• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Engineer

Love
ଭାଲେଣ୍ଟାଇନ ୱିକରେ ଅନନ୍ୟ ପ୍ରେମ କାହାଣୀ... ଦିବ୍ୟାଙ୍ଗ ପ୍ରେମିକାଙ୍କୁ ଇଂଜିନିୟର କଲେ ଜୀବନ ସାଥୀ

ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ।

Pune Viral Video
Viral Video; ବଢ଼ୁଛି ଇଞ୍ଜିନିୟର ବେକାରୀ… ଗୋଟିଏ ପୋଷ୍ଟ ପାଇଁ ଆବେଦନ କଲେ ୩ ହଜାର ଆଶାୟୀ !

ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି ।

dragon fruit farming
ଓଡ଼ିଶାରେ ଫଳୁଛି ବିଦେଶୀ ଫଳ

ଧାଡ଼ିକୁ ଧାଡ଼ି ହୋଇ ଲାଗିଛି ଡ୍ରାଗନ୍ ଫ୍ରୁଟ୍ ଗଛ I ଗଛ ଗୁଡ଼ିକ ବେଶ୍ ସୁନ୍ଦର ହେବା ସହ ଫଳ ବି ଧରିଛି । ଏହି ଫଳ ସବୁ ପାଚିଲେ ବଜାରକୁ ବିକ୍ରି ପାଇଁ ଯିବ । ଏ ଦୃଶ୍ୟ କେଉଁ ବିଦେଶରେ ନୁହେଁ ବରଂ ଆମ ଓଡ଼ିଶାର । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ରାଇଛାପଲ ଗାଁରେ ହୋଇଛି ଏହି ସୁନ୍ଦର ଡ୍ରାଗନ ଚାଷ ।

Engineer turned farmer scripts success with vegetable and poultry farming
ଇଞ୍ଜିନିୟରିଂ ପାଠ ପଢି କଲେନି ଚାକିରି..ଏବେ ଚାଷ କରି ଲକ୍ଷପତି

ବିଟେକ୍‌ ପଢିଛନ୍ତି...ଚାକିରି ପଛରେ କିନ୍ତୁ ଧାଇଁଲେନି । କେମିତି ନିଜେ କ୍ଷେତରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବେ ସେହି ଚିନ୍ତା କଲେ । ବାସ୍‌...ଏବେ କୁକୁଡାଠୁ ଆରମ୍ଭ କରି ପୋଟଳ...ଯେମିତି ଫଳୁଛି ସେମିତି ରୋଜଗାର ବି ହେଉଛି

Independent MLA slaps civic engineer
ରାଗିଗଲେ ବିଧାୟିକା, ସର୍ବସମ୍ମୁଖରେ ଇଞ୍ଜିନିୟର ବାବୁଙ୍କୁ ପକାଇଲେ ବ୍ରହ୍ମଚାପୁଡ଼ା

ବିଧାୟିକାଙ୍କ ରୂପ ଦେଖି ଇଞ୍ଜିନିୟର ବାବୁଙ୍କ ଅକଲ ଗୁଡୁମ୍‌ । ମାଡ଼ ଖାଇବା ପରେ ମଧ୍ୟ ଥାନାରେ କୌଣସି ଅଭିଯୋଗ ନାହିଁ ।

Engineer
ଚାଷ ପାଇଁ ପେଷା ବଦଳାଇଲେ ଇଞ୍ଜିନିୟର; ଭଲ ଆୟ ଦେଉଛି କୁକୁଡ଼ା ଚାଷ

ଭଲ ଚାକିରୀ ତ ଥିଲା କିନ୍ତୁ ଥିଲା ଅଧିକ ଟେନସନ । ଚାକିରିରୁ ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା ।କ’ଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ ।

Engineer
ଭଲ ଦରମା ନ ମିଳିବାରୁ ଛାଡ଼ିଦେଲେ ଚାକିରୀ, ଏବେ କୁକୁଡ଼ା ଚାଷରୁ ଲକ୍ଷପତି

ଭଲ ଚାକିରୀ ତ ଥିଲା କିନ୍ତୁ ଅଧିକ ଟେନସନ । ଦରମା ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା । କଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । ଗାଁରେ ନିଜ ସ୍ୱପ୍ନର ବ୍ୟବସାୟ ଆରମ୍ଭ କଲେ । କୁକୁଡ଼ା ପାଳନ କରି ଭଲ ଦି ପଇସା ରୋଜଗାର ସହ ଅନ୍ୟ କିଛି ଯୁବକଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଇପୁରର ଯୁବ ଇଞ୍ଜିନିୟର ସୁଶାନ୍ତ ଖଟୁଆ