଡୁ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ସମବେଦନା ଜଣାଇଛନ୍ତି ।

largest international donor Ratan Tata
ବିଶ୍ବରେ ସବୁଠୁ ଅଧିକ ଦାନ କରିଥିବା ବ୍ୟକ୍ତି ହେଉଛନ୍ତି ରତନ... !

ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରିଥିଲେ ।

Bomb Scare
ଏକ୍ସପ୍ରେସ ଟ୍ରେନରେ ବୋମା ଆତଙ୍କ; ସନ୍ଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସନ୍ଦେହ !

ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ଆତଙ୍କ ଖେଳିଛି। ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ଏକ୍ସପ୍ରେସ ଟ୍ରେନ୍ । 

Ratan Tata
ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ

ରତନ ଟାଟାଙ୍କ ମରଶରୀରକୁ ଏଠାରେ ଶେଷ ଦର୍ଶନ ପାଇଁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ଅପରାହ୍ମ ୪ଟାରେ ୱର୍ଲି କ୍ରିମେଟୋରିୟମରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ରହିଛି ।

Ratan Tata  Empire
ଛାଡିଗଲେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି; କିଏ ହେବେ ଉତ୍ତରାଧିକାରୀ ? ଜାଣନ୍ତୁ....

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ରତନ ଟାଟା। ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। କିଏ ହେବେ ତାଙ୍କ ଉତ୍ତରାଧିକାରୀ ?

simi garewal
‘ସେମାନେ କହୁଛନ୍ତି ତୁମେ ଚାଲିଗଲ’; ଏମିତି କହି ଶୋକ ପ୍ରକାଶ କଲେ ରତନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ...

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ । ଭାବବିହ୍ବଳ ହେଲେ ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ, ଭଲ ବନ୍ଧୁ ତଥା ଅଭିନେତ୍ରୀ ସିମି ଗରେୱାଲ ।

Ratan Tata
କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟାଙ୍କ ପରଲୋକ; ୨୧ ବର୍ଷ ଟାଟା ଗ୍ରୁପକୁ ସମ୍ଭାଳିଥିଲେ 

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

Haryana Election
ହରିୟାଣାରେ ହାଟ୍ରିକ୍ ବିଜୟ ପରେ ସରକାର ଗଠନ କସରତ

ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।

Haryana Election
ଦିଲ୍ଲୀରେ ମୋଦି-ଶାହଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ, ଦଶହରାରେ ଦ୍ବିତୀୟ ଥର ନେଇପାରନ୍ତି ଶପଥ

ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଖୁବଶୀଘ୍ର ବିଧାୟକ ଦଳ ଓ ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବାକୁ ଥିବା ବେଳେ, ନାୟବ ସିଂ ସୈନି ପୁଣି ସିଏମ୍ ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

PMGKAY
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମିଳିବ ମାଗଣା ଚାଉଳ

୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ହୋଇଛି ।

RBI
ରେପୋ ରେଟ୍ ଅପରିବର୍ତ୍ତିତ; ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ

ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍।

Rahul Gandhi Jalebi
ବୁମେରାଂ ହେଲା 'ଜଲେବି' ଫର୍ମୁଲା; ବିଜୟ ପରେ ରାହୁଲଙ୍କ ଘରକୁ ପାର୍ସଲ ପଠାଇଲା ବିଜେପି

ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସଭବନକୁ ଏକ କିଲୋ ଜଲେବି ପାର୍ସଲ କରାଯାଇଛି। କଟାକ୍ଷ କରି ବିଜେପି କହିଛି, ରାହୁଲଙ୍କ ଘରକୁ ପଠାଇବା ପାଇଁ ଏକ କିଲୋ ଜଲେବି ଅନଲାଇନ୍ ଅର୍ଡର କରାଯାଇଛି।

2 Army Jawans Kidnapped
ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଉଠାଇ ନେଲେ ଆତଙ୍କବାଦୀ; ଚାଲିଛି ସର୍ଚ୍ଚ ଅପରେସନ୍

ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି।

Jammu & Kashmir
ଘାଟିରେ ବି ବାଟ ହୁଡ଼ିଲା ବୁଥ୍ ବାହୁଡ଼ା ମତ; ଝୁଲା ନୁହେଁ, ସ୍ଥିର ସରକାର ବାଛିଲେ ଭୋଟର୍

ଏହି ବିଜୟ ସହ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଚେହେରା ବି ଏକପ୍ରକାର ସ୍ପଷ୍ଟ । ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି, ତାଙ୍କ ପୁଅ ଓମାର୍ ଅବଦୁଲ୍ଲା ବନିବେ ନେକ୍ସଟ ସିଏମ୍ ।

Haryana BJP
ଭୁଲ୍‌ ହେଲା ଏକଜିଟ୍‌ ପୋଲ୍‌ ଆକଳନ, ହରିୟାଣାରେ ବିଜେପିର ବିଜୟ ହାଟ୍ରିକ୍

ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।