ବେଲଗାମ୍ ବିମାନ ଟିକେଟ୍ ଦର । ମାସକ ଭିତରେ ୩ ଗୁଣା ଏୟାର ଫେୟାର । ଧୂଳିସାତ୍ ସାଧାରଣ ଲୋକଙ୍କ ବିମାନରେ ଉଡ଼ିବା ସ୍ୱପ୍ନ । ପର୍ଯ୍ୟଟନ ଋତୁକୁ ଦାୟୀ କଲେ ଏୟାରପୋର୍ଟ ନିର୍ଦ୍ଦେଶକ । ଡିଜିସିଏର ହସ୍ତକ୍ଷେପ ଦାବି କଲେ ଟୁର ଅପରେଟର ।
ସାଧାରଣ ଲୋକଙ୍କ ଉଡ଼ାଣ ସ୍ବପ୍ନ ଧୂଳିସାତ୍ ! ସାଧାରଣ ଲୋକଙ୍କ ଆକାଶରେ ଉଡ଼ିବା ସ୍ବପ୍ନ ପୂରଣ ପାଇଁ ୨୦୧୬ ଅକ୍ଟୋବରରେ ମୋଦି ସରକାର ଆରମ୍ଭ କରିଥିଲେ ଉଡେ ଦେଶ କା ଆମ୍ ନାଗରିକ୍ ସ୍କିମ୍ ବା ଉଡାନ୍। ହେଲେ ଉଡାନ୍ ସ୍କିମ୍ ଏବେ ସତେ ଯେମିତି ଭେଳିକି।
ଟ୍ରେନ୍ମ୍ୟାନ୍ ଆପ୍ ଏହାର ନୂଆ ଫିଚର୍ 'Trip Assurance' ଲଞ୍ଚ୍ କରିଛି। ଏହି ନୂଆ ଫିଚ୍ର ଅନୁଯାୟୀ, ଯେଉଁ ଯାତ୍ରୀଙ୍କ ଟିକେଟ୍ ୱେଟ୍ଲିଷ୍ଟ୍ରେ ଅଛି, ଏଭଳି ସ୍ଥଳେ ଯାତ୍ରୀଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀ ପକ୍ଷରୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଥାଏ।
ଅଗଷ୍ଟ ୩୧ ପରେ ବିମାନ ଯାତ୍ରା ଦର ଏୟାରଲାଇନ୍ସ କମ୍ପାନୀ ନିର୍ଦ୍ଧାରଣ କରିବେ। ତେଣୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍କା ଲାଗିପାରେ।